ଦେଖନ୍ତୁ ଭିଡିଓ – ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରେମଲୀଳା ର ଭିଡିଓ ହେଲା ଭାଇରାଲ । କେମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ସେୟାରେ ହେବାରେ ଲାଗିଛ….

0

ପୁଣି ସାମ୍ନାକୁ ଆସିଲା ଏକ ଲଜ୍ୟା ଜନକ ଘଟଣା ର ସ୍ପଷ୍ଟ ଚିତ୍ର। ଯାହା ସୃଷ୍ଟି କରିଛି ଏକ ନିନ୍ଦନୀୟ ଏବଂ ଆପତ୍ତି ଜନକ ସ୍ଥିତି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି କିଛି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ?

ଆଜିର ସମାଜରେ ଶିକ୍ଷିତ ଏବଂ ବଡ଼ ବଡ଼ ପଦବୀ ରେ ଥିବା ସରକାରୀ କର୍ମଚାରୀ ମାନେ ଯଦି ଅଶିକ୍ଷିତ ଏବଂ ଅପରିପକ୍ଵ କାର୍ଯ୍ୟ ସବୁ କରିବେ ତେବେ ଆଉ କାହା ଉପରେ ସମାଜ ସଭ୍ୟତାର ଭାର ନ୍ୟସ୍ତ କରିବ। ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଅନିତିକର କାମ ଓ ଦୁର୍ନୀତି ବିଷୟରେ ତ ଆପଣ ମାନେ ଖବର ଶୁଣିବାକୁ ପାଉଥିବେ।ସେହିପରି ଅନେକ ସମୟରେ ସେମାନଙ୍କ କଳା କାରନାମା ଯଥା କର୍ମଚାରୀ ମାନଙ୍କ ସହିତ ଅନୈତିକ ସମ୍ପର୍କ ବିଷୟରେ ବି ଆପଣ ଜାଣିବାକୁ ପାଉଥିବେ।ଅନେକ ଘଟଣାରେ ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଏହିଭଳି କଳା କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। 

ଯେମିତି ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଜଣେ ବ୍ୟାଙ୍କ ଅଫିସର୍ ଙ୍କ ଅଶ୍ଳୀଳ କାର୍ଯ୍ୟ କରିଥିବାର ଘଟଣା ଚର୍ଚ୍ଚାକୁ ଆସିଛି।ଯେଉଁଠି ଜଣେ ମହିଳା କର୍ମଚାରୀଙ୍କ ସହ ମ୍ୟାନେଜର ଙ୍କ ଅଭଦ୍ରାମି ର ଅଭିଯୋଗ ପରେ ପୋଲିସ୍ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି।

ସେହିପରି ଆଉ ଏକ ଘଟଣାରେ ବ୍ୟାଙ୍କ ଅଧିକାରୀ ଜଣଙ୍କ ଜଣେ ମହିଳାଙ୍କୁ ଦୁଇ ଲକ୍ଷ ଟଙ୍କାର ଲୋନ କରିଦେବା ପାଇଁ ତାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପାଇଁ କହିବା ପରେ ମହିଳା ଜଣଙ୍କ ଉକ୍ତ ଅଭଦ୍ର ଅଧିକାରୀଙ୍କୁ ରାସ୍ତା ମଝିରେ ବାଡେଇ ଥାନାରେ ପୁରାଇଛନ୍ତି।ଯେଉଁ ଘଟଣା ସାଧାରଣରେ ପ୍ରକଟ ହେବା ପରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି କରିଛି।

ତେବେ ଏହି ଘଟଣାରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ କିପରି ଭାବରେ ଅଶ୍ଳୀଳ ଏବଂ ଅନୈତିକ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଇ ଥିଲେ ଅଧିକାରୀ ଜଣଙ୍କ।ତେବେ ଜଣେ ଶିକ୍ଷିତ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ତାଙ୍କଠାରୁ ସାନ ଜଣେ ମହିଳାଙ୍କ ଉପରେ ଏପରି ଖରାପ୍ ନଜର ପକାଇ, ନିଜର ହୀନ ମନ୍ୟତା କୁ ପ୍ରକାଶ କରୁଥିବା ଏହିଭଳି ଶିକ୍ଷିତ ବ୍ୟକ୍ତି ମାନଙ୍କ ପାଖରୁ ସମାଜ କଣ ଶିଖିବ। ତେବେ ଏହି ଘଟଣାଟି ଏବେ ଭାଇରଲ ହେବାରେ ଲାଗିଛି।

ଉଭୟ ଘଟଣାରେ ପୋଲିସ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।