ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି ସବୁ ଭୟଙ୍କର ରୋଗ – Health Tips
ଆମ ଆଖ ପାଖରେ ବହୁତ ଗୁଡିଏ ଔଷଧୀୟ ପତ୍ର ରହିଥାଏ ଯେପରିକି ତୁଳସୀ ପତ୍ର, ବେଲ ପତ୍ର,ପୋଦିନା ପତ୍ର ଇତ୍ୟାଦି | ଏହି ଔଷଧୀୟ ପତ୍ର ଗୁଡିକ ପ୍ରତି ଦିନ ଆମ ଉପକାରରେ ଆସିଥାଏ | ଏବଂ ଏହି ଔଷଧୀୟ ପତ୍ର ଗୁଡିକ ବ୍ୟବହାର ଦ୍ୱାରା ବିଭିନ୍ନ ରୋଗ ଭଲ ହୋଇ ଯାଇଥାଏ ଓ ସେହି ରୋଗ ପାଇଁ ଆମକୁ ଔଷଧ ଖାଇବାକୁ ପଡି ନ ଥାଏ | ସେହିପରି ଏକ ଔଷଧୀୟ ପତ୍ର ହେଉଛି ଭୃସଙ୍ଗ … Read more