ଦେଖନ୍ତୁ Exclusive ଭିଡିଓ-ବର୍ଷା ଛାଡ଼ୁନି ଅନୁଭବଙ୍କ ପିଛା, ବର୍ଷାଙ୍କୁ ହାତ ଯୋଡ଼ି ଚାଲିଯିବାକୁ କହିଲେ ଅନୁଭବ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଅନୁଭବ ମହାନ୍ତି ଙ୍କର ଏକ ଘଟଣା | ଆଉ ଯେଉଁଠି କୁହାଯାଉଛି କି ଅନୁଭବ ଙ୍କର ଆଗକୁ ଆସିବାକୁ ଯାଉଛି ଏକ ନୂଆ ଫ୍ଲିମ, ଆଉ ଯେଉଁଥିରେ ଅନୁଭବ ମହାନ୍ତି ବର୍ତ୍ତମାନ ତାଙ୍କର ସୁଟିଂ ରେ ଲାଗିଛନ୍ତି | ତାହା ସହିତ ଆଗକୁ ଆସିବାକୁ ଥିବା ଫ୍ଲିମ ର ସୁଟିଂ ପାଇଁ ମଧ୍ୟ ବେଶ ଆଗ୍ରହର ସହିତ କାମ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି ଏହି ଫ୍ଲିମ ଟିର ସୁଟିଂ ଲଣ୍ଡନ ରେ ହେଉଛି | ଆଉ କୁହାଯାଉଛି କି ସେଠି ମଧ୍ୟ ଅନୁଭବ ମହାନ୍ତି ଙ୍କର ପିଛା ଛାଡୁ ନାହାନ୍ତି ବର୍ଷା | ଆଉ ତାଙ୍କୁ ହଇରାଣ କରିବାକୁ ଲାଗିଛନ୍ତି ବୋଲି ଶୁଣିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଓଡିଶା ର ଘରେ ଘରେ ପ୍ରତେକ ଲୋକଙ୍କ ହୃଦୟରେ ରାଜ କରୁଥିବା ଓଡ଼ିଶାର ଜଣେ ବେଶ ଜଣା ଶୁଣା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କର କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅନୁଭବ ମହାନ୍ତି ବର୍ତ୍ତମାନ ତାଙ୍କର ଆଗକୁ ଆସିବାକୁ ଥିବା ଫ୍ଲିମ ର ସୁଟିଂ ରେ ବ୍ୟସ୍ତ ରହୁଛନ୍ତି | କାରଣ ଦୀର୍ଘ 4 ବର୍ଷ ହେବ ଅନୁଭବ ଫ୍ଲିମ ଜଗତରେ ପାଦ ଦେଇ ନାହାନ୍ତି | ଆଉ ସବୁବେଳେ ତାଙ୍କର ପାରିବାରିକ ବିବାଦ କୁ ନେଇକି ଚିନ୍ତାରେ ରହିଥିବା ବେଲେ ବର୍ତ୍ତମାନ ଅନୁଭବ ମହାନ୍ତି ବାହାରିଛନ୍ତି ଆଉ ଦର୍ଶକ ମାନଙ୍କ ପାଇଁ ଏକ ନୂଆ ଧରଣ ର ଫ୍ଲିମ ରେ ନେଇକି ଆସୁଛନ୍ତି ବୋଲି କୁହାଯାଉଛି |

ଆଉ ଯାହା କୁହାଯାଇଛି କି ଏହି ଫ୍ଲିମ ଟିର ନାଁ ହେଉଛି ଲଭ ଇନ ଲଣ୍ଡନ ବୋଲି | ଆଉ ଏହି ଫ୍ଲିମ ଟି ଲଣ୍ଡନ ରେ ମଧ୍ୟ ସୁଟିଂ ହେଉଛି | ମାତ୍ର ଲଣ୍ଡନ ରେ ସୁଟିଂ ହେଉଥିବା ବେଳେ ସେଠି ମଧ୍ୟ ବର୍ଷା ଅନୁଭବ ଙ୍କ ପିଛା ଛାଡୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ ଙ୍କ ଫ୍ରେଣ୍ଡ ମାନେ | ତେବେ ଏଠାରେ ବର୍ଷା ଅନୁଭବ ଙ୍କ ସ୍ତ୍ରୀ ବର୍ଷା ନୁହଁ | ଏଠାରେ ବର୍ଷା ହେଉଛି ଆକାଶରୁ ଝରୁଥିବା ବର୍ଷା | ତେବେ ଲଣ୍ଡନ ରେ ପ୍ରାୟ ସବୁବେଳେ ବର୍ଷା ଲାଗିକି ରହିଥାଏ ବୋଲି ସମସ୍ତେ ଜାଣିଥିବେ |

ତେବେ ସୁଟିଂ ସମୟରେ ଲଣ୍ଡନ ରେ ସେହି ବର୍ଷା ସୁଟିଂ ରେ ହଇରାଣ କରୁଥିବାରୁ ତାଙ୍କର ପିଛା ଛାଡିବା ପାଇଁ କହିଛନ୍ତି ଅନୁଭବ ମହାନ୍ତି | ଆଉ ଏହି ଘଟଣା କୁ ଦେଖିକି ଅନୁଭବ ଙ୍କ ଫ୍ରେଣ୍ଡ ମାନେ କହିଛନ୍ତି କି ବର୍ଷା ତୁମର ପିଛା ଛାଡ଼ିବେନି ସବୁବେଳେ ତମ ସହିତ ରହିବେ | ତେବେ ଏହି କଥା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment