Viral VIDEO – ଛି ଛି ପୁଣି ଲଜ୍ୟାଜନକ କାମ..ବୋହୁ ଶୋଇବା ବେଳେ ଦେହକୁ ଲୁଚି ଲୁଚି ଦେଖୁଥିଲା ରସିକିଆ ଶ୍ୱଶୁର ,ଆଉ ରାତିରେ ….

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଜଣେ ମହିଳା ତାର ବାପା ଘର ଛାଡି ତା ସ୍ୱାମୀର ହାତ ଧରି ଶାଶୁଘରକୁ ଆସିଥାଏ |ତାର ସ୍ୱାମୀ ଯଦି ତାର ହାତ ଛାଡିଦିଏ ତେବେ ସେ ଆଉ କାହା ଭରସାରେ ଏ ଦୁନିଆରେ ବଞ୍ଚିବ, ତେଣୁ ସେ ବାଧ୍ୟ ହୁଏ ଆତ୍ମହତ୍ୟା କରିବା ପାଇଁ |ସସ୍ମିତା ନାମକ ଜଣେ ମହିଳାକୁ ତାର ଶଶୁର ଓ ସ୍ୱାମୀ ମିଶି ଘରୁ ତଡ଼ିଦେବା ପରେ ଏବେ ଘରେ ପଶିବା ପାଇଁ ଦେଉ ନାହାନ୍ତି, ବାଧ୍ୟ ହୋଇ ଶଶୁର ଘର ସାମ୍ନାରେ ଧାରଣ ଦେବା ସହ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ସସ୍ମିତା |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |


ଆଗରୁ ଆପଣ ଏହିପରି ସ୍ୱାମୀ ଘରେ ରହିବା ପାଇଁ ସ୍ତ୍ରୀମାନେ ଧାରଣ ଦେବାର ଆପଣ ଦେଖିଥିବେ ନିଶ୍ଚିତ, ଆଜି ମଧ୍ୟ ଏହିପରି ଏକ ଘଟଣା ଆଖି ସାମ୍ନାକୁ ଆସିଛି |ଏହି ଘଟଣାଟି ଘଟିଛି କଟକ ଜିଲ୍ଲା ସାଲେପୁରର ମାଛୁଆତି ଠାରେ,ସ୍ୱାମୀ ସୁଶୀନେ ମହାରଣାଙ୍କ ସ୍ତ୍ରୀ ସସ୍ମିତା ମହାରଣ ତାଙ୍କ ଶଶୁର କଥାରେ ରାଜି ନହେବାରୁ ଯୌତୁକ ନିର୍ଯାତନା ଦେଇ ଉଭୟ ବାପା ପୁଅ ମିଶି ଘରେ ମାରିଦେବାର ଭୟ ଦେଖାଇ ଘରୁ ତଡି ଦେଇଥିଲେ |

ସସ୍ମିତା ମହାରଣାଙ୍କ କହିବା ଅନୁଯାଇ ସେ ଯେତେବେଳେ ତାଙ୍କ ଶଶୁର ଘରେ ରହୁଥିଲେ,ସେତେବେଳେ ତାଙ୍କ ଶଶୁର ସସ୍ମିତାକୁ ତାଙ୍କ ସହିତ ଶରୀରକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ |ସେ ଏହି କଥାରେ ରାଜି ନହେବାରୁ ଆରମ୍ଭ ହୋଇଗଲା ଘରେ ଝଗଡା |ସସ୍ମିତାଙ୍କ ସ୍ୱାମୀ ସହିତ ଶଶୁର ମିଶି ତାଙ୍କୁ ମାର ଧର କରିବା ସହିତ ଯୌତୁକ ନିର୍ଯାତନା ଦେଇ ଘରୁ ବାହାର କରିଦେଇ ଥିଲେ |ବର୍ତମାନ ଯେତେ କହିଲେ ମଧ୍ୟ ଘରକୁ ନେଉନାହାନ୍ତି ତାଙ୍କ ଶଶୁର | ସେଥିପାଇଁ ଦୀର୍ଘ ନଅ ଦିନ ହେଲାଣି ଧାରଣରେ ବସିଥିଲେ ସସ୍ମିତା,କିନ୍ତୁ ଏପ୍ରଯ୍ୟନ୍ତ କିଛି ଶୁଣୁନାହାନ୍ତି ତାଙ୍କ ଶଶୁର ଘର ଲୋକ |

ଏଥିପାଇଁ କୌଣସି ନିଷ୍କର୍ଷ ବାହାରୁ ନଥିବାରୁ ଏତେ ଦିନ ଆପେକ୍ଷ ପରେ ଆଜି ଶଶୁର ଘର ତାଲା ଭାଙ୍ଗି ରହିବାର ନିଷ୍ପତି ନେଇଛନ୍ତି ସସ୍ମିତା |ଏତେ ଦିନ ଖୋଲା ଆକାଶ ତଳେ ବସିବାରୁ ତାଙ୍କ ଦେହ ମଧ୍ୟ ଖରାପ ହେଉଛି ସେ ମେଡିକାଲରେ ଚିକିସ୍ତିତ ମଧ୍ୟ୍ୟ ହେଉଛନ୍ତି |ଗତ କାଲି ସଂଧ୍ୟରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ମାତ୍ର ଗାଁ ଲୋକ ତାଙ୍କୁ ଉଦ୍ଧାର କରିଥିଲେ |ବର୍ତମାନ ଏ ସବୁ କଷ୍ଟ ସହିନପାରି ଶଶୁର ଘର ତାଲା ଭାଙ୍ଗି ତାଙ୍କ ଘରେ ରହୁଛନ୍ତି ସସ୍ମିତା |ସସ୍ମିତାଙ୍କ ଏହି ଘଟଣା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment