ଦେଖନ୍ତୁ viral ଭିଡ଼ିଓ : ବାବୁସାନଙ୍କୁ ନେଇ ମହିଳା ଜଣଙ୍କ ମିଡ଼ିଆ ସମ୍ନାରେ ଏମିତି କହିଲେ ,ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ …

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସେହି ଗୋଟିଏ ଫ୍ଲିମ ଯାହା ଓଡ଼ିଆ ଚଳଚିତ୍ର ଦୁନିଆରେ ଚହଳ ସୃଷ୍ଟି କରିଛି | ଆଉ ଯେଉଁ ଫ୍ଲିମ କୁ ଦେଖିବା ପାଇଁକି ଓଡ଼ିଆ ଲୋକ ମାନଙ୍କ ଭିତରେ ଆଗ୍ରହ ବଢିବାକୁ ଲାଗିଛି ତାହା ହେଉଛି ଓଡ଼ିଆ ଫ୍ଲିମ “ଦମନ “|ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ବାସ୍ତବ ଘଟଣା କୁ ନେଇକି ଏକ ନୂଆ ଫ୍ଲିମ ଟି ରିଲିଜ ହୋଇଛି | ଆଉ ବାବୁସାନ ଙ୍କ ଦ୍ୱାରା ପ୍ରକାଶିତ ଏହି ଫ୍ଲିମ ଟି ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଓଡ଼ିଆ ଫ୍ଲିମ କୁ ନେଇକି କଣ କହିଛନ୍ତି ଦର୍ଶକ ମାନେ ସେ ବିଷୟରେ ନଜର ପକାଇବା |
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ବାବୁସାନ ଙ୍କର ଏକ ନୂଆ ଫ୍ଲିମ “ଦମନ ” | ଆଉ ଯେଉଁ ଫ୍ଲିମ ଟି ସମ୍ପୂର୍ଣ୍ଣ ଭିନ୍ନ ଶୌଳି ରେ ହୋଇଛି ବୋଲି କହିଛନ୍ତି ବାବୁସାନ | ଆଉ ଯେଉଁଥିରେ ଏକ ଡକ୍ଟର ଭୂମିକାରେ ନଜର ଆସିଛନ୍ତି ସୁପର ହିରୋ ବାବୁସାନ ମହାନ୍ତି |ଆଉ ଏହି ଫ୍ଲିମ “ଦମନ “ସବୁଠାରୁ ନିଆରା ଚଳଚିତ୍ର ଟେ ହୋଇଛି | ତେବେ ଏହି ଫ୍ଲିମ ରେ ହିରୋଇନ ନାହିଁ କି ରୋମାଣ୍ଟିକ ଡାନ୍ସ ବା ଏକ୍ସନ ମଧ୍ୟ ନାହିଁ | କେବଳ ପ୍ରକୃତି ପରିବେଶ ଉପରେ ଆଧାରିତ ହୋଇଛି ତାହା ସହିତ ନିପାନ୍ତ ଅଞ୍ଚଳରେ ଥିଲା ଲୋକ ମାନଙ୍କର ପାଇଁ ଡାକ୍ତର ଜଣକର ସଂଘର୍ଷ ର କାହାଣୀ ବିଷୟରେ ଫ୍ଲିମ ଟିରେ ବର୍ଣ୍ଣନା କରାଯାଇଛି |

ଆଉ ଏହି ଫ୍ଲିମ କୁ ଦେଖିବା ପାଇଁ ଏବେ ହଲ ରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି | ଆଉ ବାସ୍ତବିକ ଘଟଣା ଉପରେ ଆଧାରିତ ଏହି ଫ୍ଲିମ ଟିକୁ ଲୋକ ମାନେ ଅଧିକ ରୁ ଅଧିକ ପସନ୍ଦ କରିଥିବା କଥା ମଧ୍ୟ କୁହାଯାଉଛି |ତେବେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ ନ ଥିବାବେଳେ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଓଲିଉଡରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ ଆଉ ଯାହା ପୂରଣ ମଧ୍ୟ ହୋଇଛି |

ତେବେ ଏହି ଫ୍ଲିମ ଟିକୁ ଦେଖିକି ଲୋକ ମାନଙ୍କର ଭଲ ପାଇବା ମଧ୍ୟ ପାଇଛି |ଆଉ ବହୁତ ଦିନ ପରେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଏହିଭଳି ଗୋଟିଏ ଦମଦାର ଫ୍ଲିମ ଦେଖିବାକୁ ମିଳିଛି ଯେଉଁଥିରେ କିଛି ବି କପି ହୋଇନାହିଁ ବୋଲି କୁହାଯାଉଛି |ଆଉ ଯଦି ଏହି ଭଳି ଫ୍ଲିମ ଆସିବ ରିଏଲ ଘଟଣା କୁ ନେଇକି ତାହେଲେ ଅଲିଉଡ ଇଣ୍ଡୋଷ୍ଟ୍ରି ଆଗକୁ ଯିବ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment