ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଆମ ସାମ୍ନା କୁ ଆସୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କାନ୍ଦି ପକାଇବେ | ତେବେ ସେହିଭଳି ଏକ ଦୁଃଖ ଭରା ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଶାଶୂ ଓ ତାଙ୍କର ପରିବାର ଲୋକ ମିଶିକି ବୋହୂ ଙ୍କ ସହିତ ଝଗଡା କରୁଥିଲେ ଆଉ ଯାହା ଫଳରେ ବୋହୂ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି ଥାନା ରେ | ଆଉ ଘଟଣା ପରେ ସ୍ୱାମୀ ଓ ଶଶୂର ଫେରାଲ ଥିବା କଥା ମଧ୍ୟ ସାମ୍ନା କୁ ଆସିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖୁବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉପକଣ୍ଠ କଳିଙ୍ଗ ବିହାର ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି କଟକ ସ୍ଥିତ ଗୋବିନ୍ଦ ପୁର ଥାନା ଅଧିନସ୍ଥ ପ୍ରତାପ ଙ୍କୁ 2021 ଜାନୁଆରୀ 20 ତାରିଖରେ 28 ବର୍ଷୀୟା ଝିଅ ସୁଶ୍ରୀ ସଂଗୀତା ବସ୍ତି ଙ୍କୁ ବିବାହ କରିଥିଲେ ଆଉ ଯାହାଙ୍କର ଘର ହେଉଛି ନିଆଳି ଅଞ୍ଚଳରେ |ଆଉ ଯାହା ଦେଖିବାକୁ ମିଳିଛି କି ସଂଗୀତା ଯିଏ କି ଜଣେ ନର୍ସ ର ଚାକିରୀ କରୁଥିଲେ ତାଙ୍କର ଗତ କାଲି ମୃତ୍ୟୁ ଘଟିଛି |
ଆଉ ଯାହା ଜଣା ପଡିଛି କି ଶାଶୂ ଘରେ ଟଙ୍କା ପଇସା କୁ ନେଇକି ଝଗଡା ଲାଗିଥିଲା ଆଉ ଯାହା ଫଳରେ ଶାଶୂ ଓ ତାଙ୍କର ପରିବାର ମିଶିକି ତାଙ୍କୁ ଗାଳି ମଧ୍ୟ ଦେଇଥିଲେ ଆଉ ଯାହା ଫଳରେ ବୋହୂ ଜଣଙ୍କ କବାଟ ବନ୍ଦ କରି ଦେଇଥିବା କଥା ମଧ୍ୟ ଜଣା ପଡିଛି | ଆଉ ସେପଟେ ସାବିତ୍ରୀ ନାୟକ ଯିଏ କି ତାଙ୍କର ଶାଶୂ ସେ ସଂଗୀତା ଙ୍କ ଭାଇ ବିଶ୍ୱଜିତ ଙ୍କୁ ଫନ କରି କହିଥିଲେ କି ତାଙ୍କର ଭଉଣୀ ଘରେ ବନ୍ଦ କରିକି ଥିଲା ଓ ସେ ବେହିସ ହୋଇଯାଇଛି ବୋଲି |
ଆଉ ଖବର ପାଇବା ମାତ୍ରକେ ସମସ୍ତେ ଯାଇ ହସ୍ପିଟାଲ ରେ ଉପସ୍ଥିତ ହୋଇଥିଲେ କିନ୍ତୁ ଯାଇଛି ଦେଖିଥିଲେ କି ସଂଗୀତା ଙ୍କୁ ଡେଡ ବଡି ରୁମ କୁ ନିଆଯାଇଛି ଓ ସମସ୍ତ ପ୍ରମାଣ ନଷ୍ଟ କରା ଯାଇଛି |ତେବେ ସେଠାରେ ଖାଲି ତାଙ୍କର ନଳନ୍ଦ ଓ ଶାଶୂ ଥିଲେ, ତେବେ ସ୍ୱାମୀ ଓ ଶଶୂର କୁଆଡେ ଫେରାଲ ହୋଇ ଯାଇଥିଲେ | ଆଉ ସଂଗୀତା ଙ୍କ ବାପ ଘର ଲୋକଙ୍କର ଅଭିଯୋଗ କ୍ରମେ ପୋଲିସ ବର୍ତ୍ତମାନ ସଂଗୀତା ଙ୍କ ଶାଶୂ ସାବିତ୍ରୀ ଙ୍କୁ ତମାଣ୍ଡୁ ଥାନା କୁ ରାସ୍ତାରେ ଚଳେଇ ଚଳେଇ ନେଇ ଯାଇଛି | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।