ଦେଖନ୍ତୁ ଭିଡ଼ିଓ – ବୟଫ୍ରେଣ୍ଡ ସହ ପୁରୀ ସମୁଦ୍ର କୂଳରେ ମଜା ନେଲେ ଅଭିନେତ୍ରୀ ଜ୍ୟାକଲିନ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭିଡ଼ିଓ

0

ଛୋଟ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଭଲପାଇବା ଡୋର ରେ।ତେବେ ସେହିପରି ଟେଲି ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଜାଙ୍କଲିନ। ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନର କିଛି କଥା ବିଷୟରେ। ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ।

ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଏମାନଙ୍କ କ୍ଷେତ୍ରରେ।

ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା। କାରଣ ଆପଣ ତ ଏହି କଥା ଜାଣିଥିବେ ଯେ କିଭଳି ଭାବରେ ଏହି ସିନେମା ଜଗତରେ ରହସ୍ୟ ଲାଗି ରହିଥାଏ। ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି। ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା ର କଥା ହେଉ। ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ।

ସେହିଭଳି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଯାଙ୍କଲିନ ଙ୍କ ବିଷୟରେ କହୁଛୁ ଯିଏକି ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ଅଟନ୍ତି। ତେବେ ତାଙ୍କର ଅଭିନୟ ର ଝଲକ ଆପଣ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ, ଧାରାବାହିକ ମାଧ୍ୟମରେ ଦେଖିବାକୁ ପାଇଥିବେ।ସେ ଦେଖିବାକୁ ଯେମିତି ସୁନ୍ଦର୍ ସେତିକି ଆକର୍ଷଣୀୟ ଅଭିନୟ ମଧ୍ୟ କରିଥାନ୍ତି।

ତାଙ୍କର ଅଭିନୟ ନିଛକ ଭଳି ଲାଗିଥାଏ।ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ସେ ରଜ କୁଇନ୍ ର ବିଜେତା ହେବା ପରେ ଅନେକ ସିରିଏଲ ରେ ମଧ୍ୟ କାମ କରିବାର ସୁଯୋଗ ପାଇଛନ୍ତି।

ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ନାମ ହେଉଛି ଅରବିନ୍ଦ ଯିଏକି ଜଣେ କଳାକାର ଅଟନ୍ତି।ତେବେ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହିତ ପୁରୀ ସମୁଦ୍ର କୂଳରେ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି। ସେମାନେ ବହୁତ ଖୁସିର ମୁହୂର୍ତ୍ତ ବିତାଉ ଥିବାର ଭିଡିଓ ରେ ଦେଖିବାକୁ ମିଳୁଛି। ଅନେକ ଫଟୋ ଉଠାଇବା ସହିତ ପାଣିରେ ସେମାନେ ଖେଳିବା ସହିତ ବହୁତ୍ ମଜା ମସ୍ତି କରୁଛନ୍ତି। ସେମାନଙ୍କ ଯୋଡ଼ି ମଧ୍ୟ ବହୁତ ସୁନ୍ଦର ଲାଗୁଛି।

ସେମାନେ ଏହିଭଳି ସବୁବେଳେ ଖୁସିରେ ରୁହନ୍ତୁ ପ୍ରଶଂସକ ଙ୍କ ଭଲପାଇବା ପାଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।