ବୋହୂ ପ୍ରତିଦିନ ଶ୍ୱଶୁରଙ୍କୁ କରୁଥିଲା ବ୍ଲାକମେଲ, ଶଶୁର ରାଗିଯାଇ କରିଦେଲା ଏମିତି…

0

ପରିବାର ପରାମର୍ଶ କେନ୍ଦ୍ରରେ ୮ ଟି ମାମଲା ର ଶୁଣାଣି କରାଯାଇଥିବା ବେଳେ ଏବେ ଯାଏଁ ଦୁଇ ଟି ମାମଲା ର ସମାଧାନ ହୋଇ ପାରୁ ନଥିବାରୁ ପରିବାର ପରାମର୍ଶ କେନ୍ଦ୍ର ସେମାନଙ୍କ କେଶ୍ ନ୍ୟାୟାଳୟ କୁ ପଠାଇଛନ୍ତି।ଏହି ଦୁଇଟି କେଶ୍ ସାମାନ୍ୟ ଜଟିଳ ହୋଇ ଥିବାରୁ ଏହାକୁ ନେଇ ସମସ୍ୟା ଉପୁଜିଛି ତେଣୁ ଏହାକୁ ନ୍ୟାୟାଳୟ କୁ ସ୍ଥାନାନ୍ତରିତ କରିଛନ୍ତି ଏହି ବିଭାଗ ଆସନ୍ତୁ ଜାଣିବା କଣ ରହିଥିଲା ଏହି ଦୁଇଟି ଘଟଣା କ୍ରମ।

ପ୍ରଥମ ଘଟଣାରେ ଚାନ୍ଦାମେତା ରୁ ଆସିଥିବା ଅଭିଯୋଗ ଅନୁସାରେ ଜଣେ ନବ ବିବାହିତା ମହିଳା ଅଭିଯୋଗ କରିଛି ଯେ ତାଙ୍କର ସ୍ବାମୀ ତାଙ୍କର ମୁହଁ ଦେଇଥିବା ଭଉଣୀ ଙ୍କ କଥାରେ ପଡି ତାଙ୍କୁ ଭୁଲ୍ ବୁଝିଚନ୍ତି ଯାହା ଦ୍ଵାରା ପରିବାରରେ ଅଶାନ୍ତି ଦେଖା ଦେଉଛି।ସେ ଚାହୁଛନ୍ତି କୁ ସେମାନେ ଏହାର ସମାଧାନ ସ୍ୱରୂପ ଦୁଇଜଣଙ୍କୁ ଅଲଗା କରାଯାଉ। ଭଉଣୀ ତାଙ୍କ କଥାରେ ହସ୍ତକ୍ଷେପ ନକରି ସେମାନଙ୍କୁ ସେମାନଙ୍କ ନିଷ୍ପତି ନେବାରେ ସହିଯୋଗ୍ କରୁ କିନ୍ତୁ ଏହା ସମ୍ଭବ ପର ହୋଇ ପାରୁ ନଥିବାରୁ ନ୍ୟାୟାଳୟ ଏଥି ନିମନ୍ତେ ସେହି ମୁହଁ ଦେଉଥିବା ଭଉଣୀ ଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କହିଛନ୍ତି।

ଦ୍ଵିତୀୟ ପ୍ରସଙ୍ଗ ବା ଘଟଣା ଏହା କି ଯେ ଏଥିରେ ଜଣେ ଶ୍ଵଶୁର ତାଙ୍କ ବୋହୂ ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ସେ କହିଛନ୍ତି ଯେ ତାଙ୍କର ବୋହୁ ତାଙ୍କୁ ବାରମ୍ବାର ହତ୍ୟା କରିବେ ବୋଲି ଧମକ ଦେଉ ଅଛନ୍ତି। ତାଙ୍କୁ ବ୍ଲାକ ମେଲ୍ ମଧ୍ୟ କରିଛନ୍ତି।ଏହି ଘଟଣା ସଂପର୍କରେ ଶ୍ବଶୁର କହିଛନ୍ତି ଯେ ତାଙ୍କର ବୋହୁ ଏହି କଥାରେ ରାଜି ନାହାନ୍ତି ଓ ତାଙ୍କ ନିଷ୍ପତ୍ତି କୁ ଗ୍ରହଣ ନକରି ତାଙ୍କ ବିରୋଧ ରେ ସ୍ୱର ଉଠାଇ ଛନ୍ତି।ସେ ତାଙ୍କର କାର୍ଯ୍ୟରେ ସନ୍ତୁଷ୍ଟ ନହୋଇ ଏହିଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।ତେବେ ତାଙ୍କ କହିବା କଥା ହେଉଚି କୁ ସେ ତାଙ୍କର ସାନ ପୁଅ ପାଇଁ ଏକ କପଡା ବ୍ୟବସାୟ ପାଇଁ ଦୋକାନ ଟିଏ ଖୋଲି ଦେଇଛନ୍ତି ଏବଂ ସେ ଚାହୁଁଛନ୍ତି ଯେ ସେମାନେ ଦୁଇଜଣ ପୁଅ ବୋହୂ ଅଲଗା ରହି ଯିଏ ଯାହାର କାମ ରେ ଧ୍ୟାନ ଦିଅନ୍ତୁ।

କିନ୍ତୁ ବୋହୂ ଏବଂ ତାଙ୍କର ମାଆ ଏହି କଥାରେ ସହମତି ଦେଉ ନାହାନ୍ତି ଏବଂ ତାଙ୍କର ଏହି ନିଷ୍ପତି ରେ ସେମାନେ ଅରାଜି ଅଛନ୍ତି ଯେଉଁ କାରଣରୁ ସେମାନେ ଶ୍ବଶୁର କୁ ବାରମ୍ବାର ବ୍ଲାକ ମେଲ୍ କରିବା ସହିତ ହତ୍ୟା ଧମକ ମଧ୍ୟ ଦେଉଛନ୍ତି। ଏବଂ ସେପାରି କଲେ ବୋହୂ ନିଜେ ମଧ୍ୟ ଆତ୍ମହତ୍ୟା କରିବେ ବୋଲି ଶ୍ବଶୁର କୁ କହିଛନ୍ତି।ତେବେ ଏହିଭଳି ନିଷ୍ପତ୍ତି ଯୋଗୁଁ ଶ୍ବଶୁର ଭୟଭୀତ ହୋଇ ପୋଲିସ ନିକଟରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଇଚ୍ଛା ପ୍ରକଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।