କ୍ୟାମେରା ଥିଲା ବୋଲି ବଞ୍ଚିଗଲେ ବାଇକ ଚାଳକ, ନହେଲେ ମହିଳା ଜଣଙ୍କ କଣ କରିଥାନ୍ତେ… ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡ଼ିଆରେ ଏହିଭଳି ଅନେକ ସମୟରେ ଏମିତି ଅନେକ ଭିଡ଼ିଓ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଆଉ ଏବେ ଏକ ଭିଡ଼ିଓ ଟିରେ ଭାଇରଲ ହୋଇଛି ଯେଉଁଠି ଜଣେ ବାଇକ ଚାଳକ କ୍ୟାମେରା ପାଇଁ ବଂଚିଗଲେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ଏବେ ଭାଇରଲ ହୋଇଛି। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ଯୁବତୀ ଙ୍କର ଏହିଭଳି ବ୍ୟବହାର ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଏହି ଘଟଣା ଟିରେ ଏମିତି ଜଣେ ଯୁବତୀ ଙ୍କର ଏମିତି କାର୍ଯ୍ୟ କୁ ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି। ଏହିଭଳି ଆଗରୁ ଅନେକ ଥର ନଜରକୁ ଆସିଛି ଭିଡ଼ିଓ ସବୁ ଯେଉଁଠି ମହିଳା ମାନେ ନିର୍ଯ୍ୟାତନା ର ଶିକାର ହୋଇ ଥାନ୍ତି। ଆଉ କେଉଁଠି ମଧ୍ୟ ଏହିଭଳି ବ୍ୟବହାର ସହ୍ୟ କରି ନପାରି ମଧ୍ୟ ମହିଳା ମାନେ ଆତ୍ମହତ୍ୟା କରି ଦେଇ ଥାନ୍ତି ଯାହା ର ଭିଡ଼ିଓ ଅନେକ ସମୟରେ ନଜର କୁ ଆସିଥାଏ। ବିଭିନ୍ନ ସମୟରେ ସମାଜ ରେ ଅଧିକାଂଶ ସମୟରେ ମହିଳା ମାନଙ୍କ ଗୁରୁତ୍ୱ ଦିଆ ଯାଇଥାଏ।

ଆଉ ସେଠାରେ ସେମାନଙ୍କୁ ଅବହେଳିତ କରା ଯାଉ ନାହିଁ ଯାହା ଆଗରୁ କରା ଯାଉଥିଲା। ଏହି ଠାରେ ସେହିଭଳି ଜଣେ ମହିଳା ଏମିତି ଦୁଃସାହସିକ କାର୍ଯ୍ୟ କରିଛନ୍ତି ଯାହା ସବୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ମାଧ୍ୟମରେ ଭାଇରଲ ହୋଇଛି। ଆଉ ଏବେ ତାଙ୍କର ସେହି କାର୍ଯ୍ୟ ପାଇଁ ଅନେକ ମଧ୍ୟ ନିନ୍ଦା କରିବା ସହିତ ଘୋର ବିରୋଧ କରିଛନ୍ତି।ଆଉ ଜଣେ ମହିଳା ହୋଇ ଆଉ ଜଣେ ପୁରୁଷ ଙ୍କ ଉପରେ ଭୁଲ ରେ ଦୋଷ ଆରପ କରିଛନ୍ତି ତାହା ଠିକ ନୁହେଁ। ଆଉ ଏହି ଘଟଣା କୁ ଦେଖିବା ପରେ ସମସ୍ତେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ଯାହା ସବୁ ଏଠାରେ ଜାଣିବାକୁ ମିଳିଛି।।ଆଉ ଏହିଠାରେ ନଜରକୁ ଆସିଛି ଯେ ଗୋଟିଏ ସ୍କୁଟିରେ ଦୁଇ ଜଣ ଯୁବକ ଓ ଯୁବତୀ ଯାଉଥିଲେ ତାହା ପରେ ତାଙ୍କ ସହ ଏମିତି କିଛି ଘଟିଗଲା।

ଆଉ ସେ ଦୁଇ ଜଣ ଗାଡି ରେ ଯିବା ସମୟରେ ସେହି ରାସ୍ତାରେ ଗାଡ଼ି ଟି କୌଣସି ଏକ କାରଣରୁ ପଡି ଯାଇଥିଲା ଏବଂ ସେ ଦୁହେଁ ଗାଡି ରୁ ତଳେ ପଡି ଯାଇଥିଲେ। ଆଉ ତାହା ପରେ ସେହି ମହିଳା ଜଣଙ୍କ ଏମିତି କିଛି କହିଥିଲେ ଯାହା ସବୁ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା। ଆଉ ସେହିପରି କ୍ୟାମେରା ପାଇଁ ସେହି ଗାଡି ପଛରେ ଆସୁଥିବା ଯୁବକ ଜଣଙ୍କ ବଂଚି ଗଲେ। ଆଉ ଏହି ଗାଡି ପଡିବା ପରେ ସଙ୍ଗେ ସଙ୍ଗେ ଯୁବତୀ ଜଣଙ୍କ ଉଠି ପଛରେ ଆସୁଥିବା ଅନ୍ୟ ଏକ ବାଇକ ଚାଳକ କୁ ବହୁତ ଗାଳି ଗୁରଜ କରିଥିଲେ। ହେଲେ ସେହି ଗାଡି ପଛରେ ବାଇକ ଚାଳକ ଜଣଙ୍କ ପିଟି ନଥିଲେ ଯାହାସବୁ କ୍ୟାମେରା ରେ ରେକର୍ଡ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment