ଦେଖନ୍ତୁ Live ଭିଡିଓ : cctv ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି…

0

ସମାଜରେ କିଛି ନା କିଛି ଅପରାଧ ଦେଖିବା ପାଇଁ ମିଳୁଛି, ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ବନ୍ଧୁଗଣ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ କରନା କାଳରେ ଚୋରି ବହୁ ମାତ୍ରାରେ ବଢିଯାଇଛି। ମହାମାରୀରେ ଲକଡାଉନ କାରଣରୁ ଲୋକଙ୍କ ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଆପଣ ମାନେ ଦେଖିଥିବେ ଦିନ ଦ୍ୱିପ୍ରହର ରେ ଲୁଟ ହେଉଛି, ଘରେ ବ୍ୟାଙ୍କ, ବାଟରେ ଯାଉଥିବା ଲୋକଙ୍କ ଠାରୁ ଇତ୍ୟାଦି ଏଭଳି ଘଟଣା ଆଜିକାଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣାଟି ହେଉଛି 2ଜଣ ଚୋର ATM ଭିତରକୁ ପଶି ଜଣେ ମହିଳାଙ୍କ ହାତରୁ ଟଙ୍କା ଚୋରି କରି ନେଇ ଯାଇ ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ନୀଳାଦ୍ରି ଵିହାର ADM ଛକରେ ଜଣେ ମହିଳା ରହନ୍ତି। ମହିଳା ଜଣଙ୍କୁ କିଛି ଟଙ୍କା ଉଠାଇବାର ଥିଲା ସେ, ଜୁଲାଇ ୬ ତାରିଖ ଦିନ ରାତି ୮ ଟାରେ ସେହି ମହିଳା ଜଣଙ୍କ ଆଉ ତାଙ୍କ ସାଙ୍ଗ ଦୁହେଁ ମିଶି ପଇସା ଉଠାଇବା ପାଇଁ ATM କୁ ଗଲେ। ତାଙ୍କର 50,000 ଟଙ୍କା ଉଠେଇବାର ଥିଲା, ମହିଳା ଜଣଙ୍କ କହିବା ଅନୁସାରେ, ତାଙ୍କୁ ଜଣାନଥିଲା, ଯେ ସେମାନଙ୍କୁ ୨ ଜଣ ଯୁବକ ଫଲୋ କରୁଛନ୍ତି। ତାପରେ ATM ଭିତରକୁ ପଶି ଟଙ୍କା ଉଠାଇବା ଭିତରକୁ ଗଲୁ, ତାଙ୍କ ସାଙ୍ଗକୁ କହିଲା ଯେ ଟଙ୍କା ଉଠାଇ କି ଦେ ପର୍ସରେ ରଖୁଛି। ପର୍ସରେ ପଇସା ରଖୁଥିବା ସମୟରେ ଯେଉଁ ଲୋକ ମାନେ ସେମାନଙ୍କୁ ଫଲୋ କରୁଥିଲେ, ସେଠାରେ ସେମାନେ ପଇସା ଉଠାଇବା ପାଇଁ ଠିଆ ହୋଇଥିଲା।

ପଇସା ଉଠାଇ ପର୍ସକୁ ଡାହାଣ ହାତରେ ଧରି ଥିବା ସମୟରେ, ଦୁଇ ଜଣ ଆସି ତାଙ୍କ ହାତରୁ ପର୍ସ ଛଡାଇ ଜୋର ଝିଙ୍କି ନେଇ ପଳାଇଗଲେ ଏବଂ ତାଙ୍କୁ ବହୁତ ଚେଷ୍ଟା କରିବା ସ୍ଵତେ ମଧ୍ୟ ତାଙ୍କୁ ଧରି ପାରିଲି ନାହିଁ ଓ ସେହି ସମୟରେ ବହୁତ ଲୋକ ମାନଙ୍କର ମଧ୍ୟ ଭିଡ ଜମି ଗଲା ତଥାପି ଚୋରକୁ ଧରି ପାରିଲେ ନାହିଁ। ତା ‘ପରେ ପୋଲିସକୁ ଯୋଗାଯୋଗ କରାଗଲା ଓ ପୋଲିସ ଆସି ପଂହଁଚି ପଚରା ଉଚରା କଲେ, ଆମ ଏଫେୟାର ଦର୍ଜ କରାଗଲା ଏବଂ ଏହି ଘଟଣାକୁ ପୋଲିସ ତଦନ୍ତ କରି ସନ୍ଧ୍ୟା ବେଳେ ଚୋରକୁ ଧରିଛନ୍ତି, ଜଣଙ୍କୁ ଗିରଫ କରି ହାଜତରେ ପୁରାଇ ଛନ୍ତି ଓ ଅନ୍ୟ ଜଣେ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।