ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ନାମରେ ବେଶ୍ ଜଣାଶୁଣା। ନିଜର ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ନିଆରା ଢଙ୍ଗରେ ଉପସ୍ଥାପନା କରି ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି ୟୁଟ୍ୟୁବର ରୂପା ଓ ପିଣ୍ଟୁ। ତେବେ ଆପଣ ମାନେ ରୂପା ପିଣ୍ଟୁଙ୍କୁ ବେଶ ଭଲ ଭାବରେ ଜାଣିଥିବେ। କେବଳ ବ୍ଲଗ୍ ନୁହେଁ ବର୍ତ୍ତମାନ ସମୟରେ ଏମାନେ ଅନେକ ଗୁଡ଼ିଏ ଓଡ଼ିଆ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସୁଛନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା।ପ୍ରତିଦିନ ରୂପା ଓ ପିଣ୍ଟୁ ସେମାନଙ୍କ ଦୈନନ୍ଦିନ ଜୀବନରେ କରୁଥିବା କିଛି କାର୍ଯ୍ୟ ସ୍ମୃତି ଓ ଅନୁଭୂତି ଇତ୍ୟାଦିକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ।ଆଜି ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ଏବଂ ମଜାଦାର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ରହିଛି ବହୁତ୍ ସାରା ମଜା ମସ୍ତି ।ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡ଼ିଓଟିକୁ ଦର୍ଶକ ମାନେ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ମାର୍ଗଶିର ମାସ ଆସିଲେ ପ୍ରତ୍ୟେକ ଘରେ ଲକ୍ଷ୍ମୀ ପୁରାଣ ଶୁଣିବାକୁ ମିଳିଥାଏ। କୁହା ଯାଇଥାଏ କି କି ଗୁରୁବାର ଦିନ ଯେଉଁମାନେ ଲକ୍ଷ୍ମୀ ପୁରାଣ ପଢନ୍ତି ଓ ଶୁଣନ୍ତି ସେମାନଙ୍କୁ ଲକ୍ଷେ କୋଟି ଗୋଦାନର ଫଳ ସେମାନଙ୍କୁ ମିଳିଥାଏ। ପ୍ରତ୍ୟେକ ଓଡ଼ିଆ ଘରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଓଷା ପାଳନ କରା ଯାଇଥାଏ। ଘରର ମହିଳା ମାନେ ମାଙ୍କ ଏହି ମାଣବସା ଓଷା ପାଳନ କରି ଘରର ଶୁଭ ମନାସି ଥାନ୍ତି।
ତେବେ ୟୁଟ୍ୟୁବର ରୂପା ତାଙ୍କ ଘରେ କିପରି ଗୁରୁବାର ଓଷା କରିଛନ୍ତି ତାହାର ଏକ ଛୋଟ ଭିଡିଓ ଫ୍ୟାନସ ମାନଙ୍କ ସହିତ ସେୟାର କରିଛନ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ରୂପା ମାଙ୍କ ପୂଜା ଆରାଧନା କରିବା ସହ ଲକ୍ଷ୍ମୀ ପୁରାଣ ମଧ୍ୟ ପାଠ କରିଛନ୍ତି। ଏହା ସହିତ ଭିଡିଓରେ ଅନେକ କିଛି ମଜା ମସ୍ତି ଦେଖିବା ପାଇଁ ମିଳିଛି। ଭିଡିଓଟିକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି ରୂପାଙ୍କ କଣ୍ଠରୁ ମାଙ୍କ ଲକ୍ଷ୍ମୀ ପୁରାଣ ମଧ୍ୟ ସ୍ରୋତା ମାନଙ୍କ ମନକୁ ଛୁଇଁ ପାରିଛି। ତେବେ ଆପଣ ମଧ୍ୟ ରୂପା ପିଣ୍ଟୁଙ୍କ ଏହି ସୁନ୍ଦର୍ ବ୍ଲଗକୁ ଦେଖନ୍ତୁ ଓ ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।