ଅପରାଜିତା ( Aparajita ) ଙ୍କ ଘରେ ଫୁଟିଲା ବ୍ରହ୍ମକମଳ, ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର !… ଦେଖନ୍ତୁ Video

ବନ୍ଧୁଗଣ ଆପଣ ଏହି ଦୁନିଆରେ ଅନେକ ପ୍ରକାର ଫୁଲ ଦେଖିବାକୁ ପାଉଥିବେ ହେଲେ ଆପଣ କେବେ ବ୍ରହ୍ମ କମୋଳ ଫୁଲ ଦେଖିଛନ୍ତି |ଏହାର ନାମ ଆଗରୁ ଶୁଣିଛନ୍ତି ଏହି ଫୁଲର ମହତ୍ୱ ବିଷୟରେ ଆପଣ ଜାଣିଛନ୍ତି କି |ଏହି ଫୁଲ ସମସ୍ତଙ୍କ ଘରେ ଫୁଟି ନଥାଏ ଏହା ଭଗବାନଙ୍କ ଆଶୀର୍ବାଦ ଥିଲେ କିମ୍ବା ଆଗକୁ ଆସୁଥିବା ସମୟ ଯଉଁ ଗୃହ ପାଇଁ ଶୁଭ ହୋଇଥାଏ, ଏହି ଫୁଲ ସେହି ଘରେ ଫୁଟି ସେହି ଗୃହକୁ ଶୁଭ ସଂକେତ ଦେଇଥାଏ |ମୁଁ ଆଜି ଆପଣଂକୁ ଏହି ବ୍ରହ୍ମ କମୋଳ ଫୁଲର ମହତ୍ୱ ଏବଂ ଏହି ବ୍ରହ୍ମ କମୋଳ କାହା ଗୃହରେ ଫୁଟିଥିଲା ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ବନ୍ଧୁଗଣ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଏହି ବ୍ରହ୍ମ କମୋଳ ଫୁଲ ଏକ ଅଲୌକିକ ଫୁଲ ଅଟେ, ଏହା ଡାଳରୁ କିମ୍ବା ଡେମ୍ଫରୁ ହୋଇନଥାଏ ଏହି ଫୁଲ ଗଛର ପତ୍ରରୁ ବାହାରି ଥାଏ |ହଁ କୁହାଯାଏ ଯେ ଏହି ଫୁଲ ଅତି ଦୁର୍ଲଭ ଅଟେ ଏହା ଯାହା ବାଡ଼ିରେ ଫୁଟିଥାଏ ତାହା ଅତି ଶୁଭ ସୂଚନା ଦେଇଥାଏ |ଅନେକ ସମୟରେ ଏହି ଫୁଲ ଲୋକେ ଚୁରେଇବା ପାଇଁ ଚାହିଁ ଥାନ୍ତି,ଏହି ବ୍ରହ୍ମ କମୋଳ ଫୁଲ ରାତିରେ ହିଁ ଫୁଟିଥାଏ |ଏହି ଫୁଲଟି ଫୁଟିଛି ଆପଣ ମାନଙ୍କର ଅତି ପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କ ଘରେ, ଅପରାଜିତା ତାଙ୍କ ବାଡ଼ିରେ ଏହି ବ୍ରହ୍ମକମୋଳ ଫୁଲା ଗଛ ଲଗାଇଥିଲେ ଆଉ ସେ ଗଛରେ ଆଜି ଏହି ଫୁଲ ଫୁଟିଛି |

ଏହି ଫୁଲ ଫୁଟିବା ଅତ୍ୟନ୍ତ ଶୁଭ ବୋଲି ମାନା ଯାଉଥିବା ସମୟରେ, ଏହି ଫୁଲ ଅପରାଜିତାଙ୍କ ପରିବାର ପାଇଁ କିଛି ଶୁଭ ସଂକେତ ନେଇ ଆସିଛି ବୋଲି କୁହାଯାଇଛି |ଏହି ଗୋଟିଏ ବର୍ଷ ଭିତରେ ତାଙ୍କୁ ଅନେକ କିଛି ଦୁର୍ଦିନ ଦେଖିବାକୁ ପଡିଛି, ସେ ଅନେକ କିଛି କଷ୍ଟ ଏହି ବର୍ଷରେ ସହିଲେଣି ମାତ୍ର ତାଙ୍କର ଏବେ ଦୁଃଖର ସମୟ ସରିଗଲା କାରଣ ଏହି ବ୍ରହ୍ମ କମୋଳ ନିଶ୍ଚିତ ତାଙ୍କ ଘରପାଇଁ କିଛି ଶୁଭ ସଂକେତ ଦେବ |

ଏହି ଫୁଲ ରାତିରେ ଫୁଟିଥାଏ ଆଉ ଏହାକୁ ରାତିରେ ହିଁ ଭଗବାନଙ୍କ ଠାରେ ଅର୍ପଣ କରା ଯାଇଥାଏ, ନହେଲେ ଏହି ଫୁଲ ସକାଳ ଝଡ଼ିପଡ଼େ |ତେଣୁ ଏହି ରାତିରେ ଅପରାଜିତା ଏହି ଫୁଲକୁ ଵିଧି ପୂର୍ବକ ପୂଜା କରି ଏହାକୁ ତୋଳିଥିଲେ,ଆଉ ରାତିରେ ଭଗବାନଙ୍କୁ ଅର୍ପଣ କରିଥିଲେ |ଏହି ବ୍ରହ୍ମ କମୋଳ ଫୁଲ ଅଭିନେତ୍ରୀ ଅପରାଜିତା ଓ ତାଙ୍କ ପରିବାର ପାଇଁ ଖୁସି ନେଇ ଆସିବ ବୋଲି ସମସ୍ତଙ୍କର ଆଶା,ଅପରାଜିତାଙ୍କ ଘରେ ଏହି ବ୍ରହ୍ମ କାମୋଳ ଫୁଲ ଫୁଟିବାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment