ମାର୍ଚ୍ଚ 26 ତାରିଖ ରେ ଭାରତ ବନ୍ଦ ଡାକରା, ଜଣାନ୍ତୁ କଣ ଖୁଲା ରହିବ ଆଉ କଣ ବନ୍ଦ ରହିବ
ବର୍ତ୍ତମାନ ର ସବୁଠାରୁ ବଡ ଖବର ଆପଣଂକୁ ଜଣେଇବାକୁ ଯାଉଛୁ କୃଷକମାନେ ୨୬ ମାର୍ଚ୍ଚକୁ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କୃଷକ ମାନେ ହେଉଛନ୍ତି ଆମ ମାନଙ୍କର ଭଗବାନ। କାରଣ ସେମାନେ ଆମ ମାନଙ୍କୁ ଆହାର ଯୋଗାଉଛନ୍ତ। ଯଦି କୃଷକ ଚାଷ ନକରିବେ ତାହାଲେ ଆମେ ସମସ୍ତେ ଖାଇବାକୁ ନ ପାଇ ଭୋକ ଉପାସରେ ମରି ଯିବୁ। ତେଣୁ କୃଷକ ମାନଙ୍କ ପାଇଁ ମଧ୍ୟ ଆମ ମାନଙ୍କର କିଛି କର୍ତ୍ତବ୍ୟ … Read more