Intresting GK Question – ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଥିବା ଏହି ଛୋଟିଆ ବାଳକଟିର ନାମ କଣ ? ଠିକ୍ ପାଠ ପଢିଥିବା ଲୋକ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବ

0

ବନ୍ଧୁଗଣ ଚାଲ ଆଜି ଏମିତି କିଛି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର କରିବା ଆପଣ ଆଗରୁ ଏହାକୁ ଜାଣିନଥିବେ l ଏବଂ ଏହା ଆମ ଜୀବନରେ ବହୁତ କାମରେ ଆସିବ l ଆମ ଜ୍ଞାନ ଭଣ୍ଡାର କୁ ଆହୁରି ବଢ଼େଇ ଦେବ l ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଆଜି କିଛି ଭାରତ ଇତିହାସ ବିଷୟରେ….,

1:-ଭୂଦାନ ଆନ୍ଦୋଳନ କିଏ କରିଥିଲେ ?
ଉତ୍ତର,:-ବିନୋବା ଭାବେ
ଏହି ଆନ୍ଦୋଳନ 1951ରେ ଆରମ୍ଭ ହୋଇଥିଲା l ଏହାକୁ ବିନୋବା ଭାବେ ପରିଚାଳନା କରିଥିଲେ l

2:-ତ୍ରିରଙ୍ଗା ପତକା କିଏ ତିଆରି କରିଥିଲେ ?
ଉତ୍ତର:-ପିଙ୍ଗାଲି ଭେନକାୟା
ଏକ ପତାକା କରିବାକୁ ମହାତ୍ମାଗାନ୍ଧୀ 1921ରେ ଏହି ପ୍ରସ୍ତାବ ରଖିଥିଲେ l

3:-27ଡିସେମ୍ବର 1911ରେ ପ୍ରଥମ ଥର ପାଇଁ କେଉଁଠି ଗାନ କରାଯାଇଥିଲା l
ଉତ୍ତର :- କଲିକତା

4:- ଭାରତରେ ପ୍ରଥମ ଥର ପାଇଁ ସମାଚାର ପତ୍ର କିଏ ଆରମ୍ଭ କରିଥିଲେ ?
ଉତ୍ତର:-ଜେମସ ହିଁକୀ
ହିକିସ ବେଙ୍ଗଲ ଗେଜେଟ ନାମକ ଏକ ଇଂରାଜୀ ଖବର କାଗଜ 1780ରେ କଲିକତା ଠାରେ ପ୍ରକାଶ ପାଇଥିଲା l

5:-ଆନନ୍ଦ ମଠ ନାମକ ଉପନ୍ୟାସର ରଚନା କିଏ କାଟିଥିଲେ l
ଉତ୍ତର :-ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟ
ଏହି ଉପନ୍ୟାସ ଏକ ବଙ୍ଗାଳି ଓ ହିନ୍ଦି ଭାଷା ରେ ଲେଖା l ଏହା 1882ରେ ପ୍ରକାଶ ପାଇଥିଲା l

6:-କଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଥିବା ଏହି ଛୋଟିଆ ବାଳକଟିର ନାମ କଣ ?
ଉତ୍ତର – ଧର୍ମପଦ

7:-ଖିଲାପତ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
ଉତ୍ତର:- 1914
ଏହାର ମୁଖ୍ୟ ନେତା ଥିଲେ ମହମଦ ଅଲ୍ଲୀ l

8:- ଓଡିଶା କେବେ ବିହାରଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡିଶାର ମାନ୍ୟତା ପାଇଥିଲା ?
ଉତ୍ତର:- 1 ଏପ୍ରିଲ 1936
ଏବଂ 1 ଏପ୍ରିଲ କୁ ଆମେ ଓଡ଼ିଆ ନୂଆ ବର୍ଷ ବୋଲି ମାନିଥାଉ l

9:-ବମ୍ବେ, ମାଡ୍ରାସ ଓ କଲିକତା ଉଚ୍ଚ ନ୍ୟାୟାଳୟର ସ୍ଥାପନା କେବେ ହୋଇଥିଲା ?
ଉତ୍ତର :-1862

26 ଜୁନ 1862ରେ ରାଣୀ ଭିକ୍ଟୋରିଆ ଙ୍କ ଚିଠି କ୍ରମେ ଏହା ସ୍ଥାପନା ହୋଇଥିଲା l

10:- 1922ରେ କିଏ କହିଥିଲେ ଭାରତୀୟ ସଂବିଧାନ ଭାରତୀୟଙ୍କ ଇଚ୍ଛା ଅନୁସାରେ ତିଆରି ହେବ ?
ଉତ୍ତର :-ମହାତ୍ମା ଗାନ୍ଧୀ l

11:- ଦେବଦାସ ଉପନ୍ୟାସର ରଚନା କିଏ କରିଥିଲେ ?
ଉତ୍ତର :- ଶରତ ଚନ୍ଦ୍ର ଚାଟୋପାଧ୍ୟାୟ
ଦେବଦାସ ହେଉଛି ଏକ ବଙ୍ଗାଳି ରୋମାଣ୍ଟିକ ନୋଭେଲ ଯାହା 1917 ଜୁନ 30 ରେ ପ୍ରକାଶ ପାଇଥିଲା l

12:-ଭାରତୀୟ ସଂବିଧାନ ସଭା ର ସ୍ଥାପନା କେବେ କରାଯାଇଥିଲା ?
ଉତ୍ତର :-9 ଡିସେମ୍ବର 1946 l

13:- ସଂବିଧାନ ସଭାର ପ୍ରଥମ ଅଧିବେସନ କେଉଁଠାରେ ହୋଇଥିଲା ?
ଉତ୍ତର :-ଦିଲ୍ଲୀ

14:- ମଧ୍ୟପ୍ରଦେଶ ରାଜ୍ୟର ଗଠନ କେବେ ହୋଇଥିଲା ?
ଉତ୍ତର :- 1 ନଭେମ୍ବର 1956

15:- ଶୂନ୍ୟକାଳ କାହାକୁ କୁହାଯାଏ ?
ଉତ୍ତର :-ଯେତେବେଳେ ସ୍ପନ୍ଦନରେ ଅତି ମହତ୍ୱପୂର୍ଣ କଥା ଉପରେ ବିଚାର ଚାଲିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।