ଦେଖନ୍ତୁ ଭିଡ଼ିଓ : ବିଷଧର ନାଗୁଣୀ କୁ କ୍ଷୀର ପିଆଇବାକୁ ଚେଷ୍ଟା କରୁଥିଲେ ମହିଳା, ତା’ପରେ କ’ଣ ଘଟିଲା ଦେଖିଲେ ହୋଇଯିବେ ତାଯୁବ…

ବନ୍ଧୁଗଣ ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ। ଏହା କେତେବେଳେ କାହା ଘର ଉପରକୁ ପଶି ଯାଇଥାଏ ତ ପୁଣି କେତେବେଳେ ଏମିତି ସ୍ଥାନରେ ଯାଇ ରହି ଯାଇଥାଏ ଯାହା ଅଜାନତ ରେ ବହୁତ୍ ବଡ ବିପଦ ଘଟାଇ ଥାଏ। ତେବେ ପ୍ରାୟତଃ ବର୍ଷା ଦିନେ ଅନେକ ସାପ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି। ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ।

କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଗୁଡିକ ଅନେକ ସମୟ ରେ ଭୟଂକର ହୋଇ ଯାଇଥାନ୍ତି। କାରଣ ସେମାନେ ମଧ୍ୟ ସେମିତି ପରିସ୍ଥିତି ରେ ମଣିଷ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାନ୍ତି। ପ୍ରାୟତ ଅନେକ ସମୟ ରେ ଆପଣ ଗାଆଁ ମାନଙ୍କରେ ବିଷଧର ନାଗ ସାପ ଦେଖିବାକୁ ପାଉଥିବେ। ସେମାନେ ବିଷଧର ହୋଇ ଥିବାରୁ କାମୁଡିବା ମାତ୍ରେ ଜୀବନ ଯିବାର ଭୟ ରହିଥାଏ।ଆଉ ନାଗ ସାପ ଦଂଶନ କରିବା ମାତ୍ରେ କିଛି ବି ହୋଇପାରେ।

ତେଣୁ ଏଥିପ୍ରତି ସବୁବେଳେ ସଚେତନ ରହିବା ନିହାତି ଆବଶ୍ୟକ। ସେହିପରି ଏବେ ଏକ ବିଷଧର ନାଗୁଣୀ ର ଭିଡିଓ ସାମ୍ନାକୁ ଆସିଛି।ଏକ ଗ୍ରାମରେ ଥିବା ଘର ଭିତରକୁ ଏକ ବିଷଧର ନାଗୁଣୀ ପଶି ଆସିବା ପରେ ସେମାନେ ସାପ ଧରାଳି କୁ ଡାକିଥିଲେ।ଏହା ପୁର୍ବରୁ ସେମାନେ ସାପକୁ କ୍ଷୀର ଖାଇବାକୁ ଦେଇଥିଲେ।ଏହାପରେ ତାଲିମ୍ ପ୍ରାପ୍ତ ସାପ ଧରାଳି ଆସି ସାପଟିକୁ ଧରିବାକୁ ଚେଷ୍ଟା କରିଥଲେ। ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଏହି ନାଗ ସାପଟିକୁ ଧରିବା ଏତେ ସହଜ ନଥିଲା କାରଣ ଏହା ପ୍ରକାର ଗର୍ଜନ କରୁଥିଲା। ଯାହାକୁ ଦେଖିଲେ ଆପଣ ଡରି ଯିବେ।

ତେବେ ଅନେକ ସମୟ ପରେ ସାପଟିର ରାଗ ଶାନ୍ତ ହେବା ପରେ ତାକୁ କୌଶଳ ର ସହ ଧରିଥିଲେ ସାପ ଧରାଳି ଜଣଙ୍କ। ଆଉ ଶେଷରେ ତା ପାଇଁ ଖୋଲି ରଖା ଯାଇଥିବା ବୁରା ଭିତରକୁ ସେ ପଶି ଯାଇଥିଲା। ଏହାପରେ ଏହି ବୁରାକୁ ବାନ୍ଧି ନେଇ ଯାଇଥିଲେ ଉକ୍ତ ସାପ ବିକାଳି ଜଣଙ୍କ। ତେବେ ଆଶ୍ଚର୍ଯ୍ୟର କଥା ଯେ ଏହି ସାପଟି ବିଷଧର ହୋଇ ଥିବାରୁ ତାକୁ ସାମାନ୍ୟ ଆଘାତ ଲାଗିଥିଲେ ସେ ଆକ୍ରମଣ କରିଥାନ୍ତା। କିନ୍ତୁ ଏହି ସାପଟି କାହାକୁ ଆକ୍ରମଣ କରି ନଥିଲା ବରଂ ସେହି ଘର ଭିତରେ ହିଁ ସେମିତି ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment