ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହା ବିଷୟରେ ଆପଣ ମାନେ ଆଗରୁ ଶୁଣିବାକୁ ପାଇଥିଲେ | ଆଉ ଯେଉଁଠି ଜଣା ପଡୁଛି କି ଗୋଟିଏ ମାସ ପୂର୍ବରୁ ଅଜଗର ସାପ ଜଣେ ବୃଦ୍ଧ ଙ୍କୁ ଗିଳି ଦେଇଥିବା କଥା ଶୁଣିବାକୁ ମିଳିଥିଲା | ଆଉ ଯାହାକୁ ପୋଲିସ କିଛି ତଦନ୍ତ ନ କରିକୁ ଛାଡି ଦେଇଥିଲା | ଆଉ ଯେଉଁ ଘଟଣା କୁ ନେଇକି ପୋଲିସ ପାଖରେ ବୃଦ୍ଧା ଜଣଙ୍କ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା ସେମାନଙ୍କର କଥା |ଆଉ ଯାହା ପାଇଁ ମିଡ଼ିଆ ସାମ୍ନା ରେ ନିଜର ଦୁଃଖ କଥା ଜଣାଇବା ସହିତ ନ୍ୟାୟ ପାଇଁ ଦାବି ମଧ୍ୟ କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ସୂଚନା ଅନୁସାରେ କଟକ ର ଆଠଗଡ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ନନ୍ଦ କିଶୋର ନାମକ ଜଣେ ଲୋକ ଯିଏ କି ଜଣେ ଫେରିବାଲା ଆଉ ଗାଁ ଗାଁ ବୁଲିକି ସେ ଲୋକ ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଜିନିଷ ପହଞ୍ଚାଇଥାନ୍ତି | କିନ୍ତୁ ଦେଖିବାକୁ ମିଳିଥିଲା କି ସେ ଗତ ଗୋଟିଏ ମାସ ହେବ ନିଖୋଜ ଅଛନ୍ତି | ଆଉ ତାଙ୍କର କିଛି ଖୋଜ ଖବର ମଧ୍ୟ ମିଳି ନ ଥିଲା | ଆଉ ଯେଉଁ ଘଟଣା କୁ ନେଇକି ଥାନା ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ବୃଦ୍ଧ ଜଣଙ୍କ |
ଆଉ ଯାହା ଜଣା ପଡିଥିଲା କି ଜଙ୍ଗଲ ରେ ନନ୍ଦ କିଶୋର ନାମକ ଜଣେ ବୃଦ୍ଧ ଙ୍କର ସାର୍ଟ ଆଉ ଜୋତା ଦେଖିବାକୁ ମିଳିଥିଲା ଆଉ ତାଙ୍କ ପାଖରେ ଗୋଟିଏ ଅଜଗର କୁ ଦେଖୁବାକୁ ମିଳିଥିଲା ଆଉ ଯାହାର ପେଟ ଫୁଲିଯାଇଥିଲା | ଆଉ ବୃଦ୍ଧା ଜଣଙ୍କ ପଚାରିବାରୁ ବନବିଭାଗ ତରଫରୁ ତ ବୁଢାକୁ ଅଜଗର ଖାଇଯାଇଛି ସେ ଅଜଗର ପେଟରେ ଅଛି ଏମିତି କିଛି କହିଥିଲେ ପୋଲିସ ଆଉ ବନବିଭାଗ ଲୋକ ମାନେ | କିନ୍ତୁ ବନ ବିଭାଗ ସେହି ଅଜଗର ର ମଳ କୁ ପରୀକ୍ଷା କରୁନି କି ବୃଦ୍ଧ ନନ୍ଦ କିଶୋର କୁଆଡେ ଯାଇଛି ତାହାର କୌଣସି ସୂଚନା ମଧ୍ୟ ଦେଉନାହିଁ |
ଆଉ ସେ ପଟେ ପୋଲିସ ଆଉ ବନ ବିଭାଗ ମିଳିକି ଘଟଣା ଟିକୁ ଦବାଇ ଦେବାକୁ ଚାହୁଁ ଛନ୍ତି ବୋଲି କହିଛନ୍ତି ବୃଦ୍ଧା ଜଣଙ୍କ ଓ ତାହା ସହିତ ଗାଁ ର ଲକି ମାନେ | ଆଉ ସେମାନେ ଅଭିଯୋଗ କରିଛନ୍ତି କି ଯୋଦି ପୋଲିସ ଏହି ଘଟଣା କୁ ନେଇକି କିଛି ତଦନ୍ତ ନ କରେ ତାହେଲେ ସେ ଘଟଣା କୁ ନେଇକି ଗାଁ ର ଲୋକ ମାନେ କାର୍ଯ୍ୟାନୁଷ୍ଠାନ ନେବେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।