ଚଳନ୍ତା ଟ୍ରେନରେ ୧୦ କିଲୋମିଟର ଝୁଲି ରହିଲା ଚୋର, ମୋବାଇଲ ଝାମ୍ପିଲା ବେଳେ କରିଦେଲେ ଏମିତି… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ କରେଇଦେଇଛି ଆଶ୍ଚର୍ଯ୍ୟ କରେଇ ଦେଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଚୋର ଜଣଙ୍କ ଚୋରି କରିବା ପାଇଁ ଷ୍ଟେସନ ରେ ଘୁରି ବୁଲୁଥିଲେ | ଆଉ ଚୋରି ମଧ୍ୟ କରିବା ପାଇଁ ଟ୍ରେନ ର ଝରକା ଦେଇକି ହାତ ମଧ୍ୟ ବଢ଼ାଇଥିଲେ | ଆଉ ଯାତ୍ରୀ ଙ୍କର ମୋବାଇଲ ମଧ୍ୟ ଚୋରି କରିବା ପାଇଁକି ଚେଷ୍ଟା କରିଥିଲେ | ଆଉ ସେହି ଚୋରି କରିବା ସମୟରେ ଯାତ୍ରୀ ଜଣଙ୍କ ଚୋର ଙ୍କର ହାତକୁ ଧରି ନେଇଥିଲେ | ଆଉ ଯାହା ଫଳରେ ଚୋର ଜଣଙ୍କର ଚୋରି ଧରାପଡ଼ିଥିଲା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ମାନେ ଜାଣିଛୁ କି ଆଜି କାଲି ବିଭିନ୍ନ ପ୍ରକାରର ଚୋର ବାହାରିଲେଣି | ଆଉ ଯାହା ଫଳରେ ଲୋକ ମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ଜିନିଷ କୁ ଚୋରି କରିକି ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ରେ ମଧ୍ୟ ପକାଇଥିବା କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିବାକୁ ପାଉଥିବେ | ତେବେ ସାଧାରଣତଃ ଯେଉଁଠାରେ ଜନ ଗହଳି ଅଧିକ ଥାଏ ସେହିଠାରେ ଚୋରି ବେଶି ହେଉଥିବାର ଦେଖିବାକୁ ମିଳିଥାଏ |

ତେବେ ଆପଣ ମାନେ ଅନେକ ସମୟରେ ରେଲୱେ ଷ୍ଟେସନ ରେ ଚୋରି ହେଉଥିବା କଥା ଶୁଣିବାକୁ ପାଉଥିବେ |ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଚୋର ଜଣଙ୍କ ବହୁତ ଚଳକିର ସହିତ ଟ୍ରେନ ରେ ବସିଥିବା ଯାତ୍ରୀ ଜଣଙ୍କର ମୋବାଇଲ କୁ ଚୋରି କରିବାର ଯୋଜନା କରିଥିଲେ | ଆଉ ଯେଉଁ ଟ୍ରେନ ଟି ବିହାର କୁ ଖଗରିଆ ଯାଉଥିଲା | ଆଉ ଷ୍ଟେସନ ରେ ଯେତେବେଳେ ଟ୍ରେନ ଛାଡିବା ପାଇଁ ଯାଉଥିଲା ସେତେବେଳେ ଚୋର ଟି ଝରକା ପଟେ ତାର ହାତ କୁ ମୋବାଇଲ ପାଖକୁ ପୂରେଇଥିଲା |

ଆଉ ସେତିକି ସମୟରେ ଯାତ୍ରୀ ଜଣଙ୍କ ଚୋର ଟିର ହାତକୁ ଧରି ନେଇଥିଲେ, ଆଉ ଟ୍ରେନ ଟି ଛାଡି ଦେଇଥିବାରୁ 10 କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ସେମିତି ଝୁଲିକି ଯାଇଥିଲେ | ଆଉ ଚୋର ଜଣଙ୍କ ତାଙ୍କର ହାତକୁ ଛାଡି ଦେବାକୁ ଯେତେ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ | ଆଉ ଚୋର ଟି ପଡ଼ିଯିବ ଭାବି ଅନ୍ୟ ଲୋକ ମାନେ ମଧ୍ୟ ଚୋର ର ହାତକୁ ଧରିଥିଲେ | ଆଉ 10 ମିନିଟ ପରେ ଟ୍ରେନ ଟି ପର ଷ୍ଟେସନ ରେ ପହଞ୍ଚିବା ପରେ ପୋଲିସ ଆସି ଚୋର କୁ ଧରିଥିଲା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଆଉ ଲୋକ ମାନେ ମଧ୍ୟ ଚୋର କୁ ଠିକ ଶାସ୍ତି ଦିଆଯାଇଛି ବୋଲି ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment