ତେବେ ବନ୍ଧୁଗଣ ପମ ମାନେ ଜାଣିଥିଲେ ସମସ୍ତଙ୍କର ଆଶା ଥାଏ କି ଜୀବନରେ ଧନି ହେବା ପାଇଁ | ଆଉ ତାହା ସହିତ ଜୀବନରେ ବହୁତ ଉପରକୁ ଯିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି | ତେବେ ସେଥିପାଇଁ ଆବଶ୍ୟକ ପଡିଥାଏ ମହାଲକ୍ଷ୍ମୀ ଙ୍କର କୃପା | ଆଉ ମହା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଯଦି ଆମ ଉପରେ ନ ରହିବ ତାହେଲେ ଆମେ ଯେତେ କଷ୍ଟ କରିଲେ ଆଉ ଯେତେ ପରିଶ୍ରମ କରିଲେ ମଧ୍ୟ ତାହା ବୃଥା ରେ ଯାଇଥାଏ ବୋଲି କୁହାଯାଉଛି | ମହାଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଧାନ୍ୟ ର ଦେବୀ, ଆଉ ଆଉ ତାଙ୍କୁ ଆମେ ପୂଜା କରିକି ତାଙ୍କର ଆରାଧନା କରି ବିଭିନ୍ନ ପ୍ରକାରର ଧନ ଜନିତ ଶଙ୍କଟ ରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କି ବ୍ୟବସାୟ ସହିତ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ମହା ଲକ୍ଷ୍ମୀ ଙ୍କର କେଉଁ ମନ୍ତ୍ରକୁ ଜପ କରିବା ଉଚିତ |
ତେବେ କୁହାଯାଏ କି ଘରର ସୁଖ ଶାନ୍ତି କଥା ହେଉ ବା ବ୍ୟବସାୟ ବା ଅନ୍ୟ କିଛି ସବୁ ପାଇଁ ଧନ ର ଆବଶ୍ୟକତା ରହିଛି | ଆଉ ଏହି ଧନ ଦାତ୍ରୀ ହେଉଛନ୍ତି ଅନ୍ନପୂର୍ଣ୍ଣା ମା ଲକ୍ଷ୍ମୀ | ଆଉ ମା ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ ହେଲେ ଓ ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ହେଲେ ଆମକୁ ଭକ୍ତି ଆଉ ଭାବର ସହିତ ମାତା ଲକ୍ଷ୍ମୀ ଙ୍କର ପୂଜା ଆରାଧନା କରିବା ପାଇଁ ପଡିବ ଓ ତାହା ସହିତ ଆମକୁ ମାତା ଲକ୍ଷ୍ମୀ ଙ୍କର ମନ୍ତ୍ର କୁ ମଧ୍ୟ ପାଠ କରିବା ପାଇଁ ପଡିବ ବୋଲି କୁହାଯାଉଛି | ତେବେ ଆମେ ଜାଣିଛୁ ସାଧାରଣତଃ ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ କେଉଁ ମନ୍ତ୍ର କୁ ଜପ କରିଥାଉ ଆସନ୍ତୁ ଜାଣିବା |
ବ୍ୟବସାୟ ବୁଦ୍ଧି ପାଇଁ ମହାଲକ୍ଷ୍ମୀ ଙ୍କର ମନ୍ତ୍ର କଣ ରହିଛି ଆସନ୍ତୁ ଜାଣିବା :-
ତେବେ କୁହାଯାଉଛି କି ମହା ଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଧାନ୍ୟ ର ଦେବୀ | ଆଉ ଯାହା କୁହାଯାଉଛି କି ମହାଲକ୍ଷ୍ମୀ ଙ୍କର ଯଦି କୃପା ନ ରହିବ ତାହେଲେ ଆପଣଙ୍କର ସବୁ କ୍ଷେତ୍ରରେ କ୍ଷତି ଘଟିବ | ଆଉ ସେ ଘର ହେଉ ବା ବାହାରେ ବା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇବା ପାଇଁ ଆମକୁ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପଡିବ |ତେବେ ବ୍ୟବସାୟ କ୍ଷେତ୍ରରେ ମହାଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ମନ୍ତ୍ର ଟି ହେଉଛି |
“ଓଃ ହ୍ରରିଂ ଶ୍ରୀଙ୍ଗ ମହାଲକକ୍ଷମୌ କମଳଧାରୀ ”
” ଗରୁଡ଼ ଧରିନୌ ଶ୍ରୀଙ୍ଗ ଓଃ ନମଃ”ତେବେ ଏହା ଥିଲା ସେହି ମନ୍ତ୍ର ଯାହାକୁ ଆମେ ଜପ କରି ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।