ଯାତ୍ରା ପେଣ୍ଡାଲରେ ଚାଲିଥିଲା ଅଶ୍ଳୀଳ ନୃତ୍ୟ ,ଡ୍ୟାନ୍ସରଙ୍କ ଉପରକୁ ଚପଲ ଫୋପାଡିଲେ ମହିଳା… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଗୋଟିଏ ଘଟଣା ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ରେ ଡାନ୍ସ କରୁଥିବା ରାଣୀ ଙ୍କୁ ନେଇକି କିଛି ଘଟଣା | ଆଉ ଯେଉଁଥିରେ କୁହାଯାଇଛି କି ରାଣୀ ଅଶ୍ଳୀଳ ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ବୋଲି ଆଉ ଏହି ଘଟଣା କୁ ବିରୋଧ କରିକି କହିଛନ୍ତି କି ଯେତେବେଳେ ଆପଣ ଟିଭିରେ ନୋଇକି ନାଚୁଥିବାର ଦେଖୁଛନ୍ତି ସେତେବେଳେ ଟିଭି କୁ ଭାଙ୍ଗି ଦେଉ ନାହାନ୍ତି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ | ଆଉ ନେଉଥିବା ରାଣୀ ପ୍ରିୟଦର୍ଶିନୀ ଯିଏ କୁ ଯାତ୍ରା ଜଗତର ଜଣେ ଜଣା ଶୁଣା ଆଇଟମ ଗାର୍ଲ ଭାବରେ ସମସ୍ତେ ଜାଣିଛନ୍ତି ତାଙ୍କ ନାଁ ରେ ବର୍ତ୍ତମାନ ଆସିଛି ଅଭିଯୋଗ | ଆଉ ତାଙ୍କ ଉପରକୁ ମନ୍ଦାକିନୀ ନାମକ ମହିଳା ଜଣକ ଅଶ୍ଳୀଳ ଭାବରେ ଡାନ୍ସ କରୁଥିବା କଥା କହିକି ତାଙ୍କ ଉପରକୁ ଚପଲ ମଧ୍ୟ ଫୋପାଡ଼ିବାରେ ଲାଗି ପଡିଛନ୍ତି | ଆଉ ଯେଉଁଥିପାଇଁ ପୋଲିସ ରେ ଅଭିଯୋଗ ମଧ୍ୟ ହେଉଛି ଏହି ଘଟଣା କୁ ନେଇକି | ଆଉ ବର୍ତ୍ତମାନ ମୁହାଁ ମୁହିଁ ହୋଇଛନ୍ତି ଦୁଇଜଣ |

ଏହି ଘଟଣା କୁ ନେଇକି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଣୀ ପ୍ରିୟଦର୍ଶିନୀ, ଆଉ ତାଙ୍କର କହିବା କଥା କି ସେ ଯାତ୍ରା ରେ କିଛି ଶାଳୀନତା କରି ନାହାନ୍ତି କି ଡ୍ରେସ ମଧ୍ୟ ଖୋଲି ନାହାନ୍ତି | ଆଉ ଯାହା ଜଣା ପଡିଛି କି ଆଉ ଯାହା ଜଣା ପଡିଛି କି ଏହି ଘଟଣା ରେ ସେ ଡ୍ରେସ ଖୋଲି ନାହାନ୍ତି ଆଉ ସବୁବେଳେ ଯେତେବେଳେ ସେ ନାଚୁଥିଲେ ସେତେବେଳେ ସେ ଭଲ ଭାବରେ ନାଚୁଥିଲେ ଆଉ ଯାହାକୁ ସମସ୍ତ ଦର୍ଶକ ମାନେ ମଧ୍ୟ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି |କିନ୍ତୁ ମନ୍ଦାକିନୀ କହିଛନ୍ତି କି ସେ ନାଇକି ନାଚୁଥିଲେ ଆଉ ଇନର ଖୋଲିଥିଲେ ବୋଲି କହିଛନ୍ତି |

ଆଉ ଯେଉଁ କଥା କୁ ନେଇକି ରାଣୀ କହିଛନ୍ତି କି ଯେତେବେଳେ ଆପଣ ଟିଭି ରେ କିଛି ଡାନ୍ସ ଭିଡିଓ ଦେଖୁଛନ୍ତି ଆଉ ହଟ ଡାନ୍ସ ଯେତେବେଳେ କରୁଛନ୍ତି ସେତେବେଳେ ଫେମିଲି ସହିତ ବସିକି ଦେଖୁଛନ୍ତି ସେତେବେଳେ କାହିଁ ଟିଭି ଭାଙ୍ଗି ଦେଉ ନାହାନ୍ତି | ତେବେ ତାଙ୍କର ଡାନ୍ସ କୁ କାହିଁକି ଚପଲ କୁ ଫୋପାଡ଼ି ବାକୁ ଲାଗିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment