ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ଏହି ଅଜବ ଦୃଶ୍ୟ ନ ହେଲେ କେହି ବିଶ୍ୱାସ କରି ନଥାନ୍ତେ, ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ବର୍ତ୍ତମାନର ସମାଜରେ ମନୁଷ୍ୟ ଯେତେ ଆଧୁନିକତାର ନିକଟ ବର୍ତୀ ହେଉଛି , ସମାଜରେ ଦିନକୁ ଦିନ ଅପରାଧ ସେହିପରି ବଢି ବଢି ଚାଲିଛି। ଆମ ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ବିଷୟରେ ଜାଣିବାକୁ ପାଇଥାଉ । ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କାଲିର ଲୋକମାନେ ପାରିଶ୍ରମ କରୁନାହାନ୍ତି, ଚୋରି ବୃତ୍ତି ଭଳି ସର୍ଟକୋର୍ଟ ରାସ୍ତା କୁ ଆପଣାଉ ଛନ୍ତି। କିନ୍ତୁ ଚୋରି କରିବା ବେଳେ ବେଳେ ତାଙ୍କୁ ମହଂଗା ପଡ଼ିଥାଏ। ବର୍ତ୍ତମାନ ର ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ବାହାରକୁ ବାହାରିବା ପାଇଁ ଡ଼ରିବେ। ଯାହାକି ଜଣେ ୧୫ ବର୍ଷୀୟ ଯୁବତୀଙ୍କ ଠାରୁ ଦୁଇଜଣ ଦୁର୍ଭୁତ ମୋବାଇଲ ନେଇ ପଳେଇବା ପାଇଁ ଉଦ୍ୟମ କରୁଥିବା ବେଳେ , ଯୁବତୀ ଜଣଙ୍କ ସାହାସିକତା ଦେଖେଇ କାବୁ କରିଛନ୍ତି ଚୋରକୁ , ତେବେ ଏଭଳି ଦୃଶ୍ୟ ଲାଗିଥିବା ସିସିଟିଭି କେମେରା ରେ କଏଦ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଳି ଭଳି ବେଗରେ ଭାଇରାଲ ହେବାରେ ଲାଗିଛି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ତେବେ ବନ୍ଧୁଗଣ ଆପଣ ମାନେ ସିସିଟିଭି କେମେରା ରାରେ କଏଦ ହୋଇଥିବା ଦୃଶ୍ୟକୁ ଦେଖନ୍ତୁ। ରାସ୍ତାରେ ଜଣେ ୧୫ ବର୍ଷୀୟ ଯୁବତୀ ଯାଉଥିଲେ। ହଠାତ ଦୁଇଜଣ ଯୁବକ ବାଇକ ରେ ଆସିଲେ ଜଣେ ଯୁବକ ବାଇକ ରୁ ଓଲ୍ହାଇ ଯୁବତୀଙ୍କ ମୋବାଇଲ ଛୋଡେଇ ଦୌଡ଼ି ପଳେଇବା ପାଇଁ ଉଦ୍ୟମ କରୁଥିଲା। ଯୁବତୀ ଜଣଙ୍କ ନିଜ ଜୀବନକୁ ନ ଡରି ଚୋରକୁ ଦୌଡ଼ି ଧରି ଥିଲା ଆଉ ଏମିତି ଧରିଥିଲା ଯେ ଚୋର ଖସି ପାରୁନଥିଲା। ଆଉ ଜଣେ ବାଇକରେ ବସିଥିବା ଚୋର ଯୁବତୀଙ୍କ ମୁଣ୍ଡକୁ ମାରିବା ପାଇଁ କହୁଥିଲା।

ତେବେ ଚୋର କିଛି କରିବା ପୂର୍ବରୁ ଯୁବତୀର ଚିତ୍କାର ଶୁଣି କିଛି ଲୋକ ଆସି ପହଞ୍ଚିଗଲେ ଏବଂ ଚୋର ଟିକୁ କାବୁ କଲେ। ଆଉ ଜଣେ ଚୋର ଲୋକ ଆସୁଥିବା ଦେଖି ବାଇକ ଚଳେଇ ପଳେଇଲା। ତେବେ ଏହି ସବୁ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କେମେରା ରେ ରେକର୍ଡ ହୋଇ ଯାଇଛି। ତେବେ ଏତେ କମ ବୟସର ଯୁବତୀ ନିଜର ଏପରି ସାହାସିକତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଯୁବତୀ ଜଣଙ୍କର କିଛି ହୋଇ ନାହିଁ ଧସ୍ତା ଧସ୍ତି ସମୟରେ ମାଟିରେ ପଡି ସମାନ୍ୟ ଗୋଡ଼ ହାତ ଖଣ୍ଡିଆ ହୋଇ ଯାଇଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯୁବତୀ ଙ୍କ ଏଭଳି ସାହାସିକତା ପାଇଁ ସୋସିଆଲ ମିଡିଆରେ ପ୍ରଶଂସା ର ସୁଅ ଛୁଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।