Health Tips – Cancer ହେବା ପୁର୍ବରୁ ଆମ ଶରୀର ଦେଖା ଦେଇଥାଏ ଏହି ୭ଟି ସଂକେତ

0

ବନ୍ଧୁଗଣ କ୍ୟାନସର ହେବା ଆଗରୁ କେତେଗୁଡିଏ ଲକ୍ଷଣ ଦେଖାଯାଏ ବା ସଂକେତ ଦେଖାଦିଏ l ଯାହା ଆମକୁ ଏକ ସତର୍କର ସୂଚନା ଦେଇଥାଏ l ଏବେ କ୍ୟାନସର ଏକ ବହୁତ ସାଧାରଣ କଥା ହୋଇଗଲାଣି କେତେବେଳେ ବି ହେଇଯାଇପାରେ l ଯଦି ଆପଣଙ୍କୁ ଏହାର କିଛିବି ଲକ୍ଷଣ ଦେଖାଦେଉଛି ଅବହେଳା କରନ୍ତୁ ନାହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ l ତେବେ ଚାଲନ୍ତୁ ଜାଣିବା ଏହି କ୍ୟାନସରର ଲକ୍ଷଣ l

କ୍ୟାନସର ର ପୂର୍ବ ସଂକେତ :-

ପ୍ରଥମତଃ ଅନ୍ତରେ ସମସ୍ୟା, ଅନ୍ତରେ ସାମାନ୍ୟ ସମସ୍ୟା ଏକ ବଡ କଥା ନୁହଁ l ଯଦି ଲଗାତାର ସମସ୍ୟା ହେଉଛି ତାହା ଏକ କୋଲେନ କିମ୍ବା କୋଲର ଏକଟର କ୍ୟାନସର ର ଲକ୍ଷଣ ହୋଇଥାଏ l ଏହା କ୍ୟାନସର ର ପ୍ରଥମ ଲକ୍ଷଣ ଡ଼ାଇରିଆ ଏବଂ ପେଟମୋଡା ଏହି ଲକ୍ଷଣକୁ ଦର୍ଶାଇଥାଏ l ଏବଂ ଗ୍ୟାସ ଆଉ ପେଟରେ ପେନ ହୋଇଥାଏ l

ଦ୍ୱିତୀୟତଃ ଲଗାତାର ରକ୍ତ ପଡିବା କ୍ୟାନସର ର ଏକ ସଂକେତ ହୋଇଥାଏ l ଯଦି କ୍ୟାନସର ହେବାର ସମ୍ଭାବନା ଥିବ ତାହେଲେ ମାଳାଶୟରୁ ରକ୍ତ ପଡିଥାଏ l ଏହା କୋଲେନ କ୍ୟାନସର ର ଲକ୍ଷଣ ଅଟେ l ଏହାସହ ମଳମୂତ୍ର ସମୟରେ କଷ୍ଟ ହୁଏ ବା ମୂତ୍ରରେ ରକ୍ତ ପଡୁଛି ତ ଏହା ପ୍ରୋଟେଷ୍ଟ କ୍ୟାନସର ର ଲକ୍ଷଣ ଅଟେ l

ତୃତୀୟତଃ ରାତିରେ ଝାଳ ବାହାରିବା ରାତିରେ ଶୋଇବା ସମୟରେ ଯଦି ଅଧିକ ଝାଳ ବାହାରୁଛି ତେବେ ଏହା କିଛି ମେଡ଼ିସିନ ର ବା ଶରୀରର କୌଣସି ଇନଫେକ୍ସନ ଦ୍ୱାରା ହୋଇଥାଏ l ଯଦି ଶରୀରରେ ଏମିତି ସବୁବେଳେ ରୁହେ ବା ଝାଳ ବାହାରିବା ବନ୍ଦ ହେଉନାହିଁ ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ l

ଚତୃର୍ଥରେ ପୁରା ଶରୀର ପେନ ହେବା ସହ ଦୁର୍ବଳ ଲାଗିବା l ଅଧିକ କାମ ଏବଂ ଗାଡ଼ିରେ ବହୁତ ସମୟ ବସିଲେ ଶରୀରରେ କଷ୍ଟ ହୁଏ l ଲଗାତାର ପିଠି ପେନ ହେଲେ ଏହା କୋଲର ଏକଟର ଓ ପ୍ରୋଟେଷ୍ଟ କ୍ୟାନସରର ଲକ୍ଷଣ l ମାଂସପେଶିରେ ପେନ ହେଉଛି ହାଲିଆ ଲାଗିବା ଏହା କ୍ୟାନସରର ଲକ୍ଷଣ ହୋଇଥାଏ l

ପଞ୍ଚମରେ ବିନା କାରଣ ରେ ଶରୀର ର ଓଜନ ହ୍ରାସ ହେବା ଏହା ଏହାର ଲକ୍ଷଣ ହୋଇଥାଏ l

ଷଷ୍ଠରେ ଲଗାତାର କାଶ ହେବା କୁଲଡ଼ ଏବଂ ଧୁମ୍ରପାନ କରୁଥିବା ଲୋକଙ୍କର ହେବା ସାମାନ୍ୟ ଅଟେ l ଏବଂ ବିନା କିଛି କାରଣ ରେ କାଶ ଆସିବା ଏହା ଲଙ୍ଗସ କ୍ୟାନସର ର ଲକ୍ଷଣ ଅଟେ l ଯଦି କାଶ ସହ ରକ୍ତ ପଡେ ତାହେଲେ ଡାକ୍ତର ଙ୍କର ପରାମର୍ଶ ନିଅ l

ସପ୍ତମରେ ଛାତିରେ ପେନ ହେବା ଏବଂ ଲାଟିନ ରେ ଅପଚୟ ଜଳନ ହେବା ଏହି ଦୁଇଟି ସାଧାରଣ ସମସ୍ୟା ଅଟେ ଏହା କୁ ରୋକିବା ବହୁତ ସହଜ ହେବ l କାରଣ ଆମକୁ ବହୁତ କମ ମସଲା ଖାଇଲେ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।