ଦେଖନ୍ତୁ Live ଭିଡିଓ – CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେ

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଏକ ଘଟଣା ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏମିତି ବହୁତ୍ କିଛି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର କାରଣ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ।

ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ ଯାହା ସି ସି ଟିଭି ରେ ରେକର୍ଡ ହେବା ପରେ ଯାଇ ସାମ୍ନାକୁ ଆସିଥିଲା। ଆଉ ପରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ସେୟାର ଓ ପୋଷ୍ଟ ହେବାରେ ଲାଗିଛି। ଏହି ଭିଡିଓ ଟି ହେଉଛି ଏକ ଲୁଟେରା ର ଚୋରି ଡକାୟତି ସମୟର ଭିଡିଓ। ଆପଣ ତ ଜାଣିଛନ୍ତି ଆଜିର ସମାଜ କେତେ ତଳ ସ୍ତରକୁ ଗଲାଣି।ଯାହା କିଛି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି। ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି।

କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟିବାର ଲାଗିଛି।ଚୋରି,ଲୁଟ୍, ଡକାୟତି ଭଳି ଅମାନୁଷିକ ଏବଂ ଆଇନ୍ ବିରୋଧୀ ଘଟଣା ମାନ ଅନେକାଂଶରେ ଦେଖିବାକୁ ମିଳୁଛି ଆଜିର ଦୁନିଆରେ। ସେହିଭଳି ଏଠାରେ ଭାଇରାଲ ହୋଇଥିବା ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜଣେ ଲୁଟେରା, ଡକାୟତ ରାତି ଅଧରେ ନିଜ ହାତରେ ମାରଣାସ୍ତ୍ର ଧରି ଲୁଟ୍ କରୁଚି ଏକ ଦୋକାନ ରୁ।

ଏଠାରେ ଲୁଟେରା ମାନେ ସଂଘବଦ୍ଧ ଭାବରେ ଦୋକାନ ଭିତରେ ପ୍ରବେଶ କରି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ସରଞ୍ଜାମ ଚୋରି କରି ନେଉ ଛନ୍ତି।ପଲାସ୍ ପଲ୍ଲୀ ଭିଆଇପି ଅଞ୍ଚଳରେ ଏହି ଡକାୟତି ଘଟିଛି ବୋଲି ସୂଚନା ମିଳିଛି।

ତେବେ ରାତି ୨.୪୩ ମିନିଟ୍ ରେ ଲୁଟେରା ମାନେ ଏହିଭଳି ଏକ ଭିଆଇପି ଅଞ୍ଚଳରୁ କିପରି ଭାବରେ ଲୁଟ୍ କରି ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ତା ସହ ୧.୫ ଲକ୍ଷ ଟଙ୍କାର କ୍ୟାଶ୍ ଓ କିଛି ଚେକ୍, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ଏହି ଡକାୟତି ରେ ୪ ଜଣ ଦୁର୍ବୃତ୍ତ ସାମିଲ୍ ଥିଲେ ବୋଲି ବା ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ଜଣା ପଡିଛି।

ରୁମାଲ୍ ରେ ମୁହଁ ଢାଙ୍କି ଲୁଟେରା ମାନେ ଡକାୟତି କରିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ କଷ୍ଟକର ହେଉଛି ବୋଲି ତଦନ୍ତରେ ଜଣା ପଡିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।