ଦେଖନ୍ତୁ Live ଭିଡିଓ – cctv ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0

ସାମ୍ପ୍ରତିକ ପରିସ୍ଥିତିରେ ଯେବେଠୁ ସୋସିଆଲ ମିଡ଼ିଆ ଭଳି ଟେକ୍ନୋଲୋଜ ଆସିଲା ପ୍ରତିଦିନ ସମାଜରେ କିଛି ବା ଅନ୍ୟ ଘଟଣା ଘଟୁଛି, କେଉଁଠି ହତ୍ୟା କରାଯାଉଛି ତୋ କେଉଁଠି ଚୋରି ହୁଏ, ଲୁଟ, ତେବେ ଏସବୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଆମେ 20 ବର୍ଷ ପଛକୁ ଚାଲିଯିବା, ତେବେ ଆମ ସମାଜରେ ଏପରି କୌଣସି ଘଟଣା ଦେଖିବା ପାଇଁ ମିଳୁନଥିଲା , ସମସ୍ତେ ଏକାଠି ଅତ୍ୟାନ୍ତ ଖୁସିରେ ରହୁଥିଲେ ସମସ୍ତ ମଧ୍ୟରେ ଭାଇଚାରା ଭଳି ଗୁଣ ରହିଥିଲା ଅନ୍ୟର ଜିନିଷ ପ୍ରତି କାହାର ବି ଲୋଭ ନଥିଲା। କିନ୍ତୁ ବର୍ତ୍ତମାନ ଲୋକ ମାନଙ୍କ ମଧ୍ୟରେ ମାନବିକତା ଭଳି ଗୁଣ ର ହ୍ରସ ଘଟୁଛି।

ଯଦି ଏଭଳି କୌଣସି ଘଟଣା ଘଟୁଛି ତେବେ ସୋସିଆଲ ମିଡ଼ିଆ ରେ ତାହା ସଙ୍ଗେ ସଙ୍ଗେ ଭାଇରାଲ ଭାଇରାଲ ହୋଇଯାଏ। ତାହା ଲୋକ ମାନେ ଶିଘ୍ର ଅବଗତ ହୋଇ ଯାଆନ୍ତି, ତେବେ ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତି ରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକି ଜଣେ ବୃଦ୍ଧା ମହିଳା ରାସ୍ତାରେ ଅଟକାଇ ଜଣେ ଯୁବକ ଚେନ ଲୁଟୁଥିବାର ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି। ତେବେ ଆପଣ ମାନଙ୍କୁ ଏହା ଏକ ସାଧାରଣ ଘଟଣା ଲାଗୁଥିଲେ ପ୍ରାକୃତ ରେ ଏହା ଅତ୍ୟନ୍ତ ଦୁଃଖ ଦାୟକ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ଏହି ଭାଇରାଲ ଭିଡ଼ିଓ ରେ ଦେଖାଯାଉଛି ଯେ ଜଣେ ବୃଦ୍ଧ ମହିଳା ରାସ୍ତା ରେ ଯାଉଛନ୍ତି ଏବଂ ଜଣେ ବ୍ୟକ୍ତି ସ୍କୁଟିରେ ଆସି ତାଙ୍କ ପାଖରେ ଠିଆ ହେଉଛନ୍ତି ଏବଂ ତାଙ୍କ ସହ କିଛି ବାର୍ତ୍ତାଳାପ ମଧ୍ୟ କରୁଛନ୍ତି। ତାଙ୍କ ସହ କଥାବାର୍ତ୍ତା ହେବା ସମୟ ପରେ ହଠାତ ମହିଳାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ହାତରେ ଟାଣିନେଉଛନ୍ତି। ତେବେ ମହିଳା ଜଣଙ୍କ ତାଙ୍କ ଠାରୁ ହାରଟି ଛଡେଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ତାପରେ ବ୍ୟକ୍ତି ଜଣଙ୍କ ବୃଦ୍ଧା ମହିଳା ଜଣଙ୍କୁ ଠେଲି ଦେଇ ସ୍କୁଟିରେ ପଳେଇଯାଉଛନ୍ତି। ମହିଳା ଜଣଙ୍କ ପଡିଯାଇ ଲହୁ ଲୁହଣ ହୋଇ ହୋଇ ମଧ୍ୟ କିଛି ବାଟ ସେହି ଯୁବକ ଙ୍କ ପଛେ ପଛେ ଗଡେଇ ଗଲେ କିନ୍ତୁ ଯୁବକ ଜଣଙ୍କ ପଳେଇଲେ।

ତେବେ ଏହିସବୁ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି ରେ କଏଦ ହୋଇଯାଇଛି। ତେବେ ଯଦି ସେଠାରେ କେହି ଲୋକ ଥାନ୍ତେ, ହୁଏତ ଯୁବକ ଜଣଙ୍କ ଧାରା ପଡିଯାଇଥାନ୍ତା। କିନ୍ତୁ ସିସିଟିଭି ରେ କଏଦ ହୋଇଥିବା ଭିଡ଼ିଓ ରେ ସେ ବୃଦ୍ଧା ମାଉସୀ ଯେପରି ପଡିଯାଉଛନ୍ତି, ପ୍ରକୃତରେ ଭାରି ଦୁଃଖ ଦାୟକ ବିଷୟ , ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ରେ ପୋଷ୍ଟ ହେବା ପରେ ଏହା ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ତେବେ ଅନେକ ଲୋକ ଏହି ଭିଡ଼ିଓ ଦେଖି ଯେତିକି ଦୁଃଖ ପ୍ରକାଶ କରୁଛନ୍ତି, ରାଗ ମଧ୍ୟ ଆସୁଛି ଏଭଳି କୁତ୍ସିତ କାମ କରିଥିବା ଯୁବକ ଉପରେ, ତେବେ ବନ୍ଧୁଗଣ ଆପଣ କୌଣସି ଅଜଣା ବ୍ୟକ୍ତି ଉପରେ ଅତି ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।