ଦେଖନ୍ତୁ Shocking ଭିଡ଼ିଓ : cctv କ୍ୟାମେରାରେ ରେକର୍ଡ ହେଲା ମହିଳାଙ୍କ ଲଜ୍ୟାଜନକ କାରନାମା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

0

ଆଜିକାଲି ଦୁନିଆରେ ଲୋକ ମାନେ ସବୁବେଳେ ପ୍ରତ୍ୟେକ ଜିନିଷ ସର୍ଟକୋର୍ଟ ରାସ୍ତାକୁ ଆପଣାଇବା ପାଇଁ ଚେଷ୍ଟା କରିଥାନ୍ତି। ଏବଂ ଅନ୍ୟର ଜିନିଷ ପ୍ରତି ଲୋଭ ମଧ୍ୟ ରଖିଥାନ୍ତି। ଯଦି ସେହି ସବୁ ଜିନିଷ ପାଇବା ପାଇଁ ଅସମର୍ଥ ହୋଇଥାନ୍ତି, ଶେଷରେ ସେମାନେ ଚୋରି କରିଥାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି ଯେତେ ବଡ଼ ହୋଇଥିଲେ ମଧ୍ୟ, ପାଖରେ ଯେତେ ଧନ ସମ୍ପତି ରହି ଥାଉ। କିନ୍ତୁ ସେମନେ ଅନ୍ୟର ଜିନିଷ ଉପରେ ତାଙ୍କର ଲୋଭ ରହିଥାଏ। ସେମାନେ ଅନ୍ୟର ଜିନିଷକୁ ସମୟ ସୁବିଧା ଦେଖି ଚୋରେଇ ନେଇଥାନ୍ତି।

ତେବେ ଆପଣ ମାନେ ଅନେକ ସମୟରେ ପୁରୁଷ ଲୋକ ମାନେ ଚୋରି କରିଥିବାର ଦେଖି ଥିବେ। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ, ମହିଳା ଚୋର ଯେଉଁ ମାନେ ଚୋରି କରିଥାନ୍ତି। 5 ଟି ସିସି ଟିଭି ଫୁଟେଜ ଦେଖାଇବୁ ଯାହା ଆପଣ ମାନେ ଦେଖିଲା ପରେ ନିଜକୁ ବିଶ୍ୱାସ କରି ପାରିବେ ନାହିଁ, ତେବେ ଆସନ୍ତୁ ଦେଖିବା ସିସି ଟିଭି ଫୁଟେଜ ରେ କଏଦ ହୋଇଥିବା ମହିଳା ଚୋରଙ୍କୁ;

ତେବେ ବନ୍ଧୁଗଣ ଆପଣ ମାନେ ଦେଖି ପାରୁଥିବେ, ପ୍ରଥମ ସିସି ଟିଭି ଫୁଟେଜ ରେ ତିନି ଜଣ ମହିଳା ଦୋକାନରେ ଲୁଗା କିଣିବା ପାଇଁ ଯାଇଥିବା ବେଳେ ଜଣେ ମହିଳା ଦୋକାନୀଙ୍କ ଧ୍ୟାନ ହଟାଇବା ପାଇଁ ଜିନିଷ ଦେଖୁଛି। ଆଉ ଦୁଇ ଜଣ ଶାଢ଼ୀ ତଳେ ଲୁଚେଇ ଚାଲି ଯାଉଛନ୍ତି। ତେବେ ଏହି ଭିଡ଼ିଓଟି ଲକ୍ଷନଉ ର ବୋଲି ଜଣା ପଡ଼ିଛି। ଦ୍ୱିତୀୟ ସିସି ଟିଭି ଫୁଟେଜରେ, ରାଜସ୍ଥାନର ଏକ ଇଲେକ୍ଟ୍ରି ଦୋକାନରେ କିଛି ମହିଳା ଦୋକାନ ଯାଇଥିଲେ, ଦୋକାନୀ ଟିକିଏ ବ୍ୟସ୍ତ ରହିଥିଲେ ଅନ୍ୟ ଗ୍ରାହକ ସହିତ, ଜଣେ ମହିଳା ହଠାତ ଏକ ଜିନିଷ ଉଠାଇ ନେଲା ଦୋକାନ ଦାରଙ୍କୁ ଟିକିଏ ହେଲେବି ଫରକ ପଡିଲା ନାହିଁ।

ଏହାପରେ ତୃତୀୟ ସିସିଟିଭି ଫୁଟେଜ ଦେଖନ୍ତୁ, ଦୁଇଜଣ ମହିଳା ଚୋରି କରିବା ଉଦେଶ୍ୟ ନେଇ ଏକ ଶାଡୀ ଦୋକାନରେ ଜଣେ ଶାଢ଼ୀକୁ ଘେରି କରି ରଖି ଆଉ ଜଣେ ମହିଳା ଚୋରି କରୁଥିଲା। ଶାଢ଼ୀ ଘେରି ହେବା ଦ୍ୱାରା କେହି ଜାଣି ପାରିଲା ନାହିଁ, ଚୋରି କରିବାରେ ସଫଳ ହେଲେ। ଚତୁର୍ଥ ସିସି ଟିଭି ଫୁଟେଜ ଦେଖନ୍ତୁ, କଲିକତାର ଏଜ ବ୍ୟାଗ ଦୋକାନରେ ଜଣେ ମହିଳା ପଇସା ଡ୍ରାୟରରୁ ହାତ ପୁରେଇ ଏକ ଟଙ୍କା ବିଡା ଉଠାଇ ଶାଢ଼ି ଭିତରେ ପୁରେଇ ଦେଲା, ଏହାକୁ କେହି ଜାଣି ପାରିଲେ ନାହିଁ। ପଞ୍ଚମ ସିସି ଟିଭି ଭିଡ଼ିଓ ଦେଖନ୍ତୁ, ଜଣେ ମହିଳା ଗୋଟେ ଛୋଟ ଶିଶୁକୁ ଧରି ଲୁଗା ଦୋକାନ ଭିତରେ ଶାଢ଼ୀ ଦେଖୁ ଦେଖୁ ହଠାତ ଏକ ଶାଢ଼ୀ କୁ ଲୁଚି ଅନ୍ୟ ଜଣେ ଦେଖି ନେଲା, ଏଥିରେ ଅସମର୍ଥ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।