ଦେଖନ୍ତୁ Shocking ଭିଡ଼ିଓ : cctv କ୍ୟାମେରାରେ ରେକର୍ଡ ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

0

ଆଜିର ଏହି କଳିଯୁଗରେ କିଛିବି ଘଟଣା ସମ୍ଭବ ହୋଇ ପାରୁଛି। ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ତିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ଏଠାରେ ଦେଖିବାକୁ ମିଳିଛି ଯେ ଦୁଇଜଣ ପୋଲିସ୍ କର୍ମୀ, ଜଣେ ମହିଳା ପୋଲିସ ଏବଂ ଜଣେ ପୁରୁଷ ପୋଲିସ୍ କର୍ମୀ ଡିଉଟି ରେ ଥିବା ସମୟରେ ଏକ ସ୍ଥାନରେ ବସି କିଛି ଏମିତି ହରକତ କରୁଛନ୍ତି ଯାହା ସାଧାରଣରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରୁଛି।

ପୋଲିସ୍ ବର୍ଦି ପିନ୍ଧି ଡିଉଟି କରିବା ସମୟରେ ସେମାନଙ୍କର ଏଭଳି ହରକତ କରିବା ନିଶ୍ଚୟ ସମସ୍ତଙ୍କୁ ଟିକିଏ ଅଡ଼ୁଆ ଲାଗୁଛି। ହୁଏତ ସେମାନେ ପରସ୍ପରକୁ ଭଲ ପାଉଥିବେ, ଉଭୟ ପ୍ରେମିକ ପ୍ରେମିକା ହୋଇଥିବେ କିନ୍ତୁ ସବୁ ପରେ ବି ଏଭଳି ଭାବରେ ବାହାର ସ୍ଥାନରେ କିଛି ଏମିତି ଆପତ୍ତି ଜନକ କାର୍ଯ୍ୟ କରିବା ଉଚିତ୍ ବୋଲି ମନେ ହେଉନାହିଁ। କାରଣ ସେମାନେ ଏମିତି ରେ ବି ଜଣେ ସରକାରୀ କର୍ମଚାରୀ ଅଟନ୍ତି। ସେମାନେ ଲୋକଙ୍କୁ ସୁରକ୍ଷା ଦେବା ସହିତ ସଚେତନ କରିବା କଥା। ଆଉ ଯଦି ସେମାନେ ଏଭଳି କାମ କରିବେ ତେବେ ଏହା ଅନ୍ୟ ମାନଙ୍କ ଉପରେ କଣ ପ୍ରଭାବ ପକାଇବ ତାହା ଥରେ ଆପଣ ଭଲ ଭାବରେ ଭାବି ଦେଖନ୍ତୁ।

ଏହା ସମାଜ ଉପରେ କଣ ପ୍ରଭାବ ପକାଇବ ଯଦି ଏହା ଥରେ ସେମାନେ ଭାବନ୍ତେ ତେବେ ହୁଏତ ସେମାନଂକୁ ଏମିତି ସମାଜ ଆଗରେ ଲଜ୍ଜିତ ହେବାକୁ ପଡ଼ି ନଥାନ୍ତା।ତେବେ ଏହି ଦୁଇ ପୋଲିସ୍ କର୍ମୀ ମାନଙ୍କ ର ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓ ଟି ସେଠାରେ ଥିବା ଏକ ସିସି ଟିଭି କ୍ୟାମେରା ରେ ରେକର୍ଡ ହେବା ପରେ ଏହା ଭାଇରାଲ ହେବାରେ ଲାଗିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।