ଦେଖନ୍ତୁ shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପୃଥିବୀର ସମସ୍ତ ଦେଶ ମାନଙ୍କ ମଧ୍ୟରୁ, ଭାରତ ଜନ ସଂଖ୍ୟାରେ ଦିତୀୟ ସ୍ଥାନ ଗ୍ରହଣ କରିଛି। ତେବେ ଜନ ସଂଖ୍ୟା ବଢିବା ଦ୍ୱାରା, ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାର ବିଶୃଙ୍ଖଳା ଦେଖାଗଲା। ରାସ୍ତା ଘାଟରେ ଗାଡି ଚଳାଚଳ ରେ ଅସୁବିଧା ସୃଷ୍ଟି ହେଲା, ପ୍ରତିଦିନ ଗାଡି ଏକ୍ସିଡେଣ୍ଟ ରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେ। ସେଥିପାଇଁ ସରକାର ଏହି ଦୃଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ହେଲିମେଣ୍ଟ ପିନ୍ଧିବା, ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଇତ୍ୟାଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି।

କିନ୍ତୁ ଲୋକ ମାନେ ଏସିସବୁ ନିୟମ ଉଲଂଘନ କରି ନିଜ ମୃତ୍ୟୁକୁ ନିଜେ ଡାକିଥାନ୍ତି। ଅନେକ ସମୟରେ ଆପଣମାନେ ଦେଖିଥିବେ, ଯେ ନୀୟମ ଉଲଘଂନ କରିବା ଦ୍ଵାରା ଭୟଙ୍କର ଦୃଘଟଣା ଘଟିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଘଟଣା ଦେଖିବା ପାଇଁ ମିଳିଛି, ଯାହା ଦେଖିଲା ପରେ ଆପଣଙ୍କ ରୁମ ଟାଙ୍କୁରି ଉଠିବ, ତେବେ ବନ୍ଧୁଗଣ ଏହିଭଳି ଭୟଙ୍କର ଦୃଘଟଣା ଦେଖିଲା ପରେ ଆପଣ ମାନେ ଆଉ ଦ୍ରୁତ ଗାଡି ଚଳାଇବା ପାଇଁ ମନ କରିବେ ନାହିଁ। ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ନଜର ପକାଇବା;

ତେବେ ବନ୍ଧୁଗଣ ଆପଣମାନେ ବିଡ଼ିଓଟିରେ ଦେଖିପାରୁଥିବେ, ଜଣେ ଲୋକ ସ୍କୁଟି ଚଳାଇ ରାସ୍ତା ପାର ହେଉଥିଲା। ଠିକ ଏହି ସମୟରେ ଆଗରେ ବାଇକ ଆସୁଥିବାର ଦେଖିନଥିଲା। ସ୍କୁଟି ଚଳାଇ ଆସୁଥିବା ଲୋକକୁ ବଞ୍ଚିବା ପାଇଁ ବାଇକ ଆରହି ରାସ୍ତା ବାମ ପଟେ ଥିବା ଦୋକାନ ବାରଣ୍ଡାରେ ପିଟିହୋଇଗଲା। ଏହାପରେ ସେ ୧୫ ଫୁଟ ଦୂରକୁ ଛିଟିକି ପଡିଥିଲା। ପୂରା ଫିଲ୍ମ ଷ୍ଟାଇଲରେ ଉଡି ଉଡି ପଡିଥିଲା। ସ୍କୁଟି ଵାଲା ବଞ୍ଚିଗଲେ କିନ୍ତୁ ବାଇକ ଵାଲା ୧୫ ଫୁଟ ଦୂରରେ ପଡିବା ପରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ବାଇକ ବାଲାର ଦୋଷ ନଥାଇ, ତାଙ୍କୁ ବଞ୍ଚାଇବା ପାଇଁ ନିଜର ଜୀବନ ଚାଲିଗଲା। ଯଦି ସ୍କୁଟି ଵାଲା ସାବଧାନତା ସହକାରେ ଗାଡି ରାସ୍ତା ପାରିହୋଇ ଥାଆନ୍ତେ, ନିଶ୍ଚିତ ଭାବରେ ଆଜି ଜଣଙ୍କର ବହୂ ମୂଲ୍ୟ ଜୀବନ ଯାଇ ନଥାନ୍ତା। ଅନ୍ୟର ଅସାବଧାନତା ପାଇଁ ଜଣକର ବହୂମୂଲ୍ୟ ଜୀବନ ଚାଲିଗଲା। ତେଣୁ ବନ୍ଧୁଗଣ ଆପଣ ମାନେ ସଦାସର୍ଵଦା ମନେ ରଖନ୍ତୁ। ସରକାରଙ୍କ ନିୟମ ମାନି ଗାଡି ଚଳାନ୍ତୁ, ଦ୍ରୁତ ବେଗରେ ଗାଡି ଚଳାନ୍ତୁ ନାହିଁ, ହେଲିମେଣ୍ଟ ପିନ୍ଧି ଗାଡି ଚାଳନା କରନ୍ତୁ, ଟ୍ରାଫିକ ନିୟମ ପାଳନ କରନ୍ତୁ, ବିଳମ୍ବରେ ହେଉ ପଛ କେ ଆପଣଙ୍କ ବହୁ ମୂଲ୍ୟ ଜୀବନ ରକ୍ଷା ହୋଇ ପାରିବେ। ନିଜେ ସତର୍କ ହୁଅନ୍ତୁ, ଅନ୍ୟକୁ ସଚେତନ କରାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।