ଦେଖନ୍ତୁ Shocking ଭିଡିଓ : ପୁଣି 60 ଫୁଟ ବେରେଲ ଗାତରେ ଖସିପଡିଲା କୁନି ପୁଅ ! ଆଉ ତାପରେ ଯାହାଘଟିଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ….

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଅଭାନୀୟ ଘଟଣା ବିଷୟରେ କହିବି ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଆପଣ ଆଗରୁ ଶୁଣିଥିବେ ନିଶ୍ଚିତ ଯେ ଏକ ଗଭୀର ବୋର ୱେଲ ଭିତରକୁ ଜଣେ ଦିବ୍ୟାଙ୍ଗ ଶିଶୁ ଖସି ପଡିଥିଲେ |ମାତ୍ର ଆଜି ମଧ୍ୟ୍ୟ ସେହି ସମାନ ଧରଣର ଘଟଣା ଦେଖିବାକୁ ମିଳିଛି |ଏକ 8 ବର୍ଷ ର ଶିଶୁ ମଧ୍ୟ 60ଫୁଟ ଗଭୀର ଏକ ବୋର ୱେଲ ଭିତରକୁ ଖସି ପଢିଛି |ସେହି ନିରୀହ ବାଳକକୁ ଉଦ୍ଧାର ପାଇଁ ପ୍ପ୍ରୟାସ ବର୍ତମାନ ଜାରି ରହିଛି |ତେବେ ଆସନ୍ତୁ ବନ୍ଧୁଗଣ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଆପଣ ଆଗରୁ ମଧ୍ୟ ଏମିତି ଏକ ସମାନ ଧରଣର ଘଟଣା ଦେଖିବାକୁ ପାଇଥିଲେ |ସେହି ଘଟଣାଟି ଘଟିଥିଲା ଛତିଶଗଡ଼ ର ଜଞ୍ଜଗିରି ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ଏଗାର ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡ଼ିଥିଲା 80ଫୁଟ ବୋରାୱେଲ ଭିତରେ |ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ଅପେରସନ ପରେ ତାଙ୍କୁ ଉଦ୍ଧାର କରା ଯାଇଥିଲା |ଆଜି ମଧ୍ୟ୍ୟ ଏହି ସମାନ ଧରଣର ଘଟଣା ଘଟିଛି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ମାନସିଂ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା |ଏହି ଘଟଣା ଗତକାଲି ଅପରାହ୍ନରେ ଘଟିଥିଲା |ଜଣେ 8ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲା ଏବଂ କିଛି ଦିନ ପୂର୍ବରୁ ସେହି କ୍ଷେତରେ ଖୋଲା ଯାଇଥିବା ବୋରୱେଲ ଭିତରକୁ ଅଜାଣତରେ ଖସିପଡ଼ିଥିଲେ ତନ୍ମୟ |

ତନ୍ମୟ ଏହି ବୋରୱେଲ ଭିତରକୁ ଖସିପଡିବାର ଖବର ପାଇଲା ପରେ ସେହି ସମୟ ଠାରୁ ଚାଲିଛି ଉଦ୍ଧାର କାର୍ଯ୍ୟ |ଏହି ବାଳକ ନିକଟକୁ ପାଇପ ଯୋଗେ ଅମ୍ଳଜାନ ପଠା ଯାଉଛି |ଘଟଣା ସ୍ଥଳରେ ଭୂପାଳ ଏବଂ ହୁସଗାଁବାଦରୁ ଯାଇଥିବା STRF ଟିମ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି |ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହିତ ଯୋଗା ଯୋଗରେ ଅଛନ୍ତି ମାଧ୍ୟ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ |

ଏହି ବୋରୱେଲ ସାମନ୍ତରାଳରେ ଜେସିପି ସାହାଯ୍ୟରେ ଦୁଇଟି ଗାତ ଖୋଲା ଯାଇଛି,ସ୍ଥାନୀୟ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଚାଲିଛି ଉଦ୍ଧାର କାର୍ଯ୍ୟ |ବୋରୱେଲ ଭିତରକୁ ଏକ କେମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ପକାଇଛନ୍ତି,ଏବଂ ପିଲାକୁ ଖାଦ୍ୟ ମଧ୍ୟ ଯୋଗାଇ ଦିଅ ଯାଉଛି |ପିଲାଟିର ସ୍ଥିତି ବର୍ତମାନ ପ୍ରଯ୍ୟନ୍ତ ଭଲ ଅଛି ବୋଲି ଜଣା ଯାଇଛି |ପିଲାଟିରା ଉଦ୍ଧାର କାର୍ଯ୍ୟ ଦୀର୍ଘ 14ଘଣ୍ଟା ହେଲାନି ଚାଲିଛି, କିନ୍ତୁ ଏ ପ୍ରଯ୍ୟନ୍ତ କିଛି ସୂଚନା ମିଳିନାହିଁ |

ପଥର କୁ କାଟି ଗାତ କରିବା ଏତେ ସାହଜ ହେଉନାହିଁ |ତେଣୁ ପ୍ରଶାସନ ଆହୁରି ଅଧିକ ବଡ଼ ବଡ଼ ମେସିନ ଆଣିବାର ବ୍ୟବସ୍ତା ଜାରି ରଖିଛି |ବୋରୱେଲଟି 400ଫୁଟର ଖୋଳା ଯାଇଛି ହେଲେ ପିଲାଟି 60ଫୁଟ ଭିତରେ ରହିଛି ତେଣୁ ପିଲାଟି କିପରି ଅଧିକ ଭିତରକୁ ନଯାଉ ସେଥିପ୍ରତି ମଧ୍ୟ୍ୟ ନଜର ରଖା ଯାଇଛି |ଏହା ସହିତ ପିଲାଟିର ରେସ୍କୟୁ ଅପେରସନ ଜାରି ରହିଛି |ଏହି ଅଭାବନୀୟ ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment