କାରରେ ବୁଲୁଛି ବାଛୁରୀ ଛୁଆ, ଆଶ୍ଚର୍ଯ୍ୟ ଲାଗିଲେ ବି ସତ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖୁବାକୁ ପାଉଥିବେ ନିଶ୍ଚିତ, ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କୁ ଖୁସି ଲାଗିବା ସହିତ ସମସ୍ତଙ୍କ ପାଇଁ ଏକ ଶିକ୍ଷା ମଧ୍ୟ ହେବ |ଆମକୁ ଭଗବାନ ଏହି ଦୁନିଆରେ ଏକ ଦୁର୍ଲଭ ଜନ୍ମ ମଣିଷ ଜନ୍ମ ଦେଇଛନ୍ତି |ଆମେ ଏହି ଦୁନିଆରେ ଶ୍ରେଷ୍ଠ ଜୀବ ହେଲେ ମଧ୍ୟ୍ୟ ଆମେ ସର୍ବଦା ପଶୁ ପକ୍ଷୀମାନଙ୍କୁ ସାମାନ କରିବା ଉଚିତ କାରଣ ସେମାନେ ପଶୁ ହେଲେ ମଧ୍ୟ୍ୟ ସେମାନଙ୍କ ସହିତ ମିଶିଲେ ଅମେବି ତାର ମନ କଥା ବୁଝି ପରିବା |ମୁଁ ଆଜି ଆପଣଂକୁ ଭୁବନେଶ୍ୱରରେ ଏକ ବ୍ୟକ୍ତି ନିଜ କାରରେ ବାଛୁରୀକୁ ଧରି ବୁଲୁଥିବାର ଦୃଶ୍ୟ ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ |ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଏହି ଦୁନିଆରେ ଅନେକ ପ୍ରକାର ପଶୁ ପକ୍ଷୀ ଅଛନ୍ତି, ଆପଣ ସେମାନଙ୍କୁ ସମାନ କରିବା ଉଚିତ |କାରଣ ଆପଣ ଜାଣିଥିବେ ନିଶ୍ଚିତ ଯେ ବେଳେ ବେଳେ ମଣିଷ ସହିତ ସାଙ୍ଗ କଲେ ସେ ବିଶ୍ୱାସରେ ବିଷ ଦେଇପାରେ ମାତ୍ର ଆପଣ ଯଦି ପଶୁ ପକ୍ଷୀଙ୍କ ସହ ମିଶିବେ ତେବେ ସେ ଆପଣଙ୍କ କୌଣସି କ୍ଷତି କରନ୍ତି ନାହିଁ କି ଆପଣଂକ ସହିତ ବେଇମାନି ମଧ୍ୟ୍ୟ କରନ୍ତି ନାହିଁ |ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପଶୁପକ୍ଷୀ ମାନଙ୍କୁ ବହୁତ ଆଘାତ କରନ୍ତି |ଆପଣ ଯଦି କାହାର ଉପକାର କରିପାରୁ ନାହାନ୍ତି ତେବେ କାହାର ଅପକାର କରନ୍ତୁ ନାହିଁ |ଆପଣ ଯଦି ବିସ୍କୁଟ ଖଣ୍ଡେ ନଦେଉଛନ୍ତି ତେବେ ନଦିଅନ୍ତୁ କିନ୍ତୁ ସେମାନଂକୁ ଆଘାତ କରନ୍ତୁ ନାହିଁ |

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ ଏକ ମହିଳା ତାଙ୍କର କାରରେ ଦୁଇଜଣ ବାଛୁରୀ ଛୁଆକୁ ନେଇ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିଛି |ସେ ଏହି ବାଛୁରୀ ଛୁଆକୁ ଆଡପଟ କରିଛନ୍ତି |ସେ ପଶୁ ମାନଙ୍କୁ ବହୁତ ଭଲ ପାଆନ୍ତି,ସେମାନଂକୁ ବହୁତ ସନମାନ ମଧ୍ୟ କରନ୍ତି, ସେମାନଙ୍କ ମନ କଥା ସେ ବିଝିବା ପାଇଁ ଚେଷ୍ଟା କରନ୍ତି |ସେ ସମସ୍ତଙ୍କୁ ଏହି ଉପଦେଶ ଦେଇଛନ୍ତି ଯେ ସବୁ ବ୍ୟକ୍ତିମନେ ଯଦି ଗୋଟିଏ ଗୋଟିଏ ଜୀବ ରଖନ୍ତି ତେବେ ସେହି ପଶୁମାନଙ୍କର ମଧ୍ୟ୍ୟ ପରିବାର ହୋଇଯିବ, ସମସ୍ତେ କଥା କହିପାରନ୍ତି ଯଦି ଆପଣ ତାହା ଶୁଣି ପାରୁଥିବେ |

ତେଣୁ ଆମେ ସମସ୍ତେ ଜୀବ ଜନ୍ତୁ ମାନଙ୍କୁ ସନମାନ କରିବା ଉଚିତ, ଯଦି କୌଣସି ସ୍ଥାନରେ ଆପଣ ପଶୁମାନଙ୍କର ଦୁର୍ଘଟଣା ଘଟିବାର ଦେଖୁଛନ୍ତି ତେବେ ଆପଣ ଯଦି ସାହାଯ୍ୟ ନକରି ପାରୁଛନ୍ତି ତାର ହେଲ୍ପ ଲାଇନ ନମ୍ବରକୁ କଲ କରନ୍ତୁ |ସେମାନଙ୍କର ସାହାଯ୍ୟ ପାଇଁ ହେଲ୍ପଲାଇନ ବ୍ୟକ୍ତିମାନେ ସର୍ବଦା ରହିଛନ୍ତି |ଏହି ମହିଳାଙ୍କ ପଶୁମାନଙ୍କ ପ୍ରତି ଏତେ ପ୍ରେମ ଆଜି ସମାଜକୁ ଶିକ୍ଷା ଦେଇଛି, ତେଣୁ ଜୀବ ଜନ୍ତୁମାନଙ୍କୁ ହୀନମାନ୍ୟ କରିବା ଉଚିତ ନୁହଁ |ମହିଳାଙ୍କର ବାଛୁରୀମାନଙ୍କୁ ଧରି ଗାଡ଼ିରେ ବୁଲିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment