ଦେଖନ୍ତୁ Exclusive ଭିଡିଓ- ବର୍ଷାକୁ ନେଇ ନୁହେଁ ,ସ୍ୱପ୍ନାକୁ ନେଇ ଏବେ ସ୍ବପ୍ନ ଦେଖୁଛନ୍ତି ଅନୁଭବ….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବେଶ କିଛି ବର୍ଷ ହେବ ଚର୍ଚ୍ଚା ରେ ରହି ଆସିଛି ଅଲିଉଡ ର ସୁପୋରଷ୍ଟାର ଅନୁଭବ ଓ ଚୁଲବୁଲି ନାୟିକା ବର୍ଷା ଙ୍କ ର ପାରିବାରିକ ବିବାଦ କୁ ନେଇକି କିଛି କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ବିବାଦ କାରଣରୁ ବେଶ କିଛି ଦିନ ହେବ ଫ୍ଲିମ ଜଗତରେ ପାଦ ଦେଇ ନ ଥିବେ ଅନୁଭବ ମହାନ୍ତି | ଆଉ ଯାହା ଏବେ କୁହାଯାଉଛି କି ଅନୁଭବ ଙ୍କୁ କୁଆଡେ ପ୍ରେମ ହୋଇ ଯାଇଛି ଆଉ ତାହା ପୁଣି ସ୍ୱପ୍ନା ପ୍ରିୟଦର୍ଶିନୀ ଙ୍କ ସହିତ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖାବର ଉପରେ ନଜର ପକାଇବା |

ଯାହା ସୂଚନା ମିଳିଛି କି କେନ୍ଦ୍ରାପଡ଼ା ର ସାଂସଦ ତଥା ଅଲିଉଡ ର ସୁପୋରଷ୍ଟାର ଅନୁଭବ ମହାନ୍ତି ଙ୍କର ଏକ ନୂଆ ଫ୍ଲିମ ତି ଆସିବାକୁ ଯାଉଛି | ତେବେ ଯାହା କୁହାଯାଉଛି କି ଏହି ଫ୍ଲିମ ଟିରେ ଆଉ ନଜର ଆସିବେ ନାହିଁ ବର୍ଷା, ଆମେ ଜାଣିଛୁ କି ନାୟକ ଭାବରେ ଅନୁଭବ ଓ ନାୟିକା ଭାବରେ ବର୍ଷା ଙ୍କୁ ଲୋକ ମାନେ ଅଭିନୟ କରୁଥିବାର ଲୋକ ମାନେ ସମସ୍ତେ ବେଶ ପସନ୍ଦ କରିଥାନ୍ତି ଓ ଭଲ ପାଇବା ମଧ୍ୟ ଦେଇଥାନ୍ତି | ଆଉ ତାହା ସହିତ ଅନେକ ଓଡ଼ିଆ ଫ୍ଲିମ ସେହି ଦୁଇ ଯୋଡ଼ି କୁ ନେଇକି ସୁଟିଂ ହୋଇଥିବା କଥା ମଧ୍ୟ ଆପଣ ମାନେ ଜାଣିଥିବେ|

ତେବେ ବର୍ତ୍ତମାନ ଆଉ ନଜର ଆସିବେନି ବର୍ଷା ପ୍ରିୟଦର୍ଶିନୀ, ତେବେ ତାଙ୍କ ସ୍ଥାନରେ ନଜର ଆସିବେ ବର୍ତ୍ତମାନ ସ୍ୱପ୍ନା ପ୍ରିୟଦର୍ଶିନୀ | ଆଉ ଯାହା କୁହାଯାଏ କି ସ୍ୱପ୍ନା ଙ୍କ ସହିତ ଅନୁଭବ ଙ୍କର ଆଗାମୀ ଫ୍ଲିମ ଆସିବାକୁ ଯାଉଛି ତାହା ହେଉଛି “ଲଭ ଇନ ଲଣ୍ଡନ “|ଆଉ ଏହି ଫ୍ଲିମ ଟିରେ ମଡେଲର ତଥା ନୂଆ ହିରୋଇନ ନଜର ଆସିବାକୁ ଯାଉଛନ୍ତି | ଏକ ଭିନ୍ନ ଷ୍ଟାଇଲ ରେ ଏହି ଫ୍ଲିମ ଟି ରିଲିଜ ହୋଇଛି ବୋଲି କୁହାଯାଉଛି | ଆଉ ତାହା ସହିତ ଏହି ଫ୍ଲିମ ଟି ଲଣ୍ଡନ ରେ ମଧ୍ୟ ସୁଟିଂ ହେଉଥିବାର ଦେଖିବାକୁ ମିଳିଛି |

ଆଉ ଯେହେତୁ ଅନୁଭବ ଲଣ୍ଡନ କୁ ଭଲ ପାଇଥାନ୍ତି ଓ ତାହା ସହିତ ସୁଟିଂ ରେ ଲଣ୍ଡନ ରେ ସ୍ୱପ୍ନା ଙ୍କ ସହିତ ବର୍ଷା ରେ ଭିଜିବା ର ମୋଜା କିଛି ଅଲଗା ହୋଇଥାଏ ଏହି ଫ୍ଲିମ ରେ କୁହାଯାଇଛି | ତାହା ସହିତ ଲଭ ଓ ଇମୋସନ କୁ ନେଇକି ଏହି ଫ୍ଲିମ ଟି ହୋଇଥିବାରୁ ଦର୍ଶକ ମାନଙ୍କୁ ତାହା ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ଅନୁଭବ ମହାନ୍ତି | ତେବେ ବର୍ତ୍ତମାନ ଦେଖିବାକୁ ବାକି ଅଛି କି ଅନୁଭବ ଙ୍କ ସହିତ ବର୍ଷା ଙ୍କ ବଦଳରେ ସ୍ୱପ୍ନା ଅଭିନୟ ର ଝଲକ ଦେଖାଇ ପାରୁଛନ୍ତି କି ନାହିଁ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment