ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏମିତି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇଣ୍ଡିଆନ କ୍ରିକେଟର ବିରାଟ କୋହଲି ଙ୍କୁ ଲିପ କିସ ଦେଇ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି ଯୁବତୀ ଜଣଙ୍କ | ଆଉ ଯାହାର ଭିଡ଼ିଓ ମଧ୍ୟ କରି ସୋସିଆଲ ମିଡ଼ିଆରେ ଭାଇରାଲ କରେଇଛନ୍ତି ଯୁବତୀ ଜଣଙ୍କ, ଆଉ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ସମସ୍ତେ କିରାଟ କୋହଲି ଙ୍କ ବିଷୟରେ ଯିଏକି ଟିମ ଇଣ୍ଡିଆ ର ଜଣେ ବେଶ ଜଣା ଶୁଣ କ୍ରିକେଟର | ଆଉ ଯିଏ କି କ୍ରିକେଟ ଦୁନିଆରେ ନିଜର ଧମାକେଦାର ପ୍ରଦର୍ଶନୀ ସବୁବେଳେ ଦେଖାଇ ଆସିଛନ୍ତି ଆଉ ତାଙ୍କର ଏହି ଭଳି ଖେଳ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ତାହା ସହିଟ ଆପଣ ମାନେ ଜାଣିଥିବେ ଆମ ଭାରତରେ ବିରାଟ କୋହଲି ଙ୍କର ଲକ୍ଷ ଲକ୍ଷ ଫ୍ରେଣ୍ଡ ମାନେ ଅଛନ୍ତି ଆଉ ଯେଉଁ ମାନେ କି ବିରାଟ ଙ୍କୁ ବହୁତ ପସନ୍ଦ କରିଥାନ୍ତି ଆଉ ତାଙ୍କ ସହିତ ଦେଖା କରିବାକୁ ମଧ୍ୟ ଇଚ୍ଛା କରିଥାନ୍ତି |
ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣଆମେ ଆଶ୍ଚର୍ଯ୍ୟ ହୋଇଯିବେ |ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣଙ୍କ କରିବାକୁ ଲାଗିଛନ୍ତି କ୍ରିକେଟର ବିରାଟ ଙ୍କୁ ଲିପ କିସ ତାହା ପୁଣି ସମସ୍ତ ଙ୍କ ସାମ୍ନା ରେ | ତେବେ ଆପଣ ମାନେ ଜାଣି ରଖିବା ଆବଶ୍ୟକ କି ବିରାଟ କୁ କିସ କରୁଛନ୍ତି ଝିଅ ଜଣଙ୍କ କିନ୍ତୁ ସେ ବିରାଟ ନୁହନ୍ତି ସତରେ ତାହା ହେଉଛି ବିରାଟ କୋହଲି ଙ୍କର ମହମ ରେ ତିଆରି ଷ୍ଟାଚୁ | ଆଉ ଯେଉଁଠି କୁହାଯାଉଛି କି ଏହି ଷ୍ଟାଚୁ ଟି ମାଡାମ ତୁଷାତ ସଂଗ୍ରହାଳୟ ରେ ସ୍ଥାପିତ ହୋଇଥିବା କଥା କୁହାଯାଉଛି |
ଆଉ ଯାହାକୁ ଦେଖିକି ଲାଗୁଛି ସତେ ଯେମିତି ବିରାଟ କୋହଲି ଛିଡା ହୋଇଛନ୍ତି ଯାହାକୁ ଦେଖି କି ଯୁବକ ଜଣଙ୍କ ରହି ପାରି ନଥିଲେ ଆଉ ବିରାଟ ଙ୍କର ସେହି ଷ୍ଟାଚୁ କୁ ଲିପ କିସ କରି ତାହାର ଭିଡ଼ିଓ ମଧ୍ୟ ବନାଇ ଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ 1 ମିଲିୟନ ରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ତାହା ସହିତ 5000 ଲୋକ ଲାଇକ ମଧ୍ୟ କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।