ବୀଚ ରାସ୍ତାରେ ଘଟିଲା ଭୟଙ୍କର ସିରିଜ ଦୁର୍ଘଟଣା… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବେଳେ ବେଳେ ଏମିତି ସମୟ ଆସିଥାଏ ଯେଉଁଠାର ମଣିଷ ଯାହା ଚାହିଁଲେ ମଧ୍ୟ ତାହା କରି ପାରି ନଥାଏ। ଆଉ କିଛି ସମୟ ରେ କିଛି ମାତ୍ରାରେ ନିୟନ୍ତ୍ରଣ କରି ହୋଇ ଯାଇଥାଏ। ତେବେ ଏଠାରେ ଏକ ଦୁର୍ଘଟଣା ଘଟିଛି ଯେଉଁଠି ଗାଡି ର ଡ୍ରାଇଭର ମାନେ ସବୁଦିନ ପରି ସେହି ଦିନ ମଧ୍ୟ ଗାଡି ଚଲେଇ ଥାଆନ୍ତି ହେଲେ ସେହିଦିନ ଦୁର୍ଭାଗ୍ୟବଶତଃ ଏମିତି ଦୁର୍ଘଟଣା ଘଟିଗଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏହିଠାରେ ପୁଣି ଏକ ମର୍ମନ୍ତୁଦ ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଏମିତି ଘଟଣା ଏବେ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ରେ ଅନେକ ଲୋକ ମଧ୍ୟ ଏଥିରେ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ଆଉ ଘଟଣା ଟିରେ ଲାଗୁଥିଲା ଯେ ବସ ଓ ଟ୍ୟାଙ୍କର ଟି ବୋଧ ହୁଏ ବହୁତ ଜୋର ରେ ରହିଥିଲା। ରାସ୍ତାରେ ଯିବା ସମୟରେ ଟିକିଏ ଅସାବଧାନତା ପାଇଁ ଏମିତି ଘଟଣା ଘଟି ଯାଇଥାଏ। ଡ୍ରାଇଭର ମାନେ ରାସ୍ତାରେ ଗାଡ଼ି ଚଲେଇବା ସମୟରେ ଅନ୍ୟମନସ୍କ ହେବା କଥା ନୁହେଁ ଏବଂ ସରକାରଙ୍କ ବିଭିନ୍ନ ରାସ୍ତାର ନିୟମ ସବୁ ମାନିବା ଉଚିତ ଯାହା ଅବମାନନା ର ଦୃଶ୍ୟ ଏବେ ନଜର ରେ ଆସିଛି।

ଆଉ ଏହି ଘଟଣା ଟି ଚାରିଆଡେ ଖେଳି ଯାଇଛି ଯାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଏହିଭଳି ଘଟଣା ଆଗରୁ ଘଟିଥିଲେ ମଧ୍ୟ ଏବେ ଏହା ଏକ ଭିନ୍ନ ଧରଣର ମର୍ମନ୍ତୁଦ ଘଟଣା। ଆଉ ଏହି ଘଟଣା ରେ ଅନେକ ଲୋକ ମଧ୍ୟ ଆହତ ହେବା ସହିତ ଆଉ କିଛି ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ଏଠାରେ ଗୋଟିଏ ବସ ଓ ଟ୍ୟାଙ୍କର ସହିତ ସାମ୍ନା ସାମ୍ନି ଦୁର୍ଘଟଣା ହୋଇଛି ଯାହା ଦ୍ୱାରା ସେହିଠାରେ ଟ୍ୟାଙ୍କର ର ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ଆଉ ଟ୍ରକ ଓ ବସ ର ଆଗ ପୂର୍ବ ଭଳି ରହି ନାହିଁ ଏବଂ ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଚାପି ହୋଇ ଯାଇଥିବା ଦୃଶ୍ୟ ଏଠାରେ ଦେଖିବାକୁ ମିଳୁଛି। ଆଉ ଦୁର୍ଘଟଣା ଟିରେ ବସ ଡ୍ରାଇଭର ଗୁରୁତର ହେବାରୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅଧିକ ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିବା ନେଇ ସୂଚନା ମିଳିଛି।

ଏହି ଘଟଣା ଟି ନୟାଗଡ଼ ରେ ଘଟିଛି ଆଉ ଦୁଇ ଗାଡି ବସ ଓ ଟ୍ୟାଙ୍କର ମଧ୍ୟରେ। ଏହି ବସ ଟି ଯାତ୍ରୀ ବାହୀ ରହିଥିଲା ସେଥିପାଇଁ ଏଠାରେ କିଛି ଲୋକ ଆହତ ହୋଇଥିଲର। ସମୁଦାୟ ୬୦ ଜଣ ଯାତ୍ରୀ ରହିଥିଲେ ସେଥିରୁ କିଛି ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବେଳେ ଆଉ କିଛି ଜଣଙ୍କ ର ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି। ଏମିତି ଦୁର୍ଘଟଣା ହେବା ପରେ ସେଠାରେ ଏକ ଚହଳ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment