ଏମିତି ମାଡ ମାରିଲା ମାଙ୍କଡ, ଯୁବକର ଭାଙ୍ଗିଲା ହାଡ ଗୋଡ… ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତୋ ସୋସିଆଲ ମିଡିଆରେ ଅନେକ ପ୍ରକାର ର ଭିଡିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ବହୁତ ମଜାଳିଆ ଭିଡିଓ ମାନ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ ସୋସିଆଲ ମିଡିଆରେ ଯାହାକୁ ଦେଖିଲେ ଆମକୁ ମଧ୍ୟ ହସ ଆସିଯାଏ | ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ବ୍ୟକ୍ତି ଜଣକ ନିଜର ଫୋଟ କୁ ଏକ ଭିନ୍ନ ପରିଚୟ ଦେବା ପାଇଁ ଆଉ ସମସ୍ତଙ୍କ ପାଖରୁ ବିଭିନ୍ନ ପ୍ରକାରର କମେଣ୍ଟ ର ଆଶା ରେ ମାଙ୍କଡ଼ ଙ୍କ ସହିତ ସେଲ୍ଫି ଉଠାଉଥିଲେ | ଆଉ ସେତିକି ବେଳେ ମାଙ୍କଡ଼ ଜଣଙ୍କ ଯୁବକଙ୍କ ମୋବାଇଲ ପକେଇବା ସହିତ ତାଙ୍କୁ ଚଟକୋଣୀ ମାରିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କରେଇ ବ୍ଲକ ଅମୃତୀୟା ଗ୍ରାମ ର ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି ସେଲ୍ଫି ନେବା ମହଙ୍ଗା ପଡିଲା ଯୁବକଙ୍କ ଉପରେ | ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ସମସ୍ତେ ଫେମସ ହେବା ପାଇଁ ଚାହିଁଥାନ୍ତି | ସେହି ଭଳି ଫେମସ ହେବା ପାଇଁ ଚାହିଁଥିଲେ ଯୁବକ ଜଣଙ୍କ | ଆଉ ସେଥିପାଇଁ ସେଲ୍ଫି କୁ ମାଧ୍ୟମ ରୂପେ ନେଇଥିଲେ ଯୁବକ ଟି |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ମାଙ୍କଡ଼ ସହିତ ସେଲ୍ଫି ନେବାର ଗୋଟିଏ ନିଶା ଲାଗି ଯାଇଥିଲା ଯୁବକଙ୍କ ମନ ଭିତରେ |ଆଉ ଯେଉଁଥିପାଇଁ ସେ କଣ କରୁଛନ୍ତି କଣ ନାଇଁ ଜାଣି ପାରୁ ନ ଥିଲେ | ତେବେ ପ୍ରଥମେ ଯୁବକ ଜଣଙ୍କ ସେଲ୍ଫି ଉଠାଇବା ରେ ମାଙ୍କଡ଼ ଙ୍କ ପାଖରୁ ଦୂରରେ ଛିଡା ହୋଇଥିଲେ ଆଉ ଉଠାଉଥିଲେ | ତେବେ ତାଙ୍କର ମନ ବୁଝିଲାଣି ସେ ପୁଣି ମାଙ୍କଡ଼ ର ପାଖକୁ ଯାଇଥିଲା ଆଉ ସେଲ୍ଫି ଉଠାଇ ବାକୁ ଲାଗି ପଡିଥିଲା | ଆଉ ଯାହାକୁ ଦେଖିକି ଜାଣି ବାକୁ ପାଇଥିଲା ମାନଙ୍କ ଟି କି ଯୁବକ ଜଣଙ୍କ ତାନଳ ସହିତ ଫୋଟ ଉଠାଉଛନ୍ତି |

ଆଉ ତାହା ପରେ ଯୁବକ ଜଣଙ୍କୁ ଏକ ଶକ୍ତ ଚାପୁଡ଼ା ଟି ମାରିବାକୁ ଲାଗିଥିଲା ମାଙ୍କଡ଼ ଟି | ଆଇ ଚାପୁଡ଼ା ଖାଇବା ପରେ ଯୁବକ ଜଣଙ୍କର ହାତ ରୁ ଫୋନ ଟି ଗଳି ପଡିଥିଲା ଆଉ ଯାହା ଫଳରେ ଫାଙ୍ଗି ଯାଇଥିଲା ଫୋନ ଟି | ତଥାପି ଯୁବକ ଜଣଙ୍କୁ ନ ଛାଡିକି ମାଙ୍କଡ଼ ଟି ଚାପୁଡ଼ା ଉପରେ ଚାପୁଡ଼ା ମାରିବାକୁ ଲାଗିଥିଲା | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିକି ଲୋକ ମାନେ ଖୁସି ମଧ୍ୟ ହେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment