ତେବେ ଦର୍ଶକ ବନ୍ଧୁ ଠିକ ଅମାବାସ୍ୟା ର 15 ଦିନ ପରେ ଅର୍ଥାତ 8 ନଭେମ୍ବର 2022 ସେହି ମଙ୍ଗଳ ବାର ଦିନ | ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେଉଛି | ସାଧାରଣ ଭାବରେ ଦେଖା ଦିଏ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ର ଅବଧି ପ୍ରାୟ ଗୋଟିଏ ମାସ ଦୁଇ ମାସରେ ଏହାର ଅବଧି ଦେଖାଦିଏ | କିନ୍ତୁ ଏ ବର୍ଷ ଶେଷ ରେ ପରାଗ ଅମାବାସ୍ୟା ଅନୁଷ୍ଠିତ ହେଇଥିବା ବେଳେ ଠିକ 15 ଦିନ ପୂର୍ଣ୍ଣମୀ ବେଳକୁ ଚନ୍ଦ୍ର ଗ୍ରହଣ ଲାଗୁଛି | ତେଣୁ ଏଥି ପାଇଁ କିଛି ବ୍ୟକ୍ତିଙ୍କ ମନରେ ଭୟ ଏହାର ପ୍ରଭାବ କିଛି ଖରାପ ପଡିବ କି? ବା ଏହି ଚନ୍ଦ୍ର ଗ୍ରହଣ ଆମ ଜୀବନ ରେ କିଛି କ୍ଷତି ଆଣିବ କି ଆମ ପାଇଁ ଏହା କେତେ ଭଲ ରହିବ କେତେ ଖରାପ | ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଏବେ ଠୁ ଆରମ୍ଭ ହେଇ ସାରିଛି | ତାହାଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ବନ୍ଧୁଗଣ ଆଗକୁ ଆସୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଲୋକମାନେ ଏବେଠୁ ଚିନ୍ତା ରେ ଥିବା ବେଳେ | ଜ୍ୟୋତିର୍ବିଦ ମାନେ ଏହାକୁ ନେଇ ଭଲ ମୋତ ରଖିଛନ୍ତି ବୋଲି କୁହାଯାଇଛି | ଜ୍ୟୋତିର୍ବିଦ ମାନଙ୍କ ମୋତ ଅନୁଯାୟୀ ଯଦି ଆପଣ ଏହି ଚନ୍ଦ୍ର ଗ୍ରହଣ ଦିନ କାହାକୁ କିଛି ଦାନ କରୁଛନ୍ତି ତାହାଲେ ଆପଣଙ୍କର ଶୁଭ ହେବା ସହିତ ଆପଣଙ୍କ ଇଚ୍ଛାମୁତାବକ ଚାକିରୀ ଟିଏ ପାଇବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଚନ୍ଦ୍ର ଗ୍ରହଣ ଦିନ କଣ ଦାନ କରିବା ଉଚିତ ବୋଲି ଜ୍ୟୋତିର୍ବିଦ ମାନେ କହିଛନ୍ତି |ଆଉ ଯାହା ଫଳରେ ଆମ ମାନଙ୍କର ଭଲ ଓ ଶୁଭ ହୋଇଥାଏ ଜାଣିବା |
1- ଦର୍ଶକ ବନ୍ଧୁ ଯଦି ଆପଣଙ୍କର ଚାକିରୀ ରେ ସମସ୍ୟା ରହୁଛି ବା କର୍ମ କ୍ଷେତ୍ରରେ ସମସ୍ୟା ରହୁଛି | ତାହାଲେ ଏହି ଚଦ୍ର ଗ୍ରହଣ ଦିନ ମୋତି ତିଆରି ଅଳଙ୍କାର ଦାନ କରନ୍ତୁ | ଖାଲି ଏତିକି ନୁହେଁ ଶାସ୍ତ୍ର ରେ କୁହାଯାଏ ଘରର ପିଲାମାନେ ସୌନ୍ଦର୍ଯ୍ୟ କୁ ବୃଦ୍ଧି କୋରାଇଥାନ୍ତି | ତେଣୁ ଗ୍ରହଣ ଦିନ ଯଦି ଅଭାବି ପିଲାମାନଙ୍କୁ କ୍ଷୀର, ଖେଳନା, କିମ୍ବା ପୋଷାକ ଦାନ କରନ୍ତି ସଫଳତା ମିଳିବ ବୋଲି କୁହାଯାଇଛି |
2-କୌଣସି କାରଣ ଯଦି ଆପଣ ସର୍ବଦା ଟେନସନ ରହୁଛନ୍ତି ତାହାଲେ ଏହି ଗ୍ରହଣ ଦିନ ଧଳା ପୋଷାକ ସହିତ ଚିନି ଦାନ କରନ୍ତୁ | ଏମିତି ଦାନ କରିବା ଦ୍ୱାରା ଘର ଶୁଭ ଫଳ ମିଳିବା ସହିତ ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ |
3-ପରିବାର ରେ ଯଦି ଆର୍ଥିକ ସଂକଟ ଦେଖା ଯାଉଛି ତାହାଲେ ଏହି ଚନ୍ଦ୍ର ଗ୍ରହଣ ଦିନ କ୍ଷୀର, ଚାଉଳ, କିମ୍ବା ଏହି ପଦାର୍ଥରୁ ତିଆରି କୌଣସି ସାମଗ୍ରୀ ଦାନ କଲେ ସବୁ ସମସ୍ୟା ସମାଧାନ ହେଇଥାଏ | କୁହାଯାଏ ଏମିତି କରିବା ଦ୍ୱାରା ମା” ଲଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ |
4-ଘରେ ଯଦି ଦୀର୍ଘ ଦିନ ହେବ କେହି ଅସୁସ୍ଥ ରହୁଛନ୍ତି ତେବେ ଏକ ଗ୍ଲାସ ପାଣିରେ ରୂପା ମୁଦ୍ରା ପକାଇ ରୋଗୀଙ୍କୁ ମୁହଁ ଦେଖାନ୍ତୁ | ତାପରେ ଏହାକୁ ଦାନ କରିଦିୟନ୍ତୁ | ଏପରି କରିବା ଦ୍ୱାରା ରୋଗ ଦୂର ହେବା କୁହାଯାଏ |
ତେବେ ଏହା ଥିଲା ଚନ୍ଦ୍ର ଗ୍ରହଣ ରେ କେଉଁ ଜିନିଷ ଦାନ କଲେ ଆପଣ ଙ୍କର ଶୁଭ ହୋଇଥାଏ ସେ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।