Breking News – ଏବେ ଏବେ ଅମ୍ରିତ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ହସପିଟାଲ ରୁ ଆସିଲା ବଡ ଖବର…ଶୀଘ୍ର ଦେଖନ୍ତୁ

0

କରନା ମହାମାରୀ ବର୍ତ୍ତମାନ ସାରା ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ କରନା ରେ ସଂକ୍ରମିତ ହୋଇ ମୃତ୍ୟୁବରଣ , ତେବେ ଯେଉଁ ମାନେ ଗୁରୁତର ରୋଗୀ ସେମାନଙ୍କ ପାଇଁ ECMO ଚିକିତ୍ସା ଏକ ଅମୋଘ ଆସ୍ତ୍ର ସାଜିଛି। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି, ସାରା ଓଡିଶାବାସୀଙ୍କ ସହାୟତାରେ ଆମ ଓଡିଶାରୁ ପ୍ରଥମେ ଅମ୍ରିତ ପ୍ରଧାନ ECMO ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। ତେବେ ବନ୍ଧୁଗଣ ସେ ଯିବାର ପାଖାପାଖି ୨ ସପ୍ତାହ ହୋଇଗଲାଣି, ସାରା ଓଡ଼ିଶା ବାସୀଙ୍କ ମନ ମଧ୍ୟରେ କେବେଳ ଗୋଟିଏ ପ୍ରଶ୍ନ ବର୍ତ୍ତମାନ ତାଙ୍କ ସ୍ୱାସ୍ୟ ଅବସ୍ଥା କିପରି ଅଛି ?

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ, ସେ ବର୍ତ୍ତମାନ କିପରି ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କର ନିଜ ଦାଦା ସୂଚନା ଦେଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅମ୍ରିତ ସ୍ୱାସ୍ୟ ଅବସ୍ଥା ବିଷୟରେ ଜଣେଇବୁ, ତାଙ୍କ ଦାଦା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କଣ କହିଛନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ;

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ବ୍ରାମହପୁରର ଅମ୍ରିତ ପ୍ରଧାନ କରନାରେ ଆକ୍ରାନ୍ତ ହୋଇ ତାଙ୍କ ଫୁସଫୁସ ଗୁରୁତର ଭାବେ ପ୍ରଭାବିତ ହୋଇ, ଏୟାରଆମ୍ବୁଲାନ୍ସ ସାହାଯ୍ୟ ରେ ECMO ଚିକିତ୍ସା ପାଇଁ ଚେନ୍ନାଇ ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଟିକିଏ ସୁଧାର ଆସିଛି ବୋଲି ତାଙ୍କ ନିଜ ଦାଦା ସ୍ତତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ସୂଚନା ଅନୁସାରେ, ତାଙ୍କ ଦାଦାଙ୍କ କହିଛନ୍ତି, ଯେ ବର୍ତ୍ତମାନ ଅମ୍ରିତକୁ ଭେଣ୍ଟିଲେଟର ବାହାର କରି ଦିଆ ଯାଇଛି। ପୂର୍ବ ଅପେକ୍ଷା ସେ ଭଲ ଅଛନ୍ତି। ଅମ୍ରିତଙ୍କ ଦାଦା ଏକଥା ମଧ୍ୟ କହିଛନ୍ତି, ଡାକ୍ତରଙ୍କ ଅନୁସାରେ ECMO ଟ୍ରିଟମେଣ୍ଟ ବହୁତ ହିଁ ଲମ୍ବା ପ୍ରକ୍ରିୟା ଅଟେ। ଏହା ସହିତ ECMO ରେ ଧୀରେ ଧୀରେ ସୁଧାର ଆସିଥାଏ, ଏଥିରେ ଖୁବ ଶୀଘ୍ର ଭଲ ହେବା ଅସମ୍ଭବ।

ତେବେ ଡାକ୍ତରମାନେ ପ୍ରଥମେ ୧୫ ଦିନ ପାଇଁ ଏହି ଟ୍ରିଟମେଣ୍ଟ କରିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସେମାନେ କହୁଛନ୍ତି, ECMO ଚିକିତ୍ସା ଆହୁରି ୨ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ କହିଛନ୍ତି। ତେବେ ଅମ୍ରିତଙ୍କ ସିଟି ସ୍କାନ କରାଯାଇଛି, ଡାକ୍ତରମାନେ ସୋମବାର ଦିନ ଏହାର ରିପୋର୍ଟ ଦେବେ ବୋଲି କହିଛନ୍ତି। ବର୍ତ୍ତମାନ ସମୟରେ ଅମ୍ରିତ ପ୍ରଧାନଙ୍କୁ ନାକ ବାଟେ ଖାଦ୍ୟ ଦିଆ ଯାଉଛି। କିନ୍ତୁ ତାଙ୍କୁ ବର୍ତ୍ତମାନ କଷ୍ଠାଡ଼ ସାହାଯ୍ୟ ରେ ଖାଦ୍ୟ ଦିଆଯିବ ବୋଲି ଡାକ୍ତରମାନେ କହିଛନ୍ତି। ଏଭଳି ଖବର ଅମ୍ରିତଙ୍କ ପରିବାର ପାଇଁ ଟିକିଏ ଆଶ୍ୱସ୍ତ ଆଣିଛି।

ତେବେ ବନ୍ଧୁଗଣ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଖୁବଶୀଘ୍ର ସେ ଭଲ ହୋଇ ଘରକୁ ଫେରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।