ଚାକିରୀ ଆଳରେ ରଖୁଥିଲେ ଶାରୀରିକ ସମ୍ପର୍କ ,ପୁଣି ସେ Secret ଭିଡ଼ିଓ ଦେଖେଇ କରୁଥିଲେ ବ୍ଲାକମେଲ…ଦେଖନ୍ତୁ ଭିଡ଼ିଓ

0

ଆଜିର ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଅନ୍ତର୍ନିହିତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଅନ୍ୟକୁ ହଇରାଣ କରିବା, ଶୋଷଣ କରିବା ଆଦି ପାଇଁ ପଛାଉ ନାହାଁନ୍ତି। ଏଭଳି ଅନେକ ଘଟଣା ଆପଣ ନିଶ୍ଚିତ ଦେଖିବାକୁ ପାଉଥିବେ।ଆଜିର ଦୁନିଆରେ ଯେଉଁଭଳି ଭାବରେ ପ୍ରତିଦିନ କିଛି ଏମିତି ଅପ୍ରୀତିକର ଘଟଣା ଘଟୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା କିଛି ଅସାମାଜିକ ଲୋକ ମାନଙ୍କର ହୀନ ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ, ଉତ୍ତ୍ୟକ୍ତ ହୋଇ ସମୟକ୍ରମେ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ଯେଉଁଭଳି ଭାବରେ ହୀନ ବ୍ଯବହାର ପ୍ରଦର୍ଶନ କରୁଛି ତାହା ଅନୁତାପ ର ବିଷୟ ନିଶ୍ଚୟ ଭାବରେ। ସବୁକିଛି ଭୁଲି ମଣିଷ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ସେହିଭଳି ଏକ ଲଜ୍ୟା ଜନକ ବାର୍ତ୍ତା ପ୍ରଦାନ କରୁଥିବା ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏହି ଘଟଣାରେ ଚାକିରି ଦେବାର ଲୋଭ ଦେଖାଇ ଯୁବତୀ ଜଣଙ୍କ ସହ ଶାରିରୀକ ସଂପର୍କ ରଖି ପରେ କିପରି ତାଙ୍କୁ ବ୍ଲାକମେଲ କରା ଯାଇଛି ତାହା ଦେଖିବାକୁ ମିଳିଛି। ତେବେ ନିଜେ ଚାକିରିର ଆଶା ଦେଇ ଶାରିରୀକ ସମ୍ପର୍କ ରଖିବା ସହିତ ଅନ୍ଯ ମାନଙ୍କ ସହ ମଧ୍ଯ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ପ୍ରକାଶ ନାମକ ବ୍ୟକ୍ତି ଜଣଙ୍କ। ଆଉ ଯୁବତୀଙ୍କ ସହ ଅନ୍ତରଙ୍ଗ ସମୟର ଭିଡିଓକୁ ରଖି ବ୍ଲାକ ମେଲ୍ କରି ଟଙ୍କା ବି ମାଗୁଥିଲା। ଏପରି ଭାବରେ ଷଡ଼ଯନ୍ତ୍ର ଏବଂ ଅତ୍ୟାଚାର ର ଶିକାର ହୋଇଥିବା ମହିଳା ଜଣଙ୍କ ଏବେ ଉକ୍ତ ଅସଭ୍ୟ ଯୁବକ ନାମରେ ଆଣିଛନ୍ତି ଅଭିଯୋଗ।

ସେ କହିଛନ୍ତି ପ୍ରକାଶ ନାମକ ଯୁବକ ଚାକିରି କରିଦେବାକୁ କହି ମୋ ଠାରୁ ହଜାର ହଜାର ଟଙ୍କା ଠକି ନେଇଛି।ସେ କିନ୍ତୁ ଝିଅ ବେପାର କରୁଛି। ସବୁ ଲେଡ଼ିଜ ଙ୍କୁ ତାଙ୍କର ଅନେକ ଟଙ୍କା ଠକି ନେବା ପରେ ତାଙ୍କସହ ଖରାପ୍ କାମ କରି ସେମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାକୁ କହି ବ୍ଲାକମେଲ କରି ପୁଣି ଟଙ୍କା ଦାବି କରୁଛି ପ୍ରକାଶ ନାଥ। ଏମିତି ଅନେକ ଝିଅ ସହିତ ସେ ଏମିତି କରୁଛି ବୋଲି ମହିଳା ଜଣଙ୍କ କହିଛନ୍ତି। ତେବେ ପୀଡ଼ିତା ଜଣଙ୍କ ଥାନାରେ ଉକ୍ତ ଯୁବକ ନାମରେ ଅଭିଯୋଗ ଦେବାପରେ ଏବେ ପୋଲିସ୍ ପ୍ରକାଶ ନାଥଙ୍କୁ ଅଟକ ରଖି ଜେରା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।