ମୋ ବପା ୨୦ରୁ ୩୦ ବର୍ଷୀୟ ମହିଳାଙ୍କୁ ୫ ଏକରର ବଗିଚା ବୁଲେଇବାକୁ ଆଣି କରୁଥିଲେ ଏମିତି… ଦେଖନ୍ତୁ ନିଜ କଲେ ଖୁଲାସା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ସେହିଭଳି କିଛି ଘଟଣା ବର୍ତ୍ତମାନ ଦେଖିବା କୁ ମିଳିଛି | ଆଉ ଯେଉଁଠି ଝିଅ ଜଣଙ୍କ ବାପା ଙ୍କ ନାଁ ରେ ଆଣିଛନ୍ତି ହତ୍ୟା ଅଭିଯୋଗ | ଆଉ ଯାହା କୁହାଯାଉଛି କି 70 ରୁ ଅଧିକ ମହିଳା ଙ୍କୁ ମାରିଛନ୍ତି ତାଙ୍କର ବାପା | ଆଉ ପୋଲିସ ରେ ଏହି ନେଇ କହିବା ପରେ ବର୍ତ୍ତମାନ ଘଟଣା ର ତଦନ୍ତ କରୁଛି ପୋଲିସ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଅଭାବନାୟ ଘଟଣା ଟି ଦେଖିବାକୁ ମିଳିଛି ଆମେରିକା ର ଆୟୋଡ଼ା ସହରରେ | ଆଉ ଯେଉଁଠି ବାପା ଙ୍କ ନାଁ ରେ ଝିଅ ଜଣଙ୍କ ଆଣିଛନ୍ତି ସାଙ୍ଘାତିକ ହତ୍ୟା ର ଅଭିଯୋଗ | ଆଉ ଯେଉଁଠି ବାପା ଷ୍ଟାଡି କୁଆଡେ ଥିଲେ ସେରିଆଲ କିଲୋର | ଆଉ ଯେଉଁଠି କୁହାଯାଉଛି କି ତାଙ୍କର ଟାର୍ଗେଟ ରେ ରହୁଥିଲା 20-30 ଜଣ ମହିଳା | ଆଉ ଯେଉଁ ମହିଳା ମାନେ ଥିଲେ ଯୌନ କର୍ମୀ | ଆଉ ଝିଅ ଲୁସି ଙ୍କର କହିବା କଥା କି ତାଙ୍କର 5 ଏକର ର ବଗିଚାକୁ ବୁଲେଇ ଆଣିବାର ମିଛ ପ୍ରଲୋଭନ ଦେଖାଇ ମାରୁଥିଲେ ମହିଳା ଜଣଙ୍କୁ

ଆଉ ଯାହା ଦେଖିବାକୁ ମିଳିଥିଲା କି ମହିଳା ମାନଙ୍କ ମାରି ସାରିବା ପରେ ଏକ 100 ଫୁଟ ର ପରିତକ୍ତ କୂଅ ରେ ପୋତି ଦେଉଥିଲେ ମହିଳା ମାନଙ୍କ ଷ୍ଟାଡି |ଆଉ ମହିଳା ମାନଙ୍କ ର ମୁଣ୍ଡ କୁ ମଧ୍ୟ ଛେଞ୍ଚି ଦେଉଥିଲେ ଆଉ ଯାହାକୁ ଦେଖି ସେ ଖୁସି ପାଉଥିଲେ ବୋଲି ମଧ୍ୟ କୁହାଯାଇଛି |ତେବେ ଯାହା କହିଛନ୍ତି ଝିଅ ଲୁସି କି ମହିଳା ମାନଙ୍କୁ ଯୌନ ପ୍ରଲୋଭନ ଦେଖାଇ ଘରକୁ ଡାକୁଥିଲେ ଆଉ ସେଠାରେ ଏହିଭଳି ଭାବରେ ହତ୍ୟା କରାଉଥିଲେ ଲୁସି ଙ୍କର ବାପା |

ତେବେ ଯାହା ଝିଅ ଙ୍କର କହିବା କଥା କି ତାଙ୍କର ବାପା ଜଣେ ମଦ୍ୟପ ଥିଲେ | ଆଉ ଯେଉଁଥିପାଇଁ ସେ ମହିଳା ମାନଙ୍କର ହତ୍ୟା କରିବାରେ ଖୁସି ପାଉଥିଲେ | ତେବେ 70 ରୁ ଅଧିକ ମହିଳା ଆଉ 2 ରୁ ଅଧିକ ପୁରୁଷ ଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଲୁସି ଙ୍କର ବାପା |ତେବେ ଲୁସି ଙ୍କ ବାପା ଷ୍ଟାଡି ଆଉ ଏହି ଦୁନିଆରେ ନାହାନ୍ତି ଆଉ ଯାହା ଜଣା ପଡିଛି କି 2013 ମାର୍ଚ୍ଚ ରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି | ଆଉ ଝିଅ ଜଣଙ୍କର ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି |ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment