Exclusive : ବୋହୂ ତୃପ୍ତି ତୁମେ ମୋ ନାତିକୁ ଧରି ଖୁବଶୀଘ୍ର ଘରକୁ ଫେରିଆସେ… କଣ କହୁଛନ୍ତି ଉତ୍ତମ ମହାନ୍ତି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ର ବିଷୟ ପାଲଟି ଥିବା ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ତୃପ୍ତି ଆଉ ବାବୁସାନ ଙ୍କ ମଧ୍ୟରେ ଯେଉଁଭଲ ଭାବରେ ଝଗଡା ଚାଲିଥିଲା ତାହାକୁ ନେଇକି ଚର୍ଚ୍ଚା ବେଶ ଜୋର ଧରିଥିଲା | ଆଉ ଯେଉଁଠି ତୃପ୍ତି ମଧ୍ୟ ମାରିଥିଲେ ପ୍ରକୃତି ଙ୍କୁ ଆଉ ଶେଷରେ ଘର ଛାଡିକି ପଳେଇ ଯାଇଥିଲେ ନିଜ ବାପ ଘରକୁ | ଆଉ ସାଙ୍ଗରେ ତାଙ୍କର ପୁଅ ଗୁଆନ ଙ୍କୁ ବି ନେଇ ଯାଇଥିଲେ | ଆଉ ଯାହା ଫଳରେ ଏବେ ଉତ୍ତମ ମହାନ୍ତି ତୃପ୍ତି ଙ୍କୁ ସାଙ୍ଗରେ ଧରିକି ଘରକୁ ଫେରିବା କଥା କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ନିଜର ନାତି ଆଉ ବୋହୂ ବେଶ କିଛି ଦିନ ହେବ ଘରେ ନାହାନ୍ତି ଆଉ ଏପରି ଉତ୍ତମ ମହାନ୍ତି ଙ୍କର ଦେହ ମଧ୍ୟ ଭଲ ନାହିଁ | ଆଉ ଯେଉଁଥିପାଇଁ ଉତ୍ତମ ମହାନ୍ତି ତାଙ୍କର ନାତି ଗୁଆନ ଙ୍କୁ ବହୁତ ମିସ କରିଥିବା କଥା ଜଣା ପଡିଛି | ଆଉ ସେ ମିସ କରିବେନି ବି କେମିତି ଯେହେତୁ ଗୁଆନ ତାଙ୍କର ଗୋଟିଏ ମାତ୍ର ନାତି | ଆଉ ଜେଜେ ନାତି ମଧ୍ୟରେ କେମିତି ତ ପ୍ରେମ ସମ୍ପର୍କ ତାହା ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |

ଆଉ ଏପଟେ ଉତ୍ତମ ମହାନ୍ତି ମଧ୍ୟ କହିଛନ୍ତି କି ତୃପ୍ତି ମୁଁ ତୁମକୁ କ୍ଷମା ମାଗୁଛି ଯାହା ହେବାର ତ ହେଇ ଗଲାଣି ଏବେ ସେ ସବୁକୁ ତମେ ଭୁଲିଯାଅ, ଆଉ ଯାହା ଭୁଲ କରିଛି ମୋ ପୁଅ କରିଛି | ଆଉ ମୋ ପୁଅ ବି ତମକୁ ଭୁଲ ମଧ୍ୟ ମାଗି ସାରିଛି | ଆଉ ତାହାର ଭୁଲ ପାଇଁ ଆମକୁ ଏତେ ବଡ଼ ଦଣ୍ଡ କଣ ପାଇଁ ତମେ ଦେଉଛ | ଆଉ ତୃପ୍ତି ତମ ଶାଶୂ ଙ୍କର ମନ ମଧ୍ୟ ଭଲ ନାହିଁ | ଆଉ ନାତି କୁ ମଧ୍ୟ ଝୁରି ହେଉଛନ୍ତି ଗୁଆନ ର ଜେଜେମା |

ଆଉ ଯେଉଁଠି ପାଇଁ ଉତ୍ତମ ମହାନ୍ତି ଗଣ ମାଧ୍ୟମ ସାମ୍ନା ରେ ପ୍ରକାଶ କରିଛନ୍ତି କି ତାଙ୍କର ବୋହୂ ଆଉ ନାତି ଙ୍କୁ ଘରକୁ ଫେରି ଆସିବା ପାଇଁ | ଆଉ ତାଙ୍କର ଦେହ ମଧ୍ୟ ଖରାପ ଅଛି |ଆଉ ଦେହ ଖରାପ ଥିବା ବେଳେ ଏଭଳି ତାଙ୍କର ବୋହୂ ଆଉ ନାତି ପାଖରେ ନ ଥିବାରୁ ବହୁତ ଦୁଃଖ ମଧ୍ୟ କରିଛନ୍ତି | ଆଉ ତାଙ୍କୁ ଘରକୁ ଫେରି ଆସି ପୂର୍ବ ପରି ଖୁସି ରେ ରହିବା କଥା ମଧ୍ୟ କହିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment