ବୁଢା ବୟସରେ ବି ରୋମାନ୍ସ ଦରକାର… କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ବେଳେ ବେଳେ ବିଧବା ମହିଳା ମାନେ ମଧ୍ୟ ପ୍ରେମ ଜାଲରେ ଫସି ଯାଉଥିବା ଦେଖିବା ପାଇଁ ମିଳିଥାଏ।

ଶାରୀରିକ ସମ୍ପର୍କ ପରେ ମଧ୍ୟ ଛାଡି ଦେଉଥିବା ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ସମୟରେ ଜଣେ ବିଧବା ମହିଳାଙ୍କୁ ଗର୍ଭବତୀ କରାଇ ପିଲା ଜନ୍ମ ଦେଇଥିବା ଘଟଣା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସୂଚନାନୁସାରେ, ଗାଁରେ ଜଣେ ବିଧବା ମହିଳା ଥିଲେ। ତାଙ୍କର ମଧ୍ୟ ଜଣେ ଝିଅ ଥିଲେ। ସେହି ଗାଁ ରେ ଜଣେ 45 ବର୍ଷୀୟ ବ୍ୟକ୍ତି ଯାହାଙ୍କ ସ୍ତ୍ରୀ ନଥିଲେ। ସେ ସବୁବେଳେ ବିଧବା ମହିଳାଙ୍କ ନିକଟକୁ ଆସି ବିଭିନ୍ନ ପ୍ରକାର ଲୋଭ ଦେଖାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଶେଷରେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଦେଲେ।

ତାଙ୍କର ସେ ସବୁ କଥା ବୁଝିବେ ଏଥି ସହିତ ଝିଅର ମଧ୍ୟ ସବୁ କଥା ବୁଝିବେ ବିବାହ କରିବେ ଏବଂ ତାଙ୍କ ପାଠ ପଢ଼ା ପାଇଁ ସମସ୍ତ ଖର୍ଚ୍ଚ କରିବେ ବୋଲି କହିଥିଲେ। ଉଭୟଙ୍କର ସମସ୍ତ ପ୍ରକାର ଯତ୍ନ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହିପରି ଭାବରେ ତାଙ୍କୁ ଲୋଭ ଦେଖାଇଲେ ଏବଂ ମହିଳା ଜଣଙ୍କୁ ଆକର୍ଷିତ ଏବଂ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ। ଏହିପରି ଭାବରେ ସେ ତାଙ୍କ ସହିତ 1 ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଗର୍ଭବତୀ ହେଲେ, ସେହି ସମୟରେ ସେମାନଙ୍କୁ ଛାଡି ସେମାନଙ୍କୁ ଗାଳି କରିବା ଆରମ୍ଭ କଲେ। ସେ କହିଛନ୍ତି ଯେ ଯଦି ସେ କାହା ସାମ୍ନାରେ ପାଟି ଖୋଲନ୍ତି ତେବେ ସେ ତାଙ୍କୁ ମାରିଦେବେ ଏବଂ ତାଙ୍କ ଝିଅକୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲେ।

ଠିକ୍ ସେହିପରି ଭାବରେ, ସେ ସେମାନଙ୍କୁ ଧମକ ଦେଇଥିଲେ ଏବଂ ସେ କାହା ସାମ୍ନାରେ ପାଟି ଖୋଲି ନଥିଲା ଏବଂ ସେହିଭଳି ମହିଳାଙ୍କ ଗର୍ଭବତୀ ହୋଇଥିଲା। ଏହାପରେ ପିଲା ଜନ୍ମ ଦେବା ପାଇଁ ଡାକ୍ତର ଖାନା ନେବା କହି ମହିଳାଙ୍କୁ ଡ଼କାଇଲା ହେଲେ ମହିଳା ଜଣକ ଯାଇଥିଲେ। ହେଲେ ବ୍ୟକ୍ତି ଜଣକ ଆସିଲେ ନାହିଁ। ମହିଳା ଜଣକ ସେହିଠାରେ ହିଁ ଗର୍ଭ ଯନ୍ତ୍ରଣା ସହି ନାପାରି ସେହି ଠାରେ ଏକ ଶିଶୁ ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ଗାଁ ଲୋକ ମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୋଲିସର ଅଭିଯୋଗ ପରେ ପିଲାଟିକୁ ଅନାଥ ଆଶ୍ରମ ରେ ରଖିଥିଲେ। ବର୍ତ୍ତମାନ ସମୟରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment