ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – Health Tips

ପ୍ରତ୍ୟେକ ବ୍ୟକ୍ତିମାନଙ୍କର ସକାଳେ ଉଠି ଖାଲିପେଟରେ ଚାହା ପିଇବାର ଅଭ୍ୟାସ ରହିଥାଏ । କିନ୍ତୁ ଏମିତି କିଛି ଜିନିଷ ରହିଛି ଯାହାକୁ ଆମେ ଚାହା ପିଇ ସାରିବା ପରେ ଏମିତି କିଛି ଖାଦ୍ୟ ଖାଇ ଦେଇଥାଉ । ଯାହାଦ୍ୱାରା ଆମ ମାନଙ୍କର ଅନେକ କ୍ଷତି ଘଟିଥାଏ , ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଚା ପିଇ ସାରିବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକ ଖାଆନ୍ତୁ ନାହିଁ । ନଚେତ୍ ଚର୍ମରୋଗ ଭଳି ଅନେକ ରୋଗ ମାଡିଯାଇଥାଏ ।

ତେବେ ପ୍ରତ୍ୟେକ ଖାଦ୍ୟ ପଦାର୍ଥର କିଛି ନା କିଛି ଖାଇବାର ପ୍ରଳାଣୀ ରହିଥାଏ , ଯାହା ଆମ ଶରୀର କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ସୁସ୍ଥ ଶରୀର ହିଁ ଜୀବନର ସବୁକିଛି ହାସଲ କରିବାରେ ସଫଳ ହୋଇଥାଏ । ତେଣୁ ଆଜି ଆମେ କଥାହେବା ସେହି ଜିନିଷ ଗୁଡିକ ବିଷୟରେ , ଯାହା ଚା ପିଇବା ପରେ ଖାଇବା ଉଚିତ୍ ନୁହଁ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

1. ବତୁରା ବୁଟ ଓ ମୁଗ :-

ଆପଣ ମାନେ ଦେଖିଥିବେ କିଛି ଲୋକମାନଙ୍କର ଫେସ୍ ରେ ଧଳା ଧଳା ଦାଗ ହୋଇଥାଏ , ତେବେ ଏଭଳି ହେବାର କାରଣ ହଉଛି ଯଦି ଆପଣ ଚା ପିଇବା ପରେ ବତୁରା ବୁଟ ବା ମୁଗ ଖାଇଥାନ୍ତି । ତେଣୁ ଏହା ଠାରୁ ଦୂରେଇ ରୁହନ୍ତୁ ।

2. ପାଣି :-

କେବେହେଲେ ଗରମ ଚା ପିଇ ସାରିବା ପରେ ପାଣି ପିଅନ୍ତୁ ନାହିଁ , ଏହା କରିବା ଦ୍ୱାରା ଦାନ୍ତ ଥଣ୍ଡା ଥଣ୍ଡା ଲାଗିବା ସହିତ ଝିମଝିମ୍ ଓ କଷ୍ଟ ଅନୁଭବ ହୋଇଥାଏ ।

3. ଲେମ୍ୱୁ :-

ଚା ପିଇ ସାରିବା ପରେ କେବେହେଲେ ଲେମ୍ୱୁ ରେ ତିଆରି ଜିନିଷ ବା ଲେମ୍ୱୁ ଖାଆନ୍ତୁ ନାହିଁ , କାରଣ ଚା ପରେ ଲେମ୍ୱୁ ଖାଇବା ଦ୍ୱାରା ଆମ ପେଟରେ ଏହା ବିଷରେ ପରିଣତ ହୋଇଥାଏ । ଯାହାଦ୍ୱାରା ଆମ ଶରୀରରେ ଅନେକ ରୋଗ ମାଡିଯାଇଥାଏ ।

4. ହଳଦୀ ଓ ବେସନ ତିଆରି ଖାଦ୍ୟ :-

ଚା ପିଇ ସାରିବା ପରେ କେବେବେଲେ ହଳଦୀ ଓ ବେସନରେ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏହି କାରଣରୁ ଆମ ମାନଙ୍କର ବାଳ ଖୁବ୍ ଶୀଘ୍ର ଧଳା ହୋଇଯ।ଇଥାଏ ଏବଂ ଝଡିବାରେ ଲାଗେ । ଏହାର ମୁଖ୍ୟ କାରଣ ଚା ପିଇ ସାରିବା ପରେ ଏହିଭଳି ଜିନିଷର ସେବନ କରିବା ।

ତେଣୁ ଆପଣ ମାନେ ଚା ପିଇ ସାରିବା ପରେ ଏହିଭଳି ଜିନିଷ ତୁରନ୍ତ ନଖାଇ କିଛି ସମୟ ପରେ ବା ଏକଘଣ୍ଟା ପରେ ଖାଆନ୍ତୁ । କିମ୍ୱା ଚା ପିଇବାର ଏକ ଘଣ୍ଟା ପୂର୍ବରୁ ଖାଆନ୍ତୁ , ଏହା କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ କୌଣସି ପ୍ରକାର ଚର୍ମ ରୋଗ ମଧ୍ୟ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment