ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଆସନ୍ତା 17 ତାରିଖ ରେ ଆସୁଥିବା ବିଶ୍ୱକର୍ମା ଙ୍କ ପୂଜା ଠାରୁ ବାବା ବିଶ୍ୱକର୍ମା ଙ୍କ କୃପା ଦୃଷ୍ଟି ୫ଟି ଟି ରାଶି ଉପରେ ରହିଛି ଯାହା ଫଳରେ ଏହି ୫ଟି ଟି ରାଶି ରେ ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି | ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ସେ ଭାଗ୍ୟଶାଳୀ ୪ଟି ରାଶି ବିଷୟରେ ତାହା ହେଉଛି ଯଥା :-
(1) ବୃଷ ରାଶି
(2) କନ୍ୟା ରାଶି
(4) ସିଂହ ରାଶି
(5) କୁମ୍ଭ ରାଶି
ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ୫ଟି ରାଶି ର ଭାଗ୍ୟ ଫଳ ବିଷୟରେ |
ବୃଷ ରାଶି :-
ଏହି ରାଶି ବ୍ୟକ୍ତି ମାନେ ଆଗକୁ ଆସୁଥିବା ବିଶ୍ୱକର୍ମା ଙ୍କ ପୂଜା ଠୁ ଏମାନଙ୍କର ଭାଗ୍ୟ ବାବା ବିଶ୍ୱକର୍ମା ଙ୍କ କୃପା ଦୃଷ୍ଟି ରୁ ବଦଳିବା ସହିତ ପାରିବାରିକ ସୁଖ ଶାନ୍ତି ଲାଭ କରିବେ | ବ୍ୟବସାୟରେ ଉନ୍ନତି କରିବେ, ବୋହୁ ପୁରାତନ କାର୍ଯ୍ୟ ସଫଳ ହେବ |
କନ୍ୟା ରାଶି :-
ଏହି ରାଶି ର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହେବେ | ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ | ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ବନ୍ଧୁ ମାନଙ୍କର ସହାୟତା ମିଳିବ ଧନ, ସମ୍ପଦ ଭରପୂର ରହିବ |
ସିଂହ ରାଶି :-
ଏହି ରାଶି ର ବ୍ୟକ୍ତି ମାନେ ଏହି ବିଶ୍ୱକର୍ମା ପୂଜା ଠାରୁ ବିଶ୍ୱକର୍ମା ଙ୍କ କୃପା ରୁ ଭାଗ୍ୟଶାଳୀ ହୋଇପାରନ୍ତି | ଅଧା ରହିଯାଇଥିବା କାର୍ଯ୍ୟ ସମ୍ପୂର୍ଣ ହେବ, ପାରିବାରିକ ସୁଖ ଶାନ୍ତି ଲାଭ କରିବେ | ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ଓ ଋଣ ପରିଶୋଧ କରିବେ | ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ତାହା ସହିତ ଯାନବାହନର ସୁଖ ମଧ୍ୟ ମିଳିବ |
କୁମ୍ଭ ରାଶି :-
ଏହି ରାଶି ବ୍ୟକ୍ତିବିଶେଷ ଙ୍କ ଠାରେ ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି | ପାରିବାରିକ ସୁଖ ଶାନ୍ତି ଲାଗିରହିବା ସହିତ ବନ୍ଧୁ ମାନଙ୍କ ସାହାଯ୍ୟ ମଧ୍ୟ ପାଇପାରନ୍ତି | ପ୍ରେମିକ ଓ ପ୍ରେମିକା ମାନଙ୍କ ପାଇଁ ଦିନ ଗୁଡିକ ଭଲ ରହିବ |
ତେବେ ଏହା ଥିଲା ସେହି ପାଞ୍ଚଟି ରାଶି ଯାହାକି ବିଶ୍ଵକର୍ମା ପୂଜା ରେ ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।