ଆଜିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷା ହେଉ ବା ଇଣ୍ଟରଭ୍ୟୁ ମାନଙ୍କରେ ଏମିତି ବୁଦ୍ଦିମାନର ପ୍ରଶ୍ନ ପଚାରାଯାଇଥାଏ ଯାହାର ଉତ୍ତର ସହଜ ହୋଇଥିଲେ ମଧ୍ୟ ପିଲା ମାନଙ୍କୁ କହିବା ପାଇଁ କଷ୍ଟ ଦାୟକ ହୋଇଥାଏ । ଯେଉଥି ପାଇଁ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ ଏବଂ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି । ଏହି ସବୁ ପ୍ରଶ୍ନର ଉତ୍ତର ସେହି ବ୍ୟକ୍ତି ହିଁ ଦେଇପାରେ ଯେଉଁ ବୁଦ୍ଦିମାନ ହୋଇଥାଏ । କାରଣ ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ବୁଦ୍ଧିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ପରେ ବି ଓଦା ହୁଏ ନାହିଁ ?
ଉତ୍ତର – ଛାଇ ।
2 ଆପଣଙ୍କ ର କେଉଁ ଶବ୍ଦ ଯାହାକି ଆପଣଙ୍କ ଛଡା କେହି ବି ଶୁଣିପାରିବେ ନାହିଁ ?
ଉତ୍ତର – ଘୁଙ୍ଗୁଡି ।
3 ଏମିତି କଣ ଯାହା ନାମ ଶୁଣି ସମସ୍ତେ ଡରନ୍ତି ପୁଣି ତା ପାଇଁ ଦିନରାତି ପରିଶ୍ରମ କରନ୍ତି ?
ଉତ୍ତର – ପରୀକ୍ଷା ।
4 ତାହା କେଉଁ ଜିନିଷ ଯାହା ନମିଳିଲେ ପୁଅମାନେ ହାତରେ କାମ ଚଳାେଇ ନିଅନ୍ତି ?
ଉତ୍ତର – ଚାମଚ ।
5 ଝିଅଟି କେଉଁ ଲମ୍ୱା ଜିନିଷକୁ ହାତରେ ଧରି ଗାତରେ ପୁରାଏ ?
ଉତ୍ତର – ପାଟିରେ କଦଳୀ ।
6 କେଉଁ ଜିନିଷ ସ୍ତ୍ରୀ ସ୍ୱାମୀର ଦେଖିପାରିବ କିନ୍ତୁ ଶଶୁର ର ନୁହେଁ ?
ଉତ୍ତର – ବାହାଘର ।
7 ଝିଅମାନେ ମଟର ସାଇକେଲ ରେ ଗୋଟିଏ ପଟକୁ ଗୋଡ ଦେଇ କାହିଁକି ବସନ୍ତି ?
ଉତ୍ତର – ଭାରତୀୟ ପୋଷାକ ଏବଂ ସଂସ୍କୃତି ସେଇପରି ।
8 ଅବିବାହିତ ଲୋକ ଅଧିକ ଦିନ ବଞ୍ଚିପାରିବେ କି ?
ଉତ୍ତର – ତାହା ସେମାନଙ୍କ ଖାଦ୍ୟ ଉପରେ ନିର୍ଭର କରେ ।
9 ମହାକାଶକୁ ଯାଇଥିବା ପ୍ରଥମ ପ୍ରାଣୀ କିଏ ?
ଉତ୍ତର – କୁକୁର ।
10 କେଉଁ ଦେଶେ ସନ୍ତାନ ଜନ୍ମ ହୋଇସାରିଲା ପରେ ନିଲାମ କରାଯାଏ ?
ଉତ୍ତର – ସିଂହାପୁର ।
11 ଝିଅମାନଙ୍କୁ ଅଧା ପଶିଲେ କାଟେ , ପୁରା ପଶିଲେ ଆରାମ ଲାଗେ , ତାହା କଣ ?
ଉତ୍ତର – ଚୁଡି ।
12 ଏମିତି କେଉଁ ଜିନିଷ ଯାହା ପୁରୁଷ ମାନଙ୍କର ଅଛି କିନ୍ତୁ ମହିଳା ମାନଙ୍କର ନାହିଁ ?
ଉତ୍ତର – ନିଶ ଏବଂ ଦାଢି ।
13 ଝିଅ ମାନଙ୍କର କେଉଁ ଅଙ୍ଗ ଯାହାକୁ ଆମେ ଖାଇଥାଉ ?
ଉତ୍ତର – ଲେଡିପିଙ୍ଗର ।
14 ସେଇଟା କଣ ଯାହାର ଦୁଇଟା ଗୋଡ ଅଛି କିନ୍ତୁ ସେ ଚାଲିପାରେ ନାହିଁ ?
ଉତ୍ତର – ପ୍ୟାଣ୍ଟ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।