ଦେଖନ୍ତୁ Shocking ଭିଡ଼ିଓ : ବ୍ରେକ ଡ୍ୟାନ୍ସ ସାଜିଲା କାଳ…

ଚାଲିଥିଲା ଖୁସି ମଜାର ଖେଳ , ସମସ୍ତେ ମିଶି ବେଶ ହସ ଖୁସିରେ ଡ୍ୟାନ୍ସ କରୁଥିଲେ କିନ୍ତୁ ହଠାତ ଘଟିଗଲା ଅଘଟଣ। ଡ୍ୟାନ୍ସ ନେଇଗଲା ଜଣେ ୧୩ ବର୍ଷ ର ଯୁବତୀ ଙ୍କର ଜୀବନ। ବ୍ରେକ ଡ୍ୟାନ୍ସ କରିବା ତାଙ୍କ ପାଇଁ ହୋଇଗଲା କାଳ ହଠାତ ଟଳି ପଡିଲେ ଷ୍ଟେଜ ଉପରେ ଆଉ କିଛି କ୍ଷଣ ମଧ୍ୟରେ ଉଡି ଯାଇଥିଲା ତାଙ୍କର ପ୍ରାଣ ବାୟୁ। ତେବେ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ଶୋକାକୋଳ ପରିସ୍ଥିତି ସୃଷ୍ଟି ହୋଇଛି ସାରା ସହର ରେ। ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଘଟଣା ଟିକୁ ନେଇ ଚାଲିଛି ଚର୍ଚ୍ଚା ଯିଏ ଜାଣୁଛନ୍ତି ଚକିତ ହୋଇ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ଘଟଣା ଟି ଦେଖିବାକୁ ମିଳିଛି ଜୟପୁର ଠାରେ , ଯେଉଁ ଠାରେ ଜଣେ ୧୩ ବର୍ଷ ର ନାବାଳିକା ଷ୍ଟେଜ ଉପରେ ବ୍ରେକ ଡ୍ୟାନ୍ସ କରୁଥିବା ବେଳେ ହଠାତ ଟଳି ପଡିଛନ୍ତି।ଆଉ କିଛି ସମୟ ମଧ୍ୟରେ ହୃଦ ଘାତ ରେ ତାଙ୍କର ମୃତ୍ୟୁ ହୋଇଛି ଯାହାକୁ ନେଇ ଖୁବ ଦୁଃଖିତ ସାରା ଅଞ୍ଚଳ।ତେବେ ଆପଣ ମାନେ ଜାଣିଛନ୍ତି କି ଜୟପୁର ହେଉଛି ଏହିପରି ଏକ ସହର ଯେଉଁ ଠାରେ ପ୍ରାୟ ପ୍ରତିଦିନ ମଜାମସ୍ତି ଚାଲିଥାଏ, ଏଠାକାର ଲୋକେ ମଧ୍ୟ ଖୁବ ଶାନ୍ତି ପ୍ରିୟ ଏବଂ ମନୋରଞ୍ଜନ ପ୍ରିୟ ଅଟନ୍ତି।

ତେବେ ସେଦିନ ମଧ୍ୟ ଠିକ ଏହି ପରି ଆୟୋଜିତ ହୋଇଥିଲା ଏକ ଷ୍ଟେଜ ଯେଉଁ ଠାରେ ସମସ୍ତେ ମନ ଖୁସି ରେ ମଜା କରୁଥିଲେ ଆଉ ଚାକିଥିଲା ବ୍ରେକ ଡ୍ୟାନ୍ସ। ତେବେ ଏହି ବ୍ରେକ ଡ୍ୟାନ୍ସ କରିବାକୁ ଷ୍ଟେଜ ଉପର କୁ ଯାଇଥିଲେ ଜଣେ ୧୩ ବର୍ଷ ର ବାଳିକା। ବେଶ ଡ୍ୟାନ୍ସ ଚାଲିଥିଲା ତାଙ୍କର ବ୍ରେକ ଡ୍ୟାନ୍ସ ଦେଖି ସବୁ ଫିଦା ହୋଇଯାଇଥିଲେ ମାତ୍ର ହଠାତ କୁଆଡେ ଥିଲା ଅଦିନିଆ ଝଡ଼ ଆସିଗଲା। ଆଉ ଡ୍ୟାନ୍ସ କରୁଥିବା ସମୟ ରେ ଝିଅ ଟି ତଳେ ପଡିଗଲେ, ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।

ମାତ୍ର ଡାକ୍ତର ତାଙ୍କୁ ମୃତ୍ ବୋଲି ଘୋଷଣା କରିଥିଲେ। ତେବେ ଡାକ୍ତର ଙ୍କର କହିବା ଅନୁସାରେ ବ୍ରେକ ଡ୍ୟାନ୍ସ କରୁଥିବା ସମୟ ରେ ତାଙ୍କୁ ହୃଦ ଘାତ ଆସିଥିଲା ଆଉ ଏହି ହାର୍ଟ ଆଟାକ ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ। ସମସ୍ତ ଙ୍କର ମନ ରେ ଗୋଟିଏ ପ୍ରଶ୍ନ ଥିଲା କିଏ ଜାଣିଥିଲା କି ଡ୍ୟାନ୍ସ ଝିଅ ଟି ପାଇଁ କାଳ ହୋଇଯିବ ବୋଲି। ଯେଉଁ ଡ୍ୟାନ୍ସ କରିବାକୁ ଦିନେ ସେ ଏତେ ଭଲ ପାଉଥିଲେ ସେହି ଡ୍ୟାନ୍ସ ତାଙ୍କର ଜୀବନ ନେଇଯିବ ବୋଲି। ତେବେ ଏହି ଝିଅ ଟିର ମୃତ୍ୟୁ ରେ ବର୍ତ୍ତମାନ ପୁରା ସହର ଲୁହ ରେ ଭାସି ଚାଲିଛି। ସୋସିଆଲ ମିଡ଼ିଆ ରେ ଆସିବା ପରେ ମଧ୍ୟ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment