ଦେଖନ୍ତୁ ଭିଡ଼ିଓ : ଚାକରାଣୀ, ଭାଉଜ, ଅଫିସ ଝିଅ ଏମିତି ସମସ୍ତଙ୍କ ସହିତ ମୋ ସ୍ୱାମୀ କରିଛନ୍ତି ସେ-କ୍ସ, ମୁଁ କ’ଣ କରିବି….

ବନ୍ଧୁଗଣ ସ୍ବାମୀ ସ୍ତ୍ରୀ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ଏବଂ ସାତ ଜନ୍ମର ସମ୍ପର୍କ ବୋଲି କୁହା ଯାଇଥାଏ। ଯାହା କୁହାଯାଏ ସ୍ବାମୀ ହେଉଛି ସ୍ତ୍ରୀ ର ଇହ କାଳ ପରକାଳ ର ଦେବତା। ସ୍ବାମୀ ସ୍ତ୍ରୀ ପାଇଁ ସବୁଠାରୁ ବଡ ସମ୍ପତ୍ତି ସଦୃଶ ହୋଇଥାଏ। କିନ୍ତୁ ଯଦି ସ୍ବାମୀ ସୁରକ୍ଷା ଦେବା ପରିବର୍ତ୍ତେ ଯଦି ସୈତାନ୍ ପାଲଟି ଯାଏ ତେବେ ସ୍ତ୍ରୀ କାହାକୁ ଆଉ ଭରସା କରିବ। ନିଜର ନୈତିକତା ଏବଂ ସଂଯମତା କୁ ହରାଇ ଯଦି ଜଣେ ସ୍ଵାମୀ ଅସଭ୍ୟ କାର୍ଯ୍ଯ କଲାପ କରେ ତେବେ ସ୍ତ୍ରୀ ଏହାର ପ୍ରତିବାଦ କାହାକୁ କହିବ। ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।

ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ମଣିଷ ଆଦୌ ପଛାଉ ନାହିଁ। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ତେବେ ଏଭଳି ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।

ତେବେ ସେହିଭଳି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ। ସେମିତି ଏକ ନିନ୍ଦନୀୟ ଲଜ୍ୟା କର ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ନିଶ୍ଚିତ।ବେଦୀ ରେ ହାତ ଧରି ବାହା ହୋଇଥିବା ସ୍ଵାମୀ ଯିଏକି ସାତ ଜନ୍ମର ସୁରକ୍ଷା ପାଇଁ ଶପଥ ନେଇଥିଲା। ହେଲେ ଏହି ପାସାଣ୍ଡ ସ୍ବାମୀ ଏମିତି କାମ କରିଛି ଯାହାକୁ ଶୁଣିଲେ ଆପଣଙ୍କୁ ଲାଜ ଲାଗିବ ଏବଂ ମୁଣ୍ଡ ତଳକୁ ନଇଁ ଯିବ। ଅନେକ ମହିଳା ଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଛି ଏହି ସ୍ବାମୀ। ଏଥିରେ ଅତିଷ୍ଟ ହୋଇ ଏ ବିରୋଧରେ ଶେଷରେ ଏହାକୁ ନେଇ ଅଭିଯୋଗ କରିଛି ସ୍ତ୍ରୀ।

ସର୍ବ ସମ୍ମୁଖରେ ନିଜ ସ୍ୱାମୀର ଏହି ଅନୈତିକ କାର୍ଯ୍ଯ କଲାପ ର କାହାଣୀ କୁ ସ୍ତ୍ରୀ ଅଭିଯୋଗ କରିଛି। ସ୍ୱାମୀଙ୍କ ଅଫିସ୍ ର ମହିଳାଙ୍କ ସହିତ ସଂପର୍କ କୁ ଛଡ଼ାଇବା ପରେ ପୁଣି ଦୁଇବର୍ଷ ପରେ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କକୁ ଛଡ଼ାଇ ଥିଲେ ସ୍ତ୍ରୀ। ଏହାପରେ ଘରର ବାଇ ଏବଂ ଏବେ ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ରଖିଛି ଏହି ଲମ୍ପଟ ସ୍ଵାମୀ। ଯାହାକୁ ନେଇ ଶେଷରେ ଅତିଷ୍ଟ ହୋଇ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment