ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଓଡ଼ିଶାରେ ବେଶ ଜଣା ଶୁଣା ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ଜଣଙ୍କ ତାଙ୍କର ନାତି ଙ୍କ ସହିତ ମଜା ମସ୍ତି କରିବା ପାଇଁ ଲାଗିଛନ୍ତି | ଆଉ ତାଙ୍କର ନାତି ଙ୍କ ସହିତ ମିଶିକି ଖେଳ ଖେଳିବା ସହିତ ଗୀତ ମଧ୍ୟ ଗାଇବାକୁ ଲାଗିଛନ୍ତି ଆଉ ଯାହା ପାଇଁ ସେ ବହୁତ ଖୁସି ଥିବାର ନଜର ଆସିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ନମିତା ଅଗ୍ରୱାଲ ଙ୍କ ଏହି ଭିଡିଓ ଉପରେ ନଜର ପକାଇବା
ତେବେ ଆପଣ ମାନେ ଓଡ଼ିଶାରେ ସଂଗୀତ ଜଗତରେ ଜଣେ ବହୁତ ବଡ଼ ଜଣା ଶୁଣା କଣ୍ଠଶିଳ୍ପୀ ଯାହାଙ୍କର ସ୍ୱରରେ ରହିଛି ଅପାର ଯାଦୁ | ଆଉ ଯାହାଙ୍କର କଣ୍ଠ ସ୍ବରର ଯାଦୁ ରେ ସାମସ୍ତଙ୍କ ମନରେ ଘର କରି ପାରିଛନ୍ତି ସେହି ନମିତା ଅଗ୍ରୱାଲ ଓ ତାଙ୍କର ନାତି ଙ୍କର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଯାହା କୁହାଯାଉଛି କି ପ୍ରଥମ ଥର ପାଇଁ ନମିତା ଅଗ୍ରୱାଲ ଙ୍କୁ ଦେଖିବାକୁ ମିଳିଛି ତାଙ୍କର ନାତି ଙ୍କ ସହିତ ଏହି ଭିଡିଓ ରେ |
ଆଉ ଯେଉଁଠି ଦେଖୁବାକୁ ମିଳିଛି କି ନଜର ନାତି ଙ୍କୁ କୋଳରେ ଧରିଛନ୍ତି ନମିତା ଅଗ୍ରୱାଲ, ଆଉ କୃଷ୍ଣ ଙ୍କ ରୂପରେ ମଧ୍ୟ ବହୁତ ସୁନ୍ଦର ଭାବରେ ସଜେଇ ଦେଇଛନ୍ତି ନିଜର ନାତି କୁ ନମିତା, ଆଉ କୋଳରେ ବସାଇ ଗୀତ ଗାଇ ଗେଲ୍ହ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି “ମଣି ମଣି ମଣିରେ ମୋ ନୀଳ ମଣି ” ଗୀତ ରେ ସୁନ୍ଦର ଭାବରେ ନାତି ଙ୍କ ସହିତ ମଜା କରୁଛନ୍ତି | ଆଉ ଯାହା ର ଭିଡିଓ କରି ଭାଇରାଲ ମଧ୍ୟ କରାଉଛନ୍ତି | ଆଉ ଯାହା ପାଇଁ ନମିତା ଅଗ୍ରୱାଲ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି |
ତେବେ ନିଜର ନାତି ଙ୍କ ସହିତ ଏହି ଭିଡିଓ ଟି ନମିତା ପ୍ରଥମ ଥର ବନେଇଥିବାର ନଜର ଆସିଛନ୍ତି | ଆଉ ନାତି ଙ୍କୁ କୃଷ୍ଣ ରୂପରେ ସଜେଇଥିବାରୁ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ଆଉ ଦୁଇ ଜଣଙ୍କର ଏହିଭଳି ଭାବରେ ଖୁସି ହୋଇ ମଜା କରୁଥିବାର ଭିଡିଓ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।