EXCLUSIVE : ଚାଲିଛି ରାହୁଲର ଚିକିତ୍ସା..ସୁସ୍ଥ ଥିବା ସହ ତରଳ ଖାଦ୍ୟ ଖାଇଲା ରାହୁଲ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା ସମସ୍ତେଙ୍କୁ ଚମକାଇ ଦେଇଥାଏ। ଆଉ ଏବେ ଚାରିଆଡେ ଗୋଟିଏ ଘଟଣା ଘୁରି ବୁଲୁଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ରାହୁଲ ନାମକ ଏକ କୁନି ବାଳକ କୁ ଏବେ ଉଦ୍ଧାର କରିବା ପରେ ମେଡିକାଲ ରେ ଚିକିତ୍ସା କରା ଯାଉଛି ସେଠାରେ ଡାକ୍ତର କଣ କହିଲେ ଆସନ୍ତୁ ଜାଣିବା। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଏକ କୁନି ବାଳକ ଟି ଅତି ସଙ୍କଟ ପୁର୍ଣ୍ଣ ଅବସ୍ଥାରେ ନଜରକୁ ଆସିଛି।

ଏବେ ସେହି ଘଟଣା ଟି ସାରା ଦେଶ ରେ ଖେଳି ଯାଇଛି ଯାହା ଆପଣ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ପାଇଛନ୍ତି। ବାଳକ ରାହୁଲ ସେମାତ୍ର ୧୧ବର୍ଷ ର ହୋଇଛି ଯାହା ଏଠାରେ ଜାଣିବାକୁ ମିଳିଛି। କୁନି ବାଳକ ଟି ଏହି ଵୋର ୱେଲ ଭିତରେ ଖସି ଯିବା ପରେ ସମସ୍ତେ ଚେଇଁ ଉଠିଛନ୍ତି ଯାହା ଏଠାରେ ଦେଖିବାକୁ ପାଇଛନ୍ତି। କୁନି ବାଳକ ରାହୁଲ ର ଜୀବନ କୁ ନେଇ ସାରା ଦେଶେ ଏବେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସେହି ବାଳକ ର ଉଦ୍ଧାର ପାଇଁ ଛତିଶଗଡ଼ ସରକାର ତାଙ୍କର ସବୁ ପ୍ରଚେଷ୍ଟା ଜାରି ରଖିଛନ୍ତି।

ଆଉ ତାକୁ ଉଦ୍ଧାର କରିବା ଲାଗି ସୈନ୍ୟ ବାହିନୀ, NDRF, SDRF ଟିମ ସମସ୍ତେ ଆସି ଏଠାରେ ପହଞ୍ଚନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ସୋସିଆଲ ମିଡ଼ିଆରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ହେଲେ ସେହି ପିଲା ଟି ବହୁତ ଦିନ ହୋଇଗଲା ଗଭୀର ୮୦ ଫୁଟ ଭିତରେ ରହିଛି ଯାହା ଅତି ବିପଦ ପୂର୍ଣ୍ଣ। କୁନି ପିଲା ଟି ମଧ୍ୟ ଖାଦ୍ୟ ଓ ପେୟ ରୁ ବଂଚିତ ହୋଇଛି ଯାହା ତା ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ବିପଦ। ଆଉସୁରକ୍ଷିତ ଭାବରେ ଉଦ୍ଧାର କାର୍ଯ୍ୟ କରିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହାୟତା କରୁଛନ୍ତି। ଆଉ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ସରକାର ସେଠାରେ ମଧ୍ୟ ଏକ ଡାକ୍ତରୀ ଟିମ ପଠେଇଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ।

ଆଉ ଏହି ସମୟ ରେ ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଯେ ସେହି କୁନି ବାଳକ ରାହୁଲ ମଧ୍ୟ ଦିବ୍ୟଙ୍ଗ ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ ଏହା ଏବେ ଭାଇରଲ ହୋଇଛି। ଆଉ ରାହୁଲ କୁ ଠିକ ଭାଵରେ ଶୁଣା ଯାଇନାହିଁ ଓ କଥା କହି ପାରେ ନାହିଁ ଏଠାରେ ସୂଚନା ଯୋଗ୍ୟ। ଆଉ ଏହାକୁ ଉଦ୍ଧାର ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନିଆ ଯାଇଥିଲା ଏବଂ କିଛି ସମୟ ଭିତରେ ନିକଟସ୍ଥ ବିଳାଶପୁର ମେଡିକାଲ କୁ ନେଇ ଯାଇଥିଲା ଯାହା ଏବେ ଜାଣିବାକୁ ମିଳିଛି। ଆଉ ସେଠାରେ ବିଶେଷଜ୍ଞ ଡାକ୍ତର ମାନେ ଚିକିତ୍ସା କରୁଛନ୍ତି। ଆଉ ରାହୁଲ ଦେହ ଏବେ ଠିକ ଥିବା ନେଇ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment