ଦେଖନ୍ତୁ Live ଭିଡିଓ – cctv ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0

ବନ୍ଧୁଗଣ ଆଜିକାଲି ଅନ୍ ଲାଇନ ରେ ସବୁକିଛି ହେଉ ଥିବାର ଆପଣ ଦେଖିବାକୁ ପାଉଥିବେ। ପ୍ରାୟତଃ ଅଧିକାଂଶ କାମ ଆମେ ଅନ୍ ଲାଇନ୍ ରେ କରି ଦେଇ ଥାଉ ଯାହା ଆମ ପାଇଁ ସହଜ ହୋଇ ଯାଇଥାଏ। ଯେ କୌଣସି ପସନ୍ଦ ର ଜିନିଷ ଆମେ ଅନ୍ ଲାଇନ୍ ରେ ଅର୍ଡର କରି ଦେଇ ଥାଉ ଆଉ ଏହା ଆସି ଆମ ପାଖରେ ପହଞ୍ଚି ଯାଇଥାଏ। ତେବେ ଆଜିର ଜମାନା ରେ ଅନ୍ ଲାଇନ ରେ ଜିନିଷ ଅର୍ଡର କରିବା ପ୍ରାୟତଃ ସାଧାରଣ ହୋଇ ଗଲାଣି। ଲୋକେ କାର୍ଯ୍ଯ ବ୍ୟସ୍ତତା ରେ ରୋଷେଇ ନକରି ମଧ୍ୟ ଅନ୍ ଲାଇନ୍ ରୁ ଜିନିଷ ଅର୍ଡର କରି ଖାଇ ଦେଉଛନ୍ତି। ସବୁ ମନ ପସନ୍ଦର ଖାଇବା ଅନ୍ ଲାଇନ୍ ରେ ଅତି ସହଜରେ ଅଳ୍ପ ସମୟ ମଧ୍ୟରେ ପହଞ୍ଚି ଯାଇ ପାରୁଛି।

ଘରକୁ କୁଣିଆ ଆସିଲେ ସହର ମାନଙ୍କରେ ଆଜିକାଲି ଖାଦ୍ୟ ଜଲଦି ପ୍ରସ୍ତୁତ କରିବା ପରିବର୍ତ୍ତେ ଅନ୍ ଲାଇନ୍ ରୁ ଅର୍ଡର କରି ଅଳ୍ପ ସମୟ ମଧ୍ୟରେ ଅତିଥି ଙ୍କୁ ଦିଆ ଯାଇ ପାରୁଛି। ତେବେ ଯେତେବେଳେ କେହି ଅନ୍ ଲାଇନ୍ ଖାଇବା ଅର୍ଡର କରନ୍ତି ଏଥିପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି କୁ ସେଠାରେ ସୂଚାଇ ଥାଆନ୍ତି।ସେହି ସମୟ ଭିତରେ ଖାଇବା ତାଙ୍କୁ ଦରକାର୍ ଏବଂ ଅର୍ଡର ହେଉଥିବା ସାଇଟ୍ ପକ୍ଷରୁ ମଧ୍ୟ ଏକ ଫିକ୍ସ ଟାଇମ୍ ଦିଆ ଯାଇଥାଏ। ଆଉ ଏହାକୁ ନେଇ ଲୋକଙ୍କ ପାଖରେ ପହଞ୍ଚେଇବାର କାମ କରନ୍ତି ଡେଲିଭରି ବୟ ମାନେ।

ତେଣୁ ସେମାନଙ୍କ ପାଇଁ ଏହି ଅର୍ଡର କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପହଞ୍ଚାଇବା ର ଟାର୍ଗେଟ ରହିଥାଏ।ଏଥିପାଇଁ ସେମାନେ ଅନେକାଂଶ ରେ ରାସ୍ତାରେ ଦ୍ରୁତ ବେଗରେ ଗାଡ଼ି ଚଳାଇ ଯାଇଥାନ୍ତି। ବେଳେବେଳେ ଟ୍ରାଫିକ ରେ ଫସି ରହିଗଲେ ବିଳମ୍ବ ହୋଇ ଯିବାର ସମ୍ଭାବନା ଥିବାରୁ ସେମାନେ ଟ୍ରାଫିକ ରୁ ଖସିବା ପାଇଁ ମଧ୍ୟ ଉପାୟ ବାହାର କରିଥାଆନ୍ତି। ତେବେ ଏବେ ଆମ ନିକଟରେ ଏକ ଭିଡିଓ ରହିଛି ଯାହାକୁ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଜଣେ ଡେଲିଭରି ବୟ କିପରି ଚତୁରତାର ସହ ଟ୍ରାଫିକ ସିଗ୍ନାଲ ପଡ଼ି ଥିବା ବେଳେ ସେ ଗାଡ଼ି ବୁଲାଇ ଚାଲି ଯାଉଛନ୍ତି ତାହା ଦେଖିବାକୁ ମିଳିଛି।

ସେ ଏକ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ କିପରି ଟ୍ରାଫିକ ନିୟମ ଭାଙ୍ଗି ଗ୍ରୀନ ସିଗ୍ନାଲ ଥିବା ପାର୍ଶ୍ଵକୁ ଚାଲି ଯାଉଛନ୍ତି ଥରେ ଆପଣ ଦେଖନ୍ତୁ।ତେବେ ଏମିତି କରିବା ଦ୍ବାରା ସେମାନେ ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟ ମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। କେତେବେଳେ ତାଙ୍କୁ ଏଥିପାଇଁ ବଡ଼ ଧରଣର ଅଘଟଣ ର ସମ୍ମୁଖିନ ହେବାକୁ ପଡ଼ିବ ତାହା କିଏ ଜାଣେ। ତେଣୁ ଦୟାକରି ଏପରି କରନ୍ତୁ ନାହିଁ। ଦୟାକରି ଟ୍ରାଫିକ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ଭାବରେ ଅର୍ଡର କୁ ନେଇ ପହଞ୍ଚାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।