ଦୀର୍ଘ 501 ବର୍ଷ ପରେ (18 February) ଆଜି ମହାଶିବରାତ୍ରୀ ଏହି ୪ ଟି ରାଶିରେ ଲାଗିବ ଲଟେରୀ…କଣ ଆପଣଙ୍କ ରାଶି ଏଅଛି କି….

ବନ୍ଧୁଗଣ ଆଜି ହେଉଛି ପବିତ୍ର ମହାଶିବ ରାତ୍ରି, ଆଜିର ଏହି ପବିତ୍ର ଦିନଟି ପ୍ରଭୁ ଭୋଳା ଶଙ୍କରଙ୍କ ବହୁତ ପ୍ରିୟ ଅଟେ |ଏହି ଦିନ ଆପଣ ଯଦି ନିଜର ଭକ୍ତି ସହକାରେ ଭଗବାନ ଶିବଙ୍କୁ ପୂଜା କରନ୍ତି ତେବେ ସେ ଆପଣଙ୍କ ଡାକ ନିଶ୍ଚିତ ଶୁଣିବେ ଏବଂ ଆପଣଙ୍କ ମନସ୍କାମନା ସେ ନିଶ୍ଚିତ ପୂରଣ କରିବେ |ମୁଁ ଆଜି ଆପଣକୁ ଏହି ପବିତ୍ର ଜାଗର ଉପଲକ୍ଷେ ଏକ ଗୁପ୍ତ କଥା କହିବି ଯାହା ଆପଣ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ନିଜର ମନ କଥା ଜଣାଇବା ସହିତ ଯଦି ନନ୍ଦୀ କାନରେ ନିଜର ମନ କଥା ଜଣେଇବେ ତେବେ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ |ତେବେ ଆସନ୍ତୁ ଜାଣିବା ନନ୍ଦୀ କାନରେ କଣ କହିବା ସେ ବିଷୟରେ ସମ୍ପୂର୍ଣ କଥା |

ଆପଣ ଆଗରୁ କିମ୍ବା ବର୍ତମାନ ଯଉଁଠାରେ ଶିବ ମନ୍ଦିର ଦେଖିଛନ୍ତି ସବୁଠାରେ ଭଗବାନ ଶିବଙ୍କ ସାମ୍ନାରେ ନନ୍ଦୀ ରହିଥିବାର ଆପଣ ଦେଖିଥିବେ ନିଶ୍ଚିତ |ନନ୍ଦୀ ଭଗବାନ ଶିବଙ୍କ ପ୍ରିୟ ବାହନ ଅଟେ ତେଣୁ ଆପଣ ପ୍ରଥମେ ଶିବ ମନ୍ଦିର ଯିବ ପୂର୍ବରୁ ନନ୍ଦୀକୁ ପ୍ରଣାମ କରନ୍ତୁ, ଏହିପରି କଲେ ଆପଣଙ୍କ ମନର କଥା ଭଗବାନ ଶିବ ଶୁଣନ୍ତି ଏବଂ ସେ ଆପଣଙ୍କ ଉପରେ ପ୍ରସନ୍ନ ମଧ୍ୟ ହୁଅନ୍ତି |

ଶିବରାତ୍ରି ଦିନ ଆପଣ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ କ୍ଷୀର,ଦହି ଓ ଚିନିରେ ସାନ୍ନ କରାଇ ତାଙ୍କର ପୂଜା କରନ୍ତୁ, ତାଙ୍କୁ ନିଜର ଭକ୍ତିର ପୁଷ୍ପାଞ୍ଜଳି ଅର୍ପଣ କରନ୍ତୁ |ଶିବ ମନ୍ଦିରରେ ଆପଣ ଗୋଟିଏ ଦୀପ ନିଶ୍ଚିତ ଜଳାନ୍ତୁ ଏବଂ ଦୀପ ଜଳି ନିଜର ମନ କଥା ଭଗବାନ ଶିବଙ୍କୁ ଜଣାନ୍ତୁ |ଏହିପରି ଯଦି ଆପଣ ଭଗବାନ ଶିବଙ୍କୁ ପୂଜା କରିବା ସହିତ ନନ୍ଦୀ କାନରେ ନିଜର ମନ କଥା କହିବା ଆଗରୁ ନିଜର ତର୍ଜନୀ ଆଙ୍ଗୁଳି ଓ ନିଜର କନିଷ୍ଠ ଆଙ୍ଗୁଳି ନନ୍ଦିର ସିଂଘ ଉପରେ ରଖି ନିଜର ମନ କଥା କୁହନ୍ତୁ, ଏହିପରି କରିବା ଆପଣଙ୍କ ମନସ୍କାମନା ଭଗବାନ ଶିବଙ୍କ କୃପାରୁ ଶୀଘ୍ର ପୂରଣ ହୋଇଥାଏ ତାହା ସହିତ ଆପଣ ଜୀବନରେ ସର୍ବଦା ସୁଖ ଶାନ୍ତିରେ ରୁହନ୍ତି |

ଏହା ସହିତ ଆପଣ ଏହି ଦିନ ଭକତିର ସହିତ ଯଦି ଭଗବାନ ଭୋଳାନାଥଙ୍କୁ ପୂଜା କରନ୍ତି ତେବେ ଆପଣଙ୍କ ଦୁଃଖର ଦିନ ଦୂର ହେବା ସହିତ ଆପଣ ସର୍ବଦା ଖୁସିରେ ରହିବେ |ଯଉଁ କାର୍ଯ୍ୟରେ ଆଗେଇ ଚାଲିବେ ସେଥିରେ ଆପଣ ନିଶ୍ଚିତ ସଫଳତା ଲାଭ କରିବେ, ଭଗବାନ ଭୋଳାନାଥଙ୍କ କୃପାରୁ ଶିବ ରାତ୍ରି ପରଠାରୁ ଆପଣ ଜୀବନରେ ଥିବା ସମସ୍ୟା ଦୂର ହେବା ସହିତ ଆପଣ ଏହି ସମୟରେ ଧନ ଲାଭ ମଧ୍ୟ କରିପାରନ୍ତି |

ଭଗବାନ ଶିବଙ୍କ ଦୟାରୁ ଆପଣଙ୍କ ଘରେ ପାରିବାରିକ ସୁଖ ଶାନ୍ତି ଦେଖାଯିବା ସହିତ ଆପଣ ସର୍ବଦା ଖୁସିରେ ରହିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment