ଦେଖନ୍ତୁ ଭୟାନକ ଦୃଶ୍ୟ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ, ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ସୋସିଆଲ ମିଡିଆରୁ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।ତେବେ ସେହିପରି ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ଖବର। ଦର୍ଷକବନ୍ଧୁ ଥରେ ଆପଣମାନେ ଭଲକରି ଦେଖନ୍ତୁ ଏହି ଭିଡିଓ ରେ ଥିବା ଦୃଶ୍ୟ ଆଉ ଭାବନ୍ତୁ କିପରି ଅଳ୍ପକେ ବର୍ତ୍ତି ଯାଇଥାଏ ଜଣଙ୍କର ଜୀବନ। କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ।

କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ କାହା ମାଧ୍ୟମରେ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଆପଣ ଏଭଳି ଘଟଣା ସମ୍ପର୍କରେ ନିହାତି ଆଗରୁ ମଧ୍ୟ ଆସିଥିବେ, ଯେଉଁ ଘଟଣାରେ ଆପଣ ଦେଖିବାକୁ ପାଇଥିବେ ଯେ କିଭଳି ଭାବରେ ଅଳ୍ପକେ ଜଣଙ୍କ ଜୀବନ ବହୁତ ବଡ଼ ବିପଦରୁ ରକ୍ଷା ପାଇ ଯାଇଥାଏ।

ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି। ତେଣୁ କୁହାଯାଏ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ବାସ୍ କେବଳ ଆମର ସାବଧାନତା ଏବଂ ସଚେତନତା ରହିବା ଦରକାର। ଆଉ ଯଦି ଆମ ସହ କିଛି ଖରାପ୍ ହେବାର ନଥିବ ତେବେ ଏହା ହେବ ନାହିଁ। ଆମେ କହିବାକୁ ଯାଉଥିବା ଘଟଣାଟି ଠିକ୍ ସେହିପରି।

ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ବାଇକ୍ ରେ ଆସୁଥିବା ମହିଳା ଏବଂ ପୁରୁଷ ନିଜ ଘରେ ପହଞ୍ଚି ଯେତେବେଳେ ଗେଟ୍ ଭିତରେ ନିଜ ଗାଡ଼ିକୁ ଭର୍ତ୍ତି କରିଛନ୍ତି ଠିକ୍ ସେହି ସମୟରେ ଦୁଇଜଣ ଡକାୟତ ଆଉ ଏକ ଗାଡ଼ିରେ ପଛପଟୁ ଆସି ବନ୍ଧୁକ ବାହାର କରି ଘର ଭିତରକୁ ପଶିବାକୁ ଉଦ୍ୟମ କରିବା ପୂର୍ବରୁ ଗେଟ୍ ଟି ଆପେ ଆପେ ବନ୍ଦ ହୋଇ ଯାଉଛି। କେବଳ ଅଳ୍ପ କ୍ଷଣ ର ପାର୍ଥକ୍ୟ ଯୋଗୁଁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଉଛି। ଏହି ଘଟଣା ରେକର୍ଡ ହୋଇଚି ସିସି ଟିଭିରେ ଆଉ ପରେ ଭାଇରାଲ ହେବାପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।