ଦେଖନ୍ତୁ ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ଆଜି କାଲିର ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ସମାଜରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି। ଆମ ସମାଜରେ ପ୍ରତ୍ୟେକ ଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଇଥାଉ । ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାତ୍ରାରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଧୀରେ ଧୀରେ ସମାଜରେ ଅନ୍ୟାୟ ଅତ୍ୟାଚାର ସୀମା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଯୁଗରେ ଆମେ ଖୁବ ସହଜରେ ଏଭଳି ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ। ବର୍ତ୍ତମାନ ର ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ବାହାରକୁ ବାହାରିବା ପାଇଁ ଡ଼ରିବେ। ଯାହାକି ଜଣେ ବ୍ୟକ୍ତି ଙ୍କୁ ତିନିଜଣ ଦୁର୍ଭୂତ ଚତୁରତାର ସହିତ ଲୁଟ କରୁଥିବା ଦୃଶ୍ୟ ବର୍ତ୍ତମାନ ସିସିଟିଭି କେମେରା ରେ କଏଦ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଳି ଭଳି ବେଗରେ ଭାଇରାଲ ହେବାରେ ଲାଗିଛି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ତେବେ ସିସିଟିଭି ରେ କଏଦ ହୋଇଥିବା ଭିଡ଼ିଓଟିରେ ରାସ୍ତା ରେ ଜଣେ ଭଦ୍ର ଭଳି ଦେଖା ଯାଉଥିବା ଯୁବକ ଯାଉଛନ୍ତି, ତାଙ୍କ ସାମ୍ନାରେ ଅନ୍ୟ ଜଣେ ବୟସ୍କ ଲୋକ ଯାଉଛନ୍ତି। ଯୁବକ ଜଣକ ଜାଣିଶୁଣି ଯୁବକକୁ ଧକ୍କା ଦେଲା, ଏବଂ ତାପରେ ସେହି ବୟସ୍କ ବ୍ୟକ୍ତିଙ୍କ ସହିତ ଝଗଡା କରିବା ପାଇଁ ଲାଗିଲେ। ହଠାତ ସେହି ସମୟରେ ଆଉ ଦୁଇଜଣ ବାଇକ ରେ ଆସି ପହଁଚିଲେ ଏବଂ ସେମାନେ ମଧ୍ୟ ବୟସ୍କ ବ୍ୟକ୍ତିକୁ ଗାଳି କରିଲେ ତେବେ କଥା ହେଉଥିବା ସମୟରେ ହଠାତ ତାଙ୍କ ପକେଟରେ ଦେଖିଲେ କିଛି ନଥିବାର ଲାଗିଲା।

ତାପରେ ଯୁବକ ଜଣକ ପଳେଇବାର ବାହାନା କଲେ ପୁଣି ବୁଲିପଡ଼ି ସେହି ବୟସ୍କ ବ୍ୟକ୍ତିଙ୍କ ବେକରେ ହାତ ବଡେଇ ସୁନା ଚେନ ଲୁଟିନେଲେ। ଏବଂ ଅନ୍ୟ ଦଇୁଜଣଙ୍କ ଗାଡ଼ିରେ ବସି ପଳେଇଲେ। ତେବେ ସିସିଟିଭି ରେ କଏଦ ହୋଇଥିବା ବିଡ଼ିଓ ରେ ସେହି ଯୁବକଙ୍କୁ ପୋଲିସ ଧରିବା ପାଇଁ ସକ୍ଷମ ହୋଇଥିଲେ। ବାସ୍ତବରେ ବୟସ୍କ ବ୍ୟକ୍ତିଙ୍କୁ କିଛି ଜଣା ପଡୁନଥିଲା କି ସେ ଚୋର ବୋଲି, ତାଙ୍କ ଠାରୁ ଜିନିଷ ଛଡେଇ ନେବେ। ଯେତେବେଳ ଜିନିଷ ନେଇ ପଳେଇଲା ସେତେବେଳେ ଚୋର ବୋଲି ଚିନ୍ହି ପାରିଲେ । ତେଣୁ ବର୍ତ୍ତମାନ ର ଧୀରେ ଧୀରେ ଲୋକ ମାନବିକତା କୁ ଭୁଲି ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।