EXCLUSIVE : ବୋରୱେଲ ଭିତରେ ରାହୁଲ ( Rahul ) ଶୋଇଛି, ଦେଶ ଚେଇଁ ରହିଛି … ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ମ ଆଉ ଏଠାରେ ଏକ ଶିଶୁ ନିକଟ ରେ ଏମିତି ଘଟଣା ନଜରକୁ ଆସିଛି ଯାହାକୁ ନେଇ ସାରା ଦେଶ ଚେଇଁ ରହିଛି। ଆଉ ଏପଟେ ବାଳକ ରାହୁଲ ଶୋଇପଡ଼ିଲାଣି ଯାହା ଏବେ ଶୁଣିବାକୁ ମିଳିଛି।
ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ।

ଆଉ ନିକଟରେ ଏକ ଛୋଟ ବାଳକ ଗଭୀର ଵୋରୱେଲ ଭିତରେ ଖସି ପଡ଼ିଥିଲା ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିଥିବେ। ସେହି ଶିଶୁ ଟି ଖସି ପଡିଥିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟବସ୍ଥା ସବୁ ସରକାର ପ୍ରଚେଷ୍ଟା କରିଛନ୍ତି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ।ବାଳକ ଟି ଏବେ ସେହି ଵୋରୱେଲ ଭିତରକୁ ଖସି ଯିବା ପରେ ସେଠାରେ ଖାଦ୍ୟ ଓ ନିଶ୍ୱାସ ପାଇଁ ସେଠାରେ ସେ ବହୁତ ହଇରାଣ ହୋଇଛି ଯାହା କୁ ସମସ୍ତେ ଏବେ ଚିନ୍ତିତ ରେ ରହିଛନ୍ତି। ଆଉ ସେଠାରୁ ତାକୁ ଉଦ୍ଧାର ପାଇଁ ସରକାର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

ଆଉ ଏପଟେ ତାଙ୍କୁ ବଞ୍ଚେଇବା ଲାଗି ସୈନ୍ୟ ବାହିନୀ, NDRF, SDRF ମାନେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ସେମାନେ ଶିଶୁ ଟିକୁ ଆଣିବା ପାଇଁ ପ୍ରୟାସ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହୋଇଛି। ଆଉ ଏହି ସମୟ ରେ ଶିଶୁ ଟିର ଏତେ ଦିନ ଧରି ରହିବାପରେ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସରକାର ଆଗୁଆ ଡାକ୍ତରୀ ଟିମ ପଠେଇଛନ୍ତି ଯାହା ଆପଣ ମାନେ ଏଠାରେ ଜାଣିବାକୁ ପାଇଥିବେ । ଆଉ ସେଠାରେ ଡାକ୍ତରୀ ଟିମ ସହିତ ସବୁ ମେଡିକାଲ ର ସରଞ୍ଜାମ ମଧ୍ୟ ରହିଛି ଯେପରି ସେ ବାହାରକୁ ଆସିବାମାତ୍ରେ ସଂଗେ ସଂଗେ ଚିକିତ୍ସା କରା ଯିବ ଯାହା ରାଜ୍ୟ ସରକାର କରିଛନ୍ତି। ଆଉ ବିଭିନ୍ନ ସମୟରେ ସରକାର ସେ ସବୁ ପ୍ରତି ତଦାରଖ କରିବା ସହିତ ଘଟଣା ସମ୍ପର୍କରେ ଅବଗତ ମଧ୍ୟ ହୋଇଛନ୍ତି।

ଆଉ ସେହି ଶିଶୁ ଟି କିଛି ସମୟ ପରେ ବାହାରକୁ ଆସିଯିବା ନେଇ ଏଠାରେ ସୂଚନା ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ଆଉ ସେହି ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା କୁ ପ୍ରଥମେ ଯାଞ୍ଚ କରା ଯିବା ପରେ ତାଙ୍କୁ ସଂଗେ ସଂଗେ ମେଡିକାଲ ନେବା ନେଇ ସରକାର ସବୁ ନିଷ୍ପତ୍ତି ନେଇଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଶିଶୁ ଟି ଏତେ ଦିନ ହେଲାଣି ଭିତରେ ରହିଛି ଯାହା ନିଜର ଶରୀର ପ୍ରତି କିଛି ହୋଇଥିବା ନେଇ ମନେ କରା ଯାଉଛି ଯାହା ତାଙ୍କର ନିଶ୍ୱାସ ରେ ଅସୁବିଧା ହୋଇଛି। ଆଉ ସେଥିପାଇଁ ତାଙ୍କୁ ବହୁତ ଧ୍ୟାନ ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment